ମୁଁ ମଧ୍ଯ ଜଣେ ବଡ ଅଧିକାରୀଙ୍କ ଅଧୀନ ରେ କାମ କରୁଛି। ମାେ ଅଧୀନ ରେ କେତକେ ସୈନ୍ଯ ଅଛନ୍ତି। ମୁଁ ଜଣେ ସୈନିକକୁ ଯଦି କୁ ହେ, 'ଯାଅ', ତବେେ ସେ ଚାଲିଯାଏ। ଅନ୍ୟଜଣକୁ ମୁଁ ଯଦି କୁ ହେ, 'ଆସ', ତବେେ ସେ ଆ ସେ। ମାରେ ଦାସକୁ ମୁଁ ଯଦି କୁ ହେ, 'ଏହା କର' ତବେେ ସେ ତାହା କରେ। ତୁମ୍ଭର ମଧ୍ଯ ଏଭଳି ଶକ୍ତି ଅଛି ବୋଲି ମୁଁ ଜାଣେ।
Cross references
ଆୟୁବ, ତୁମ୍ଭେ ମେଘକୁ ନିର୍ଦ୍ଦେଶ ଦଇପୋରିବ, ସମାନେେ ବର୍ଷା ରେ ତୁମ୍ଭକୁ ଘାଡ଼ୋଇ ପାରିବେ ?
ପରମେଶ୍ବର ଆଜ୍ଞା କଲେ ଏବଂ ପ୍ରବଳ ବାଯୁ ଉଠି ଆସିଲା। ଢ଼େଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
ତୁମ୍ଭର ବ୍ଯବସ୍ଥା ଯୋଗୁଁ ସ୍ବର୍ଗ ଓ ପୃଥିବୀ ଆଜି ପର୍ୟ୍ଯନ୍ତ ଚାଲୁ ରହିଛି। କାରଣ ସବୁକିଛି ତୁମ୍ଭର ଦାସମାନେ।
ପରମେଶ୍ବରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ଫ, ଏବଂ ପ୍ରଚଣ୍ଡ ବାଯୁ ତାଙ୍କର ବାର୍ତ୍ତା ପାଳନ କରନ୍ତି।
ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ କେତେ କାଳପ ରେ ୟୁଦ୍ଧରୁ କ୍ଷାନ୍ତ ହବେ ? ତୁମ୍ଭେ ଆପଣା କୋଷ ରେ ପ୍ରବେଶ କର, ଶାନ୍ତ ଓ ସ୍ଥିର ହୁଅ।
ପରମେଶ୍ବର କହିଲେ, ଯଦି ମୁଁ ସହେି ଦେଶ ବିରୁଦ୍ଧ ରେ ଖଡ୍ଗ ଉଠାଏ ଓ ଏହାକୁ ଆଜ୍ଞା କରେ, ଦେଶ ମଧିଅରେ ୟିବା ପାଇଁ ଓ ମନୁଷ୍ଯ ଏବଂ ପଶୁକୁ ହତ୍ଯା କରିବା ପାଇଁ,
ଯୀଶୁ ଉଠି ପଡିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, ଶାନ୍ତ ହୁଅ, ସ୍ଥିର ହୁଅ। ତା'ପରେ ଝଡ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା।
ଯୀଶୁ ତାହାକୁ ଧମକ ଦଇେ କହିଲେ, ଚୁପ୍ କର ଏହି ଲୋକର ଦହରେୁ ବାହାରିଯା। ଏହାପରେ ଦୁଷ୍ଟାତ୍ମା ସହେି ଲୋକଟିକୁ ସମସ୍ତଙ୍କ ସାମନା ରେ ତଳେ ପକାଇ ଦଲୋ ଓ ତାହାର କୌଣସି କ୍ଷତି ନକରି ତା' ଦହରେୁ ବାହାରିଗଲା।
ଯୀଶୁ ତାହାଙ୍କର ପାଖ ରେ ଠିଆ ହାଇେ ଜ୍ବରକୁ ଧମକ ଦେଲେ। ତାହାଙ୍କର ଜ୍ବର ଛାଡିଗଲା। ତା'ପରେ ସେ ଉଠି ସମାନଙ୍କେର ସବୋ ରେ ଲାଗିପଡିଲେ।
ମୁଁ ଆପଣଙ୍କର ଅଧିକାର ବିଷୟ ରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧିନ ରେ କାମ କରୁଛି ଏବଂ ମାେ ଅଧିନ ରେ ମଧ୍ଯ କେତକେ ସୈନ୍ଯ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ଯକୁ କ ହେ, 'ଯାଅ' ତବେେ ସେ ଚାଲିଯାଏ। ମୁଁ ଯଦି ଆଉ ଜଣକୁ କ ହେ ଆସ ତବେେ ସେ ଗ୍ଭଲିଆ ସେ। ମୁଁ ଯଦି ମାେ ଚାକରକୁ କୁ ହେ, 'ଏହା କର', ତବେେ ସେ ତାହା କରେ।
ହେ ଦାସମାନେ ! ପୃଥିବୀ ରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟ ରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର।
ସବେକଗଣ ! ଏହି ପୃଥିବୀ ରେ ପ୍ରେତ୍ୟକକ କଥା ରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତବେେଳେ ମାଲିକ ଦେଖୁ ନାହାଁନ୍ତି, ସେତବେେଳେ ମଧ୍ଯ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ବାରା ତୁମ୍ଭମାନେେ ପ୍ରକୃତ ରେ ମନୁଷ୍ଯକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭମାନେେ ନିଷ୍ଠାପର ସହିତ ଆଜ୍ଞା ପାଳନ କର।
ମୂର୍ଖତାପୂର୍ଣ୍ଣ ତର୍କବିତର୍କ, ବଂଶାବଳୀ ବିଷୟ ରେ ୟୁକ୍ତି, ଝଗଡ଼ା, ମାଶାଙ୍କେ ବ୍ଯବସ୍ଥା ଶିକ୍ଷାଗୁଡ଼ିକ ବିଷୟକ ସଂଘର୍ଷ ଠାରୁ ଦୂର ରେ ରୁହ। ସଗେୁଡ଼ିକ ମୂଲ୍ଯହୀନ ଓ ଲୋକମାନଙ୍କୁ ସାହାୟ୍ଯ କରେ ନାହିଁ।