Home Bibles ଲୂକଲିଖିତ ସୁସମାଚାର 7:8 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:8 · ଓଡ଼ିଆ ବାଇବେଲ

ମୁଁ ଆପଣଙ୍କର ଅଧିକାର ବିଷୟ ରେ ବୁଝି ପାରୁଛି। ମୁଁ ନିଜେ ଜଣେ ଅଧିକାରୀଙ୍କ ଅଧିନ ରେ କାମ କରୁଛି ଏବଂ ମାେ ଅଧିନ ରେ ମଧ୍ଯ କେତକେ ସୈନ୍ଯ ରହିଛନ୍ତି। ମୁଁ ଯଦି ଜଣେ ସୈନ୍ଯକୁ କ ହେ, 'ଯାଅ' ତବେେ ସେ ଚାଲିଯାଏ। ମୁଁ ଯଦି ଆଉ ଜଣକୁ କ ହେ ଆସ ତବେେ ସେ ଗ୍ଭଲିଆ ସେ। ମୁଁ ଯଦି ମାେ ଚାକରକୁ କୁ ହେ, 'ଏହା କର', ତବେେ ସେ ତାହା କରେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 10:7

ଏହା କହି ସ୍ବର୍ଗଦୂତ ଚ଼ାଲିଗଲେ। ଏହାପରେ କର୍ଣ୍ଣୀଲିୟ ନିଜର ବ୍ଯକ୍ତିଗତ ସହକାରୀ ମଧ୍ଯରୁ ତାହାଙ୍କର ଦୁଇଜଣ ସବେକ ଓ ଜଣେ ନିଷ୍ଠାପର ସୈନିକକୁ ଡାକିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:25

ସମାନେେ ପାଉଲଙ୍କୁ କୋରଡ଼ା ମାରିବା ପାଇଁ ବାନ୍ଧୁଥିବା ସମୟରେ ପାଉଲ ସଠାେରେ ଠିଆ ହାଇେଥିବା ଜଣେ ସନୋ ଅଧିକାରୀଙ୍କୁ କହିଲେ, ଜଣେ ରୋମୀୟ ନାଗରିକ, ଯେ କି ଦୋଷୀ ବୋଲି ପ୍ରମାଣିତ ହାଇେ ନାହିଁ, ତାହାକୁ କୋରଡ଼ା ମାରିବା କ'ଣ ଆଇନ ସଙ୍ଗତ ଅଟେ?

ରେରିତମାନଙ୍କ କାର୍ଯ୍ୟର ବିବରଣ 23:17

ତା'ପରେ ପାଉଲ ଜଣେ ସନୋ ଅଧିକାରୀଙ୍କୁ ଡ଼ାକି କହିଲେ, ଏହି ୟୁବକକୁ ସନୋଧ୍ଯକ୍ଷଙ୍କ ନିକଟକୁ ନଇଯାେଅ। ତା'ର ତାହାଙ୍କୁ କିଛି କହିବାର ଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:23

ସନୋଧ୍ଯକ୍ଷ ଦୁଇ ଜଣ ସନୋପତିଙ୍କୁ ଡ଼ାକି କହିଲେ, ଆଜି ରାତି ନ'ଟା ବେଳେ କାଇସରୀଆକୁ ୟିବା ପାଇଁ 200 ପଦାତିକ ସୈନ୍ଯ, 70 ଜଣ ଅଶ୍ବାରୋହୀ, 200 ବର୍ଚ୍ଛାଧାରୀଙ୍କୁ ପ୍ରସ୍ତୁତ କର।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:26

ମହାମହିମ ରାଜ୍ଯପାଳ ଫଲେୀକ୍ସଙ୍କୁ କ୍ଲାଉଦିଅ ଲୂସିଯାଙ୍କର ନମସ୍କାର।

ରେରିତମାନଙ୍କ କାର୍ଯ୍ୟର ବିବରଣ 23:31

ତେଣୁ ତାହାଙ୍କ ଆଦେଶ ଅନୁସାରେ, ସୈନିକମାନେ ପାଉଲଙ୍କୁ ଧରି ନେଲେ ଏବଂ ରାତ୍ରୀ ରେ ଆନ୍ତିପାତ୍ରି ନଗରକୁ ଆଣିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:23

ଫଲେିକ୍ସ୍ ଶତ ସନୋପତିଙ୍କ ଜିମା ରେ ପାଉଲଙ୍କୁ ରଖିବା ପାଇଁ ଆଦେଶ ଦେଲେ। ସେ ତାହାଙ୍କୁ ନଜରବନ୍ଦୀ ରେ ରଖି କିଛି ସ୍ବାଧୀନତା ଦବୋ ପାଇଁ ମଧ୍ଯ ଆଜ୍ଞା ଦେଲେ। ପାଉଲଙ୍କ ବନ୍ଧୁମାନେ ଯଦି ତାହାଙ୍କ ନିକଟକୁ କୌଣସି ଆବଶ୍ଯକୀୟ ଜିନିଷ ନଇେ ଆସନ୍ତି, ତବେେ ସମାନଙ୍କେୁ ବାଧା ନଦବୋ ନିମନ୍ତେ ମଧ୍ଯ ସେ ସହେି ଶତ ସନୋପତିଙ୍କୁ ଆଦେଶ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:26

କିନ୍ତୁ ମୁଁ ପ୍ରକୃତ ରେ ଜାଣି ପାରୁନାହିଁ, ସମ୍ରାଟଙ୍କୁ ତା' ବିଷୟ ରେ କଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶଷେ କରି ଆପଣଙ୍କ ପାଖକୁ ଆଣିଛି। ମାରେ ଆଶା, ଆପଣ ତାକୁ ପ୍ରଶ୍ନ ପଚ଼ାରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମାେତେ କିଛି କହିବେ।

କଲସୀୟଙ୍କ ପ୍ରତି ପତ୍ର 3:22

ସବେକଗଣ ! ଏହି ପୃଥିବୀ ରେ ପ୍ରେତ୍ୟକକ କଥା ରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତବେେଳେ ମାଲିକ ଦେଖୁ ନାହାଁନ୍ତି, ସେତବେେଳେ ମଧ୍ଯ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ବାରା ତୁମ୍ଭମାନେେ ପ୍ରକୃତ ରେ ମନୁଷ୍ଯକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭମାନେେ ନିଷ୍ଠାପର ସହିତ ଆଜ୍ଞା ପାଳନ କର।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:1

କ୍ରୀତଦାସମାନେ ନିଜ ମାଲିକକୁ ପୂର୍ଣ୍ଣ ସମ୍ମାନ ଦବୋ ଉଚିତ। ସମାନେେ ସପରେି କଲେ ପରମେଶ୍ବରଙ୍କ ନାମ ଏବଂ ଖ୍ରୀଷ୍ଟିଯାନ ଉପଦେଶଗୁଡ଼ିକ ସମାଲୋଚିତ ହବେ ନାହିଁ।

Interlinear

Choose Theme