ହେ ଯିରିମିୟ, ତୁମ୍ଭେ ଯିହୁଦା ଓ ୟିରୁଶାଲମ ନିବାସୀଙ୍କୁ କୁହ, 'ସଦାପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ସଂକଳ୍ପ କରିଅଛୁ। ଏବେ ତୁମ୍ଭମାନେେ ପ୍ରେତ୍ୟକକ ଆପଣା ଆପଣା କୁପଥରୁ ଫରେ ଓ ଆପଣା ଆପଣା ପଥ ସଂ ଶାଧେନ କରି ସୁକର୍ମ କର।'
Cross references
ଲୋକମାନେ କହିଲେ, ଆସ ଆମେ ଇଟା ପୋଡ଼ି ଟାଣ କରିବା। ତେଣୁ ଲୋକମାନେ ପଥର ବ୍ଯବହାର ନ କରି ଇଟାକୁ ଘର କରିବା ପାଇଁ ବ୍ଯବହାର କଲେ। ଏବଂ ସମାନେେ ମାଟିଆ ତଲକେୁ ଚୂନ ସ୍ବରୂପ ବ୍ଯବହାର କଲେ।
ତେଣୁ ଆସ ତଳକୁ ୟିବା ଏବଂ ସମାନଙ୍କେ ମଧିଅରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସମାନେେ ପରସ୍ପର ଭାଷା ବୁଝିପାରିବେ ନାହିଁ।
ମୀଖାଯ ଶଷେ ରେ କହିଲେ, ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ମିଥ୍ଯା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।
ତା'ପରେ ଅରାମ୍ର ରାଜା କହିଲେ, ବର୍ତ୍ତମାନ ତୁମ୍ଭେ ୟାଅ, ଆଉ ମୁଁ ଇଶ୍ରାୟେଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।
ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।
ରାଜା ଯୋଶିୟଯ କହିଲେ, ତୁମ୍ଭମାନେେ ୟାଅ, ସଦାପ୍ରଭୁଙ୍କୁ ପଗ୍ଭର ମାେ ପାଇଁ, ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ କ'ଣ କରୁବୁ। ଏହି ପୁସ୍ତକ ବିଷଯ ରେ ପଗ୍ଭର। ପରମେଶ୍ବର ଆମ୍ଭ ଉପରେ ଅତ୍ଯନ୍ତ କୋର୍ଧିତ ହାଇେଛନ୍ତି। କାରଣ ଏହି ପୁସ୍ତକରେ ଆମ୍ଭ ପାଇଁ ଯେପରି ଲଖାେ ଥିଲା, ଆମ୍ଭର ପୁର୍ବପୁରୁଷ ସଦାପ୍ରଭୁଙ୍କ ବାକ୍ଯ ପ୍ରତି ଧ୍ଯାନ୍ଯ ଦଇେ ନଥିଲେ।
ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।
ବର୍ତ୍ତମାନ ମୁଁସମାର ଦ୍ରାକ୍ଷାକ୍ଷଲତ ପାଇଁ କ'ଣ କରିବି ତାହା ତୁମ୍ଭମାନଙ୍କୁ କହିବି।
ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।
ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ଯାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ଯାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତବେେ ତା'ର ସ୍ବାମୀ କ'ଣ ପୁନର୍ବାର ତାହା ନିକଟକୁ ଆସିବ ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତବେେ ସହେି ଦେଶ ଅତ୍ଯନ୍ତ 'ଅଶୁଚି' ହବେ। ହେ ଯିହୁଦା, ତୁମ୍ଭେ ଅନକେ ଉପପତି ସଙ୍ଗେ ବ୍ଯଭିଚାର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫରେି ଆସିବାକୁ ଚାହୁଁଛ। ଏହା ସଦାପ୍ରଭୁ କହନ୍ତି।
ଆଉମଧ୍ଯ ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲ ସନ୍ତାନଗଣ, ତୁମ୍ଭମାନେେ ଆମ୍ଭପ୍ରତି ଅବିଶ୍ବସ୍ତ ହାଇେଅଛ। ମାତ୍ର ତୁମ୍ଭମାନେେ ଫରେିଆସ, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପୀ ରୋଗକୁ ଆରୋଗ୍ୟ କରିବା। ଆଉ ତୁମ୍ଭମାନେେ କହିବ, ହଁ, ଆମ୍ଭମାନେେ ତୁମ୍ଭ ନିକଟକୁ ଆସିଅଛୁ, କାରଣ ତୁମ୍ଭେ ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ଅଟ।
ସିୟୋନ୍ଆଡ଼େ ଧ୍ବଜା ଉଠାଅ। ଜୀବନ ରକ୍ଷା ପାଇଁ ପଳାଯନ କର। ଅପେକ୍ଷା କର ନାହିଁ, କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।
ହେ ୟିରୁଶାଲମ ନିବାସୀଗଣ ! ଉଦ୍ଧାର ପାଇବା ନିମନ୍ତେ ନିଜ ନିଜ ହୃଦଯରୁ ଅମଙ୍ଗଳକୁ ଧୋଇ ଦିଅ। ହୃଦଯକୁ ନିର୍ମଳ ଓ ପବିତ୍ର କର, ଆଉ ମନ୍ଦ କଳ୍ପନା ତୁମ୍ଭମାନଙ୍କ ମଧିଅରେ ସ୍ଥାନ ଦିଅ ନାହିଁ।
ମୁଁ ପୃଥିବୀ ଉପ ରେ ଦୃଷ୍ଟିପାତ କଲି, ଦେଖିଲି ତାହା ନିର୍ଜ୍ଜନ ଓ ଶୂନ୍ଯ ଥିଲା। ପୁଣି ଆକାଶମଣ୍ଡଳକୁ ଦୃଷ୍ଟି ନିକ୍ଷପେ କରି ଦେଖିଲି ସଠାେ ରେ ଆଲୋକ ନ ଥିଲା।
ଇଶ୍ରାୟେଲର ପରମେଶ୍ବର ସୈନ୍ଯାଧିପତି ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭମାନେେ ନିଜ ନିଜ ଆଚରଣ ବଦଳାଇ ଉତ୍ତମ କାର୍ୟ୍ଯ କର। ତାହା ହେଲେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନ ରେ ବାସ କରାଇବା।
ସଦାପ୍ରଭୁ, ସମାନେେ ମାେ ବିପକ୍ଷ ରେ ଅଛନ୍ତି ବୋଲି ଦଖାଇବୋ ପୂର୍ବରୁ ମୁଁ ଏକ ନିରୀହ ମଷେଶାବକ ପରି ହତ୍ଯା ପାଇଁ ରହିଥିଲି। ସମାନେେ ମାେ ବିରୁଦ୍ଧ ରେ ଅଛନ୍ତି ବୋଲି ମୁଁ ଜାଣି ନଥିଲି। ସମାନେେ ମାେ ବିରୁଦ୍ଧ ରେ କୁମନ୍ତ୍ରଣା କରି କହିଲେ, ଆସ ଫଳ ସହିତ ବୃକ୍ଷକୁ କାଟି ନଷ୍ଟ କରିବା। ଲୋକେ ଯେପରି ତାଙ୍କୁ ଆଉ ସ୍ମରଣ ନ କରିବେ ସେଥିପାଇଁ ତାଙ୍କୁ କାଟି ପକାଇବା।