ମାଥିଉଲିଖିତ ସୁସମାଚାର 7:20 · ଓଡ଼ିଆ ବାଇବେଲ
ତେଣୁ ମୁଁ ପୁଣିଥରେ କହୁଛି ଯେ ଏହି ଭଣ୍ତ ଲୋକମାନଙ୍କୁ ତୁମ୍ଭେ ତାହାଙ୍କ କାର୍ୟ୍ଯରୁ ଚିହ୍ନି ପାରିବ।
Cross references
ମାଥିଉଲିଖିତ ସୁସମାଚାର 7:16
ତୁମ୍ଭେ ତାହାଙ୍କୁ ସମାନଙ୍କେର କାର୍ୟ୍ଯରୁ ଚିହ୍ନିବ। କଣ୍ଟା ବୁଦାରୁ ଯେପରି ଦ୍ରାକ୍ଷାରସ ମିଳେ ନାହିଁ କି ବଣୁଆ କଣ୍ଟାଗଛରୁ ଡମ୍ବିରି ଫଳ ଫଳେ ନାହିଁ, ସହେିପରି ଖରାପ ଲୋକଙ୍କ ଭିତରୁ ଭଲ ବିଷୟ ବାହାରି ନଥାଏ।
ରେରିତମାନଙ୍କ କାର୍ଯ୍ୟର ବିବରଣ 5:38
ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଲୋକମାନଙ୍କଠାରୁ ଦୂର ରେ ରୁହ। ସମାନଙ୍କେୁ ଏକୁଟିଆ ଛାଡ଼ିଦିଅ। ଯଦି ସମାନଙ୍କେର ମନ୍ତ୍ରଣା ବା ଏହି କାମ ମନୁଷ୍ଯମାନଙ୍କ ପକ୍ଷରୁ ହାଇେଥାଏ, ତବେେ ତାହା ବିଫଳ ହବେ।