Home Bibles ☰ Books ମାଥିଉଲିଖିତ ସୁସମାଚାର 9:11 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 9:11 · ଓଡ଼ିଆ ବାଇବେଲ

ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଚାରିଲେ, ତୁମ୍ଭର ଗୁରୁ କର ଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?

Cross references

ଯିଶାଇୟ 65:5

ମାତ୍ର ସହେି ଲୋକମନେ କୁହନ୍ତି, ସେସ୍ଥାନ ରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭମାନେେ ତୁମ୍ଭ ଅପେକ୍ଷା ପବିତ୍ର।' କିନ୍ତୁ ସହେି ଲୋକମାନେ ଆମ୍ଭ ନାସିକାର ଧୂମସ୍ବରୂପ ଓ ଦିନସାରା ପ୍ରଜ୍ଜ୍ବଳିତ ଅଗ୍ନି ସ୍ବରୂପ।'

ମାଥିଉଲିଖିତ ସୁସମାଚାର 11:19

ତା'ପରେ ମନୁଷ୍ଯପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ' ଦେଖ, ଏ ଲୋକ ପଟେୁଆ ଓ ମଦୁଆ। ସେ ପାପୀ ଓ କର ଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।' କିନ୍ତୁ କାର୍ୟ୍ଯ ଦ୍ବାରା ଜ୍ଞାନ ସତ୍ଯ ବୋଲି ପ୍ରମାଣିତ ହାଇେଥାଏ।

ମାର୍କଲିଖିତ ସୁସମାଚାର 2:16

ଯୀଶୁଙ୍କୁ କର ଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକଙ୍କ ସହିତ ବସି ଖାଉଥିବାର ଦେଖି, ଧର୍ମଶାସ୍ତ୍ରୀମାନେ ଫାରୂଶୀ ଥିଲେ, ଯୀଶୁଙ୍କ ଶିଷ୍ଯମାନଙ୍କୁ ପଚାରିଲେ, ଯୀଶୁ କର-ଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?

ମାର୍କଲିଖିତ ସୁସମାଚାର 9:14

ତା'ପରେ ଯୀଶୁ ପିତର, ଯାକୁବ ଓ ଯୋହନ ଅନ୍ୟ ଶିଷ୍ଯମାନଙ୍କ ପାଖକୁ ଗଲେ। ସମାନେେ ଦେଖିଲେ ଯେ ଅନକେ ଲୋକ ସମାନଙ୍କେୁ ଘରେି ରହିଛନ୍ତି। ସମାନଙ୍କେ ସହିତ ଧର୍ମଶାସ୍ତ୍ରୀମାନେ ୟୁକ୍ତିତର୍କ କରୁଛନ୍ତି।

ଲୂକଲିଖିତ ସୁସମାଚାର 5:30

ତେଣୁ ଫାରୂଶୀ ଓ ଯିହୂଦୀଶାସ୍ତ୍ରୀମାନେ ଯୀଶୁଙ୍କ ଶିଷ୍ଯମାନଙ୍କ ଆଗ ରେ ଅଭିଯୋଗ କଲେ, ତୁମ୍ଭମାନେେ କରଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଏକାଠି ଖିଆପିଆ କରୁଛ?

ଲୂକଲିଖିତ ସୁସମାଚାର 15:1

ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ଅନକେ କରଆଦାୟକାରୀ ଓ ଖରାପ ଲୋକମାନେ ଆସିବାକୁ ଲାଗିଲେ।

ଲୂକଲିଖିତ ସୁସମାଚାର 19:7

ସମସ୍ତେ ଏକଥା ଦେଖିଲେ। ସମାନେେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:9

ମାରେ ପୂର୍ବ ପତ୍ର ରେ ମୁଁ ଲେଖିଥିଲି ଯେ, ତୁମ୍ଭମାନେେ ୟୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ।

ଗାଲାତୀୟଙ୍କ ପ୍ରତି ପତ୍ର 2:15

ଆମ୍ଲଭମାଲନ ଯିହୂଦୀ ରୂଲପ ଜନ୍ମସହାଇଛୁ, ଏବଂ ଆମ୍ଲଭମାଲନ ପାପୀ ଅଣଯିହୂଦୀମାନଙ୍କ ପରିସନାହୁଁ।

ଏବ୍ରୀ 5:2

ଅନ୍ୟ ଲୋକମାନଙ୍କ ଭଳି ମହାୟାଜକର ମଧ୍ଯ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦଖାଇବୋକୁ ସମର୍ଥ।

ଯୋହନଙ୍କ ଦିତୀୟ ପତ୍ 1:10

ଯଦି ତୁମ୍ଭ ପାଖକୁ କହେି ଆ ସେ କିନ୍ତୁ ଏହି ଶିକ୍ଷା ନ ଦିଏ, ତବେେ ତାହାକୁ ଗୃହ ରେ ସ୍ବାଗତ ଓ ଗ୍ରହଣ କର ନାହିଁ।

Interlinear

Choose Theme