Home Bibles ଦାନିଏଲ 2:9 · ଓଡ଼ିଆ ବାଇବେଲ
ଦାନିଏଲ 2:9 · ଓଡ଼ିଆ ବାଇବେଲ

ମାତ୍ର ତୁମ୍ଭମାନେେ ଯଦି ମାେତେ ସହେି ସ୍ବପ୍ନ ବିଷଯ ରେ ନ ଜଣାଅ ତବେେ ତୁମ୍ଭମାନେେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡାଇବା ପାଇଁ ତୁମ୍ଭମାନେେ ମାେ ସମ୍ମୁଖ ରେ ମିଥ୍ଯା ଓ ପ୍ରବଞ୍ଚନା ବାକ୍ଯ କହିବା ପାଇଁ ପ୍ରସ୍ତୁତ ହାଇେଅଛ। ଏଣୁ ତୁମ୍ଭମାନେେ ସ୍ବପ୍ନଟି ମାେତେ କୁହ, ତାହା ହେଲେ ତୁମ୍ଭମାନେେ ଯେ ତହିଁର ଅର୍ଥ ମାେ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।

Cross references

ପ୍ରଥମ ରାଜାବଳୀ 22:6

ତେଣୁ ଆହାବ୍ 400 ଭବିଷ୍ଯଦ୍ବକ୍ତାଙ୍କୁ ଡକାଇ ଏକତ୍ରୀତ କଲେ ଓ ସମାନଙ୍କେୁ ପଚାରିଲେ, ମୁଁ ରାମାେତ୍-ଗିଲିଯଦ ବିରୁଦ୍ଧ ରେ ପ୍ରଥମେ ୟୁଦ୍ଧ କରିବାକୁ ୟିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହବୋ ଉଚିତ୍?

ପ୍ରଥମ ରାଜାବଳୀ 22:22

ସଦାପ୍ରଭୁ କହିଲେ, 'ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?' ସ୍ବର୍ଗଦୂତ ଉତ୍ତର ଦଲୋ, 'ମୁଁ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଦ୍ବନ୍ଦ ରେ ପକାଇବି। ମୁଁ ସମାନଙ୍କେୁ ରାଜାଙ୍କ ନିକଟରେ ମିଛ କୁହାଇବି।' ସଦାପ୍ରଭୁ କହିଲେ, 'ଉତ୍ତମ, ୟାଅ, ତାକୁ କୌଶଳ ରେ ଠକିବାକୁ ଚେଷ୍ଟା କର। ଏଥି ରେ ତୁମ୍ଭେ କୃତକାର୍ୟ୍ଯ ହବେ।'

ଏଷ୍ଟର ବିବରଣ 4:11

ବିନା ରାଜା ଡାକରା ରେ ପୁରୁଷ ଓ ସ୍ତ୍ରୀ ଯେ କହେି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ୟାଏ ତାହାର ପ୍ରାଣଦଣ୍ତ ଦବୋର ଏକମାତ୍ର ବ୍ଯବସ୍ଥା ଅଛି। କବଳେ ଯାହା ପ୍ରତି ରାଜା ସ୍ବର୍ଣ୍ଣମଯ ରାଜଦଣ୍ତ ବଢାନ୍ତି, ସହେି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ୟିବାପାଇଁ ଡାକରା ପାଇନାହିଁ।

ହିତୋପଦେଶ 12:19

ମିଥ୍ଯାବାଦୀର କଥା କବଳେ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ଯତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ।

ଯିଶାଇୟ 41:23

ଏହାପ ରେ କ'ଣ ଘଟିବ ତୁମ୍ଭମାନେେ ପ୍ରକାଶ କର। ତାହା ହେଲେ ଆମ୍ଭେ ଜାଣିବୁ ତୁମ୍ଭମାନେେ ପ୍ରକୃତ ରେ ଦବେତାଗଣ। କେଉଁଠି ଯଦି ଆମ୍ଭମାନେେ ପ୍ରକୃତ ରେ ଭୟ କିମ୍ବା ଭୟଭୀତ ହବୋ ଯବେେ ତୁମ୍ଭେ ଉତ୍ତମ କିମ୍ବା ମନ୍ଦ ବିଷଯ ଆମ୍ଭକୁ କହିବ।

ଯିଶାଇୟ 44:25

ଆମ୍ଲଭ ମିଥ୍ଯାବାଦୀମାନଙ୍କର ମିଥ୍ଯାକୁ ପ୍ରମାଣ କରୁ। ଆମ୍ଲଭ ନିର୍ଲବାଧମାନଙ୍କର ୟାଦୁକାରୀ କାର୍ୟ୍ଯ ବିଫଳ କରୁ। ଜ୍ଞାନୀମାନଙ୍କର ଜ୍ଞାନକୁ ପ୍ରତିହତ କରୁ ଓସସମାନଙ୍କର ଜ୍ଞାନକୁ ଅଜ୍ଞାନତାସର ପରିଣତ କରୁ।

ଯିହିଜିକଲ 13:6

ଏହି ଭଣ୍ଡ ଭବିଷ୍ଯଦବକ୍ତାଗଣ ମିଥ୍ଯା ଦର୍ଶନ ପାଆନ୍ତି ଓ ସମାନଙ୍କେର ଅଲୌକିକ ଶକ୍ତି ମିଥ୍ଯା ଅଟେ। ସମାନେେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସମାନଙ୍କେୁ ପଠାଇ ନ ଥିଲେ ଏବଂ ସମାନଙ୍କେ ବାକ୍ଯ ସତ୍ଯ ହବେ ବୋଲି ଲୋକମାନେ ଆଶା କରନ୍ତି।

ଯିହିଜିକଲ 13:17

ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲର ଯେଉଁ କନ୍ଯାଗଣ ଆପଣା ଆପଣା ହୃଦଯରୁ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି, ସମାନଙ୍କେ ବିରୁଦ୍ଧ ରେ ତୁମ୍ଭ ମୁଖ ରଖ ଓ ସମାନଙ୍କେ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ,

ଯିହିଜିକଲ 13:19

ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭମାନେେ ମାେ ଲୋକମାନଙ୍କ ମଧିଅରେ ମାେତେ ଅପମାନିତ କଲ। ତୁମ୍ଭର ମିଥ୍ଯା ପାଇଁ ମାରେ ଲୋକମାନେ ଯେଉଁମାନେ ମିଥ୍ଯା ଶୁଣିଲେ, ତୁମ୍ଭମାନେେ ଲୋକମାନଙ୍କୁ ହତ୍ଯା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସହେି ଲୋକମାନଙ୍କୁ ଛାଡ଼ି ଦଇେଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା।

ଦାନିଏଲ 2:16

ଏଥି ରେ ଦାନିୟେଲ ରାଜାଙ୍କ ନିକଟକୁ ୟାଇ ଆଉ କିଛି ଅଧିକ ସମୟ ଦବୋକୁ ନିବଦନେ କଲେ। ତାହା ହେଲେ ସେ ରାଜାଙ୍କର ସ୍ବପ୍ନର ଅର୍ଥ ତାଙ୍କ ନିକଟରେ ପ୍ରକାଶ କରିବେ।

ଦାନିଏଲ 2:21

ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ଯୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତ ମାନଙ୍କୁ ସୁବିବଚେନା ଦିଅନ୍ତି।

ଦାନିଏଲ 3:15

ଯେତବେେଳେ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନବେଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ଯ ଶୁଣ, ତୁମ୍ଭମାନେେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭମାନେେ ପୂଜା ନକର ତବେେ ତୁମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନି କୁମ୍ତ ରେ ଫିଙ୍ଗା ୟିବ। ଆଉ ଏପରି କୌଣସି ଦବେତା ନାହିଁନ୍ତି ଯେ କି ମାଠାରୁେ ତୁମ୍ଭମାନଙ୍କୁ ଉଦ୍ଧାର କରିବ।

ଦାନିଏଲ 5:28

ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ଯ ବିଭକ୍ତ ହାଇେଅଛି ଆଉ ମାଦୀଯ ଓ ପାରସିକମାନଙ୍କୁ ଦତ୍ତ ହାଇେଅଛି।

ଦାନିଏଲ 5:31

ପୁଣି ମାଦୀଯ ଦାରିଯାବସ ରାଜ୍ଯ ପ୍ରାପ୍ତ ହେଲା। ସେ ସମୟରେ ତାହାର ବଯସ ବାଷଠି ବର୍ଷ ହାଇେଥିଲା।

ଦାନିଏଲ 7:25

ଏବଂ ସେ ସର୍ବୋପରିସ୍ଥ ପରମେଶ୍ବରଙ୍କ ବିରୁଦ୍ଧ ରେ କଥା କହିବ ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢେ ତିନିବର୍ଷ ପାଇଁ ସମାନେେ ତା' ହସ୍ତ ରେ ସମର୍ପିତ ହବେେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:17

ଅନକେ ଯେପରି କରନ୍ତି, ସପରେି ଆମ୍ଭେ ନିଜ ଲାଭ ପାଇଁ ପରମେଶ୍ବରଙ୍କ ବାକ୍ଯ ବିକ୍ରୀ କରୁ ନାହୁଁ, କିନ୍ତୁ ଆମ୍ଭମାନେେ ପରମେଶ୍ବରଙ୍କ ସାକ୍ଷାତ ରେ ଖ୍ରୀଷ୍ଟଙ୍କଠା ରେ ଥାଇ ସତ୍ଯ କହୁ। ପରମେଶ୍ବରଙ୍କ ପ୍ ରରେିତ ଲୋକ ଭଳି କଥା କହୁ।

Interlinear

Choose Theme