କିଯୀଲା, ଅକ୍ଷୀବ, ମା ରଶାେ ଗ୍ରାମ ସମତେ ଏହିପରି ନଅଟି ନଗର ଥିଲା।
Cross references
ଏହାପରେ ସେ ଆଉ ଏକ ପୁତ୍ରକୁ ଜନ୍ମ ଦେଲେ ଏବଂ ତା'ର ନାମ ଦେଲେ ଶଲୋ। ଯିହୁଦାର ତୃତୀୟ ପୁତ୍ର ଜନ୍ମ ସମୟରେ ସେ କଷୀବ ରେ ଥିଲା।
ଲୋକମାନେ ଦାଉଦଙ୍କକ୍ସ୍ଟ କହିଲେ, ଦେଖ, ପଲେଷ୍ଟୀୟମାନେ କିଯୀଲାମାନଙ୍କ ବିରକ୍ସ୍ଟଦ୍ଧ ରେ ଲଢକ୍ସ୍ଟଛନ୍ତି ଓ ଖଳାରକ୍ସ୍ଟ ଶସ୍ଯ ଗ୍ଭରେି କରୁଛନ୍ତି।
କାଲେବ୍ ୟିରହମଲଙ୍କେର ଭ୍ରାତା ଥିଲେ। କାଲବଙ୍କେର କେତାଟେି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମଶାେ। ମଶାେ ସୀଫ୍ଙ୍କର ପିତା ଥିଲେ। କାଲବଙ୍କେର ଆହୁରି ମଧ୍ଯ ପୁତ୍ର ଥିଲେ। ମା ରଶାେ ହିବ୍ରୋଣଙ୍କ ପିତା ଥିଲେ।
ଶଲୋ ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲକୋର ପିତା ଏର ଓ ମା ରଶାଙ୍କେର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବଯେ ରେ ଥିବା କାର୍ପାସ କାର୍ୟ୍ଯର କର୍ତ୍ତା ଥିଲେ।
ଗାଥ୍, ମା ରଶାେ, ସୀଫ୍,
ତେଣୁ ତୁମ୍ଭେ ଗାଥ୍ ରେ ମାେ ରଷେତ୍କୁ ବିଦାଯକାଳୀନ ଦାନ ଦବେ। ଅକ୍ଷୀବର ଗୃହଗୁଡିକ ଇଶ୍ରାୟେଲର ରାଜାମାନଙ୍କ ପ୍ରତି ପ୍ରବଞ୍ଚନା ତୁଲ୍ଯ ହବେ।
ହେ ମା ରଶାେ ନିବାସୀ, ତୁମ୍ଭମାନଙ୍କ ବିରୁଦ୍ଧ ରେ ଏକ ବ୍ଯକ୍ତିକୁ ଆଣିବି, ୟିଏକି ତୁମ୍ଭମାନଙ୍କର ସମସ୍ତ ଅଧିକାର କରିବ। ଇଶ୍ରାୟେଲର ଗୌରବ ଅଦୁଲ୍ଲମକୁ ଆସିବ।