Cross references
ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧିଅରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନବେେ। କାରଣ ସେ ମୃତ୍ଯୁ ମୁଖ ରେ ତାଙ୍କର ଜୀବନ ଦଇେ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ।
କିନ୍ତୁ ମୁଁ ତା' କଲେ ଧର୍ମଶାସ୍ତ୍ର କିପରି ସମ୍ପୂର୍ଣ୍ଣ ହବେ? ସବୁକଥା ଏହିଭଳି ଭାବରେ ଘଟିବ ବୋଲି ଶାସ୍ତ୍ର ରେ ଲଖାେ ଅଛି।
ଯୀଶୁଙ୍କ ସହିତ ଆଉ ଦୁଇଜଣ ଡକାୟତଙ୍କୁ ମଧ୍ଯ ସମାନେେ କୃଶ ବିଦ୍ଧ କଲେ।
ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣଙ୍କୁ ବାମ ପଟେ କୃଶ ବିଦ୍ଧ କରାଗଲା।
ତା'ପରେ ଯୀଶୁ ଅଲଗା ଭାବରେ ବାରଜଣ ଶିଷ୍ଯଙ୍କୁ କହିଲେ, ଶୁଣ, ଆମ୍ଭମାନେେ ୟିରୂଶାଲମକୁ ଯାଉଛୁ। ପରମେଶ୍ବର ଭବିଷ୍ଯଦ୍ବକ୍ତାମାନଙ୍କୁ ମନୁଷ୍ଯପୁତ୍ରଙ୍କ ବିଷୟ ରେ ଯାହା ସବୁ ଲେଖି ବାକୁ କହିଥିଲେ, ସେ ସବୁ ଘଟିବ।
ପରମେଶ୍ବର ଯେପରି ନିରୂପଣ କରିଛନ୍ତି, ମନୁଷ୍ଯପୁତ୍ର ସହେି ଅନୁସାରେ ମୃତ୍ଯୁ ଭୋଗ କରିବେ। କିନ୍ତୁ ମନୁଷ୍ଯ ପୁତ୍ରଙ୍କୁ ଯେଉଁ ଲୋକ ହତ ହବୋପାଇଁ ଶତୃ ହାତ ରେ ଦଇଦେବ, ତା' ପକ୍ଷ ରେ ଏହା ବହୁତ ଖରାପ ହବେ।
ଯୀଶୁଙ୍କ ସହିତ ମୃତ୍ଯୁ ଦଣ୍ଡ ଦିଆୟିବା ପାଇଁ ଆଉ ଦୁଇଜଣ ଅପରାଧୀଙ୍କୁ ମଧ୍ଯ ନିଆ ଯାଉଥିଲା।
ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନଙ୍କ ପାଖ ରେ ମୁଁ ଥିବା ବଳରେ କଥା ମନେ ପକାଅ। ମୁଁ କହିଥିଲି ଯେ ମାଶାଙ୍କେ ନିୟମ ରେ, ଭବିଷ୍ଯଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତା ରେ ମାେ ବିଷୟ ରେ ଯାହା ସବୁ ଲଖାେ ଯାଇଛି, ସଗେୁଡିକ ନିଶ୍ଚୟ ଘଟିବ।
ଏହି ଧର୍ମଶାସ୍ତ୍ର କୁ ହେ ଯେ ଯେଉଁମାନେ ପରମେଶ୍ବରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସମାନେେ ଇଶ୍ବରଗଣ। ଆଉ ଶାସ୍ତ୍ରର ବାକ୍ଯ ସର୍ବଦା ସତ୍ଯ।
ମ୍ଭେ ମାେତେ ଯେଉଁ କାମ ଦଇେଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାର ରେ ଗୌରବାନ୍ବିତ କରିଛି।
ଏବେ ସମସ୍ତ କିଛି ଶଷେ ହାଇଯୋଇଛି, ଯୀଶୁ ଏହା ଜାଣିଲେ। ଧର୍ମଶାସ୍ତ୍ରବାଣୀ ସତ୍ଯ ହବୋ ପାଇଁ ସେ କହିଲେ, ମାେତେ ଶୋଷ କରୁଛି।
ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।
ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।