Home Bibles ମାଥିଉଲିଖିତ ସୁସମାଚାର 6:27 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 6:27 · ଓଡ଼ିଆ ବାଇବେଲ

ତୁମ୍ଭ ଭିତ ରେ ଏପରି କହେି ନାହିଁ, ଯକେି ଚିନ୍ତାଗ୍ରସ୍ତ ହାଇେ ନିଜ ଜୀବନ କାଳ ସହିତ ଘଡିଏ ହେଲେ ସମୟ ଯୋଗ କରି ପାରିବ।

Cross references

ଗୀତସଂହିତା 39:5

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଗୋଟିଏ କ୍ଷଣସ୍ଥାଯୀ ଜୀବନ ଦଇେଛ। ମାରେ କ୍ଷଣସ୍ଥାଯୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ। ପ୍ରେତ୍ୟକକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ୟାହାକି ଖୁବ୍ ଶୀଘ୍ର ଭାସିୟାଏ, କହେି ଚିରଦିନ ବଞ୍ଚିରହେ ନାହିଁ।

ଉପଦେଶକ 3:14

ମୁଁ ଜାଣେ ଯେ, ପରମେଶ୍ବର ଯାହା କିଛି କରନ୍ତି, ତାହା ଅନନ୍ତକାଳସ୍ଥାଯୀ, ତାହା ବୃଦ୍ଧି ବା ହ୍ରାସ କରାୟାଇ ନ ପା ରେ। ପରମେଶ୍ବର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦବେେ।

ମାଥିଉଲିଖିତ ସୁସମାଚାର 5:36

ନିଜ ମୁଣ୍ଡ ଛୁଇଁ ପ୍ରତିଜ୍ଞା ନିଅ ନାହିଁ, କାରଣ ତା'ର ଗୋଟିଏ ବାଳକୁ ବି ତୁମ୍ଭେ କଳା ବା ଧଳା କରି ପାରିବନାହିଁ।

ଲୂକଲିଖିତ ସୁସମାଚାର 12:25

ତୁମ୍ଭମାନଙ୍କ ଭିତ ରେ କ'ଣ ଏପରି କିଏ ଅଛି, ଯେ କି ଏଗୁଡିକ ପାଇଁ ବ୍ଯସ୍ତ ହବୋ ଦ୍ବାରା ନିଜ ପରମାଯୁ ରେ ଆଉ ଘଡିଏ ସମୟ ୟୋଡି ପାରିବ?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:18

ଯଦି ସମ୍ପର୍ଣ୍ଣ ଶରୀରର ଅଙ୍ଗ କବଳେ ସହେି ଗୋଟିଏ ଅଙ୍ଗ ମାତ୍ର ହାଇେଥାନ୍ତା ତା' ହେଲେ ଶରୀର ନ ଥାନ୍ତା।

Interlinear

Choose Theme