ଆୟୁବ ପୁସ୍ତକ 38:34 · ଓଡ଼ିଆ ବାଇବେଲ
ଆୟୁବ, ତୁମ୍ଭେ ମେଘକୁ ନିର୍ଦ୍ଦେଶ ଦଇପୋରିବ, ସମାନେେ ବର୍ଷା ରେ ତୁମ୍ଭକୁ ଘାଡ଼ୋଇ ପାରିବେ ?
Cross references
ପ୍ରଥମ ଶାମୁୟେଲ 12:18
ତେଣୁ ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କୁ ଡାକିଲେ, ସହେି ସମୟରେ ସଦାପ୍ରଭୁ ମେଘଗର୍ଜନ ଓ ବୃଷ୍ଟି ପଠାଇଲେ। ତେଣୁ ସବକ୍ସ୍ଟଲୋକ ସଦାପ୍ରଭୁ ଓ ଶାମୁୟେଲଙ୍କୁ ଭୟ କଲେ।
ଆୟୁବ ପୁସ୍ତକ 22:11
ଏହି କାରଣ ପାଇଁ ଏତେ ଅନ୍ଧକାର ଘୋଟିଛି ଯେ, ତୁମ୍ଭେ କିଛି ଦେଖି ପାରୁନାହଁ, କାହିଁକି ? ତୁମ୍ଭେ ପ୍ରବଳ ବନ୍ଯାଜଳ ରେ ଢ଼ାଙ୍କି ହାଇେଛ।
ଆୟୁବ ପୁସ୍ତକ 36:27
ପରମେଶ୍ବର ଭୂମରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷା ରେ ପରିଣତ କରନ୍ତି।
ଆମୋଷ 5:8
ସେ ମଧ୍ଯ ଦିନକୁ ରାତ୍ରି ରେ ପରିଣତ କଲେ। ସେ ସାଗର ଜଳକୁ ଆହ୍ବାନ କରନ୍ତି ଓ ପୃଥିବୀ ଉପ ରେ ଢାଳନ୍ତି।
ଯିଖରିୟ 10:1
ବସନ୍ତ ଋତୁ ରେ ବର୍ଷା ହବୋପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କବଳେ ବିଦ୍ଯୁତ୍ ପ୍ ରରଣେ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରେତ୍ୟକକଙ୍କୁ କ୍ଷତରେ ଘାସ ପ୍ରଦାନ କରନ୍ତି।
ଯାକୁବଙ୍କ ପତ୍ 5:18
ତା'ପରେ ଏଲୀୟ ବର୍ଷା ହବୋ ପାଇଁ ପ୍ରାର୍ଥନା କଲେ। ଆକାଶରୁ ବର୍ଷା ହେଲା ଓ ପୃଥିବୀ ରେ ପୁନଃ ଶସ୍ଯ ଉତ୍ପନ୍ନ ହେଲା।