Home Bibles ମୀଖା 1:14 · ଓଡ଼ିଆ ବାଇବେଲ
ମୀଖା 1:14 · ଓଡ଼ିଆ ବାଇବେଲ

ତେଣୁ ତୁମ୍ଭେ ଗାଥ୍ ରେ ମାେ ରଷେତ୍କୁ ବିଦାଯକାଳୀନ ଦାନ ଦବେ। ଅକ୍ଷୀବର ଗୃହଗୁଡିକ ଇଶ୍ରାୟେଲର ରାଜାମାନଙ୍କ ପ୍ରତି ପ୍ରବଞ୍ଚନା ତୁଲ୍ଯ ହବେ।

Cross references

ଯିହୋଶୂୟ 15:44

କିଯୀଲା, ଅକ୍ଷୀବ, ମା ରଶାେ ଗ୍ରାମ ସମତେ ଏହିପରି ନଅଟି ନଗର ଥିଲା।

ଦିତୀୟ ଶାମୁୟେଲ 8:2

ଦାଉଦ ମଧ୍ଯ ମାୟୋବକକ୍ସ୍ଟ ପରାସ୍ତ କଲେ। ସେ ସମାନଙ୍କେୁ ଭୂମିରେ ପଡି ରହିବା ପାଇଁ ବାଧ୍ଯ କଲେ, ସେ ସମାନଙ୍କେୁ ଏକ ଦଉଡି ଦ୍ବାରା ଦକ୍ସ୍ଟଇ ଦଳ ରେ ବିଭକ୍ତ କଲେ। ଦକ୍ସ୍ଟଇ ଧାଡିରକ୍ସ୍ଟ ପୁରୁଷ ଲୋକମାନଙ୍କୁ ହତ୍ଯା କରାଗଲା, କିନ୍ତୁ ତୃତୀୟ ଧାଡିଟିକକ୍ସ୍ଟ ଜୀବନ୍ତ ଛାଡି ଦିଆଗଲା। ତା'ପରେ ମାୟୋବୀଯମାନେ ଦାଉଦଙ୍କର ସବେକ ହେଲ ଓ ତାକକ୍ସ୍ଟ କର ଦେଲେ।

ଦିତୀୟ ରାଜାବଳୀ 16:8

ଆଉ ମଧ୍ଯ ଆହସ୍ ସଦାପ୍ରଭୁଙ୍କ ମନ୍ଦିରସର ଓ ରାଜଗୃହର ଭଣ୍ତାରସର ଥିବା ସୁବର୍ଣ୍ଣ ଓ ରୋପ୍ଯସନଲଲ ଓ ଅଶୂରର ରାଜା ନିକଟକୁ ଉପହାର ସ୍ବରୂପ ପଠାଇଲଲ।

ଦିତୀୟ ରାଜାବଳୀ 18:14

ଏହାପରେ ଯିହୁଦାର ରାଜା ହିଜକିଯ ଲାଖୀଶକୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, ମୁଁ ପାପ କରିଅଛି, ଦୟାକରି ମାେ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣା ମାେ ଠାରୁ ଯାହା ଗ୍ଭହିଁବେ ମୁଁ ଦବୋକୁ ପ୍ରସ୍ତୁତ ଅଛି।

ଦିତୀୟ ବଂଶାବଳୀ 16:1

ଆସା ରାଜା ହବୋର ଛତିଶ୍ତମ ବର୍ଷ ରେ, ବାଶା ଯିହୁଦା ଦେଶକୁ ଆକଅମଣ କଲେ। ବାଶା ଇଶ୍ରାୟେଲର ରାଜା ଥିଲେ। ସେ ରାମା ସହରକୁ ଗଲେ ଓ ତାହାକୁ ଏକ ଦୁର୍ଗ ରେ ପରିଣତ କଲେ। ଯିହୁଦାର ରାଜା ଆସାଙ୍କ ନିକଟକୁ ୟିବା ଆସିବା କରୁଥିବା ଲୋକମାନଙ୍କୁ ସ୍ଥଗିତ କରାଇବାର ଏକ ସ୍ଥାନରୂପେ ବାଶା ରାମା ସହରକୁ ବ୍ଯବହାର କଲେ।

ଗୀତସଂହିତା 62:9

ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।

ଗୀତସଂହିତା 118:8

ଲୋକମାନଙ୍କଠାରେ ବିଶ୍ବାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।

ଗୀତସଂହିତା 146:3

ସାହାୟ୍ଯ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରିପାରିବେ ନାହିଁ।

ଯିଶାଇୟ 30:6

ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା :

ଯିରିମିୟ 15:18

ମାରେ ବଦନୋ ଚିରନ୍ତନ, ମାରେ କ୍ଷତ ଦୁରା ରୋଗ୍ଯ। ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି ଅତ୍ଯନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାଯୀ ନଦୀ ତୁଲ୍ଯ ହାଇେଅଛ।

Interlinear

Choose Theme