Home Bibles ଯିଶାଇୟ 5:19 · ଓଡ଼ିଆ ବାଇବେଲ
ଯିଶାଇୟ 5:19 · ଓଡ଼ିଆ ବାଇବେଲ

ସସହିସଲାକମାଲନ କୁହନ୍ତି, ଆମ୍ଲଭମାଲନ ଇଚ୍ଛା କରୁଛୁସଯ ପରଲମଶ୍ବର ତାଙ୍କରସଯାଜନାମୂଳକ କାର୍ୟ୍ଯ ତ୍ବରାନ୍ବିତ କରନ୍ତୁ। ତା'ପସର ଆମ୍ଲଭମାଲନ କ'ଣ ଘଟିବ ଜାଣିବୁ। ଆମ୍ଲଭମାଲନ ଆଶା କରୁ ପରଲମଶ୍ବରଙ୍କ ଇଚ୍ଛା ତୁରନ୍ତ ଘଟୁ। ତାହାସହଲଲ ତାଙ୍କର ଇଚ୍ଛା କ'ଣ ଆମ୍ଲଭମାଲନ ଜାଣିପାରିବୁ।

Cross references

ଯିଶାଇୟ 30:11

ତୁମ୍ଭମାନେେ ପଥରୁ ବାହାରି ୟାଅ, ବାଟ ଛାଡ଼ି ଦିଅ। ଇଶ୍ରାୟେଲର ଧର୍ମସ୍ବରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।'

ଯିଶାଇୟ 66:5

ତୁମ୍ଭେ ଯେଉଁଦିନ ସଦାପ୍ରଭୁଙ୍କ ବାକ୍ଯ ରେ କମ୍ପିତ ହେଉଅଛ, ତାଙ୍କର ବାକ୍ଯ ଶୁଣ। ତୁମ୍ଭମାନଙ୍କର ଭାଇମାନେ ଯେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ଆମ୍ଭର ନାମ ସକାେଶ ତୁମ୍ଭମାନଙ୍କୁ ଦୂର କରନ୍ତି ; ସମାନେେ କହି ଅଛନ୍ତି, 'ଆମ୍ଭେ ଯେପରି ତୁମ୍ଭମାନଙ୍କର ଆନନ୍ଦ ଦେଖିପାରିବା, ଏଥିପାଇଁ ସଦାପ୍ରଭୁ ମହିମାନ୍ବିତ ହୁଅନ୍ତୁ,' ମାତ୍ର ସମାନେେ ଲଜ୍ଜିତ ହବେେ।

ଯିରିମିୟ 5:12

ମିଥ୍ଯା ରେ ସମାନେେ ସଦାପ୍ରଭୁଙ୍କର ବିଷଯ ରେ କହିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର କିଛି କରିବେ ନାହିଁ। ଆମ୍ଭମାନଙ୍କ ପ୍ରତି କିଛି ଅମଙ୍ଗଳ ଘଟିବ ନାହିଁ ଆଉ ଆମ୍ଭମାନେେ ଖଡ୍ଗ କିଅବା ଦୁର୍ଭିକ୍ଷ ଦେଖିବା ନାହିଁ।

ଯିରିମିୟ 17:15

ସମାନେେ ମାେତେ କୁହନ୍ତି, ହେ ଯିରିମିୟ, ସଦାପ୍ରଭୁଙ୍କର ବାକ୍ଯ କାହିଁ ? ତାହା ଏବେ ଉପସ୍ଥିତ ହେଉ।

ଯିରିମିୟ 23:18

ମାତ୍ର କୌଣସି ଭବିଷ୍ଯଦବକ୍ତା ସ୍ବର୍ଗୀଯ ସଭା ରେ ସଦାପ୍ରଭୁଙ୍କର ବାକ୍ଯ ପ୍ରତ୍ଯକ୍ଷ ଭାବରେ ଶୁଣିବାକୁ ତାଙ୍କ ସମ୍ମୁଖ ରେ ଠିଆ ହାଇେ ନାହିଁ। କହେି ତାଙ୍କର ବାକ୍ଯ ମନୋୟୋଗ ସହକା ରେ ଶୁଣି ନାହିଁ।

ଯିରିମିୟ 23:36

ତୁମ୍ଭମାନେେ ପୁଣି ଉଲ୍ଲେଖ କରିବା ଉଚିତ୍ ନୁହଁ ଯେ, 'ସଦାପ୍ରଭୁଙ୍କର ବାର୍ତ୍ତା' ବୋଝ ବୋଲି। କାରଣ ତୁମ୍ଭମାନେେ ପ୍ରେତ୍ୟକକ ନିଜକୁ ଯାହା କହୁଛ ତାହା ବୋଝ। ତୁମ୍ଭେ ଜୀବିତ ପରମେଶ୍ବରଙ୍କ ବାକ୍ଯକୁ କଦର୍ଥ କରିଅଛ।

ଯିହିଜିକଲ 12:22

ହେ ମନୁଷ୍ଯ ପୁତ୍ର, ତୁମ୍ଭ ଇଶ୍ରାୟେଲ ରେ ଏହି ପ୍ରବାଦ ନାହିଁ କି ? ସମୟ ଗଡ଼ି ଚାଲିଛି ଓ ପ୍ରେତ୍ୟକକ ଦର୍ଶନ ବିଫଳ ହେଉଅଛି।

ଯିହିଜିକଲ 12:27

ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶୀଯ ଲୋକମାନେ ଭାବନ୍ତି, ତୁମ୍ଭେ ଯେଉଁ ଦର୍ଶନ ଦେଖ, ତାହା ଅନକେ ବିଳମ୍ବର କଥା ଓ ତାହା ବହୁବର୍ଷ ପ ରେ ଭବିଷ୍ଯଦ୍କାଳ ରେ ଘଟିବ।

ଆମୋଷ 5:18

ତୁମ୍ଭମାନଙ୍କ ମଧ୍ଯରୁ କେତକେ ସଦାପ୍ରଭୁଙ୍କର ବିଶଷଦେିନ ପାଇଁ ଅପେକ୍ଷା କରିଛ। କିନ୍ତୁ ତୁମ୍ଭେ ଅପେକ୍ଷା କରିବା ଉଚିତ୍ ନୁହଁ। ସଦାପ୍ରଭୁଙ୍କର ସହେି ବିଶଷଦେିବସଟି କବଳେ ଗ୍ଭରିଆଡୁ ଅନ୍ଧକାର ଆଣିବ, ତୁମ୍ଭେ ଆଶା କରିଥିବା ଆଲୋକକୁ ନୁହେଁ।

ପିତରଙ୍କ ଦିତୀୟ ପତ୍ର 3:3

ପ୍ରଥମେ, ଶଷେ ଦିନଗୁଡ଼ିକରେ କ'ଣ କ'ଣ ଘଟିବ, ସଗେୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସମାନେେ ନିଜ ଇଚ୍ଛା ରେ ମନ୍ଦ କାର୍ୟ୍ଯ କରି ଜୀବନଧାରଣ କରିବେ।

Interlinear

Choose Theme