ଯୀଶୁଙ୍କୁ କର ଆଦାୟକାରୀ ଓ ଅନ୍ୟ ଦୁଷ୍ଟ ଲୋକଙ୍କ ସହିତ ବସି ଖାଉଥିବାର ଦେଖି, ଧର୍ମଶାସ୍ତ୍ରୀମାନେ ଫାରୂଶୀ ଥିଲେ, ଯୀଶୁଙ୍କ ଶିଷ୍ଯମାନଙ୍କୁ ପଚାରିଲେ, ଯୀଶୁ କର-ଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?
Cross references
ମାତ୍ର ସହେି ଲୋକମନେ କୁହନ୍ତି, ସେସ୍ଥାନ ରେ ଛିଡ଼ା ହୁଅ, ଆମ୍ଭମାନଙ୍କ ନିକଟକୁ ଆସ ନାହିଁ, କାରଣ ଆମ୍ଭମାନେେ ତୁମ୍ଭ ଅପେକ୍ଷା ପବିତ୍ର।' କିନ୍ତୁ ସହେି ଲୋକମାନେ ଆମ୍ଭ ନାସିକାର ଧୂମସ୍ବରୂପ ଓ ଦିନସାରା ପ୍ରଜ୍ଜ୍ବଳିତ ଅଗ୍ନି ସ୍ବରୂପ।'
ଫାରୂଶୀମାନେ ଏହା ଦେଖି ଯୀଶୁଙ୍କ ଅନୁଗାମୀମାନଙ୍କୁ ପଚାରିଲେ, ତୁମ୍ଭର ଗୁରୁ କର ଆଦାୟକାରୀ ଓ ପାପୀମାନଙ୍କ ସହିତ କାହିଁକି ଖାଉଛନ୍ତି?
ଯଦି ସେ ଲୋକ ସମାନଙ୍କେ କଥା ମଧ୍ଯ ଶୁଣିବାକୁ ମନା କରିଦିଏ, ତବେେ ମଣ୍ଡଳୀଙ୍କୁ କୁହ। ଯଦି ସେ ଲୋକ ମଣ୍ଡଳୀ କଥା ନଶୁଣେ, ତବେେ ପରମେଶ୍ବରଙ୍କୁ ବିଶ୍ବାସ କରୁ ନଥିବା ଲୋକ କିମ୍ବା ଜଣେ କର ଆଦାୟକାରୀକୁ ଯଭେଳି ବ୍ଯବହାର କରାଯାଏ, ତାହାକୁ ସହେିଭଳି ବ୍ଯବହାର କର।
ଏ' ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ନିନ୍ଦା କରୁଅଛି। ପରମେଶ୍ବରଙ୍କ ବ୍ଯତୀତ ପାପ ଗୁଡିକୁ ଅନ୍ୟ କିଏ କ୍ଷମା କରି ପାରିବ?
ଏହା ଦେଖି ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, ଏହି ବ୍ଯକ୍ତି (ଯୀଶୁ) ପାପୀ ଲୋକମାନଙ୍କୁ ସ୍ବାଗତ କରୁଛନ୍ତି ଓ ଏପରିକି ସମାନଙ୍କେ ସହିତ ଖାଉଛନ୍ତି।
ଫାରୂଶୀଜଣକ କରଆଦାୟକାରୀଙ୍କଠାରୁ ଦୂର ରେ ଅଲଗା ଠିଆ ହାଇେଥିଲେ। ଫାରୂଶୀ ଜଣକ ପ୍ରାର୍ଥନା କଲାବାଳେ କହିଲେ, ' ହେ ପରମେଶ୍ବର, ମୁଁ ଅନ୍ୟ ଲୋକଙ୍କ ଭଳି ଖରାପ ହାଇନେଥିବାରୁ ତୁମ୍ଭକୁ କୃତଜ୍ଞତା ଜଣାଉଛି। ମୁଁ ଚୋରି, ଠକାମି, ବ୍ଯଭିଚାର, ପାପ କରୁଥିବା ଲୋକମାନଙ୍କ ଭଳି ନୁହେଁ।ମୁଁ ଏହି କରଆଦାୟକାରୀ ଅପେକ୍ଷା ଭଲ ହାଇେଥିବାରୁ ତୁମ୍ଭ ପାଖ ରେ କୃତଜ୍ଞତା ଜଣାଉଛି।
ସମସ୍ତେ ଏକଥା ଦେଖିଲେ। ସମାନେେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।
ମନୁଷ୍ଯପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖାଜେିବାକୁ ଓ ସମାନଙ୍କେୁ ରକ୍ଷା କରିବାକୁ ଆସିଛନ୍ତି।
ତେଣୁ ଯିହୂଦୀମାନେ ଭୀଷଣ ପାଟିତୁଣ୍ଡ କଲେ। ଫାରୂଶୀ ଦଳର କେତଜେଣ ବ୍ଯବସ୍ଥା ଶିକ୍ଷକ ଠିଆ ହାଇେ ପାଉଲଙ୍କ ସପକ୍ଷ ରେ ୟୁକ୍ତି କଲେ। ସମାନେେ କହିଲେ, ଆମ୍ଭେ ଏ ଲୋକର କିଛି ଦୋଷ ଦେଖିବାକୁ ପାଉନାହୁଁ। ହୁଏତ କୌଣସି ଆତ୍ମା କି ସ୍ବର୍ଗଦୂତ ଏ ଲୋକ ସହିତ କଥାବାର୍ତ୍ତା ହାଇେଥିଲେ।
କିନ୍ତୁ ଜଣେ ଆଧ୍ଯାତ୍ମିକ ଲୋକ ପ୍ରେତ୍ୟକକ ବିଷୟର ଉଚିତ୍ ମୂଲ୍ଯାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ବାରା ବିଚାରିତ ହାଇେ ପାରିବ ନାହିଁ। ଶାସ୍ତ୍ର କୁ ହେ :
ଯୀଶୁଙ୍କ ବିଷୟ ରେ ଭାବି ଦେଖ। ଯେତବେେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧ ରେ କିଛି କରୁଥିଲେ, ସେ ଅତି ର୍ଧୈୟ୍ଯର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭମାନେେ ମଧ୍ଯ ସହେି ଭଳି ର୍ଧୈୟ୍ଯବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।