Home Bibles ଯୋହନଲିଖିତ ସୁସମାଚାର 8:53 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 8:53 · ଓଡ଼ିଆ ବାଇବେଲ

ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରାହାମଙ୍କଠାରୁ ମହାନ୍? ଅବ୍ରାହାମ ତ' ମରିଗଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?

Cross references

ଯିଶାଇୟ 9:6

ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

ମାଥିଉଲିଖିତ ସୁସମାଚାର 12:6

କିନ୍ତୁ ମୁଁ ତୁମ୍ଭକୁ କହୁଛି, ଏଠା ରେ ଏଭଳି କିଛି ବିଷୟ ଅଛି, ଯାହା ମନ୍ଦିରଠାରୁ ମହାନ୍।

ମାଥିଉଲିଖିତ ସୁସମାଚାର 12:41

ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।

ଯୋହନଲିଖିତ ସୁସମାଚାର 4:12

ଆପଣ କ'ଣ ଆମ ପୂର୍ବପୁରୁଷ ଯାକୁବଙ୍କ ଠାରୁ ଶ୍ ରେଷ୍ଠ? ଯାକୁବ ହିଁ ଆମ୍ଭକୁ ଏହି କୂଅ ଦଇେଥିଲେ। ସେ ନିଜେ ଏହି କୂଅରୁ ଜଳ ପିଉଥିଲେ। ତାହାଙ୍କର ପୁତ୍ରମାନେ ଓ ସବୁ ପଶୁମାନେ ମଧ୍ଯ ଏହି କୂଅରୁ ଜଳ ପିଉଥିଲେ।

ଯୋହନଲିଖିତ ସୁସମାଚାର 5:18

ଏଥିପାଇଁ ଯିହୂଦୀ ନେତାମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଆହୁରି ଅଧିକ ଚେଷ୍ଟା କଲେ। ଯିହୂଦୀମାନେ କହିଲେ, ପ୍ରଥମେ ଯୀଶୁ ବିଶ୍ରାମବାରର ନିୟମ ଭାଙ୍ଗିଲେ। ତା'ପରେ ସେ ପରମେଶ୍ବରଙ୍କୁ ନିଜର ପିତା ବୋଲି କହିଲେ। ସେ ନିଜକୁ ପରମେଶ୍ବରଙ୍କ ସହିତ ସମାନ କଲେ।

ଯୋହନଲିଖିତ ସୁସମାଚାର 8:58

ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଅବ୍ରାହାମଙ୍କ ଜନ୍ମ ପୂର୍ବରୁ, ମୁଁ ନିଜେ ଅଛି।

ଯୋହନଲିଖିତ ସୁସମାଚାର 10:29

ମାେ ପରମପିତା ମାେତେ ମାରେ ମଷେମାନଙ୍କୁ ଦଇେଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମାେ' ପରମପିତାଙ୍କ ହାତରୁ କୌଣସି ଲୋକ ମାେ ମଷେ ଚୋରି କରିପାରିବ ନାହିଁ।

ଯୋହନଲିଖିତ ସୁସମାଚାର 10:33

ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ କରିଥିବାରୁ ମାରୁନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ବରଙ୍କ ବିରୁଦ୍ଧ ରେ କହୁଛ। ତୁମ୍ଭେ ଜଣେ ମନୁଷ୍ଯ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ବର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥର ରେ ମାରି ଦବୋପାଇଁ ଚାହୁଁଛୁ।

ଯୋହନଲିଖିତ ସୁସମାଚାର 12:34

ଲୋକମାନେ କହିଲେ, ଆମ୍ଭ ବ୍ଯବସ୍ଥା କୁ ହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତବେେ ତୁମ୍ଭେ କାହିଁକି କହୁଛ ଯେ 'ମନୁଷ୍ଯ ପୁତ୍ର ନିଶ୍ଚୟ ଉର୍ଦ୍ଧ୍ବକୁ ଯିବେ?' ଏହି ମନୁଷ୍ଯପୁତ୍ର କିଏ?

ଯୋହନଲିଖିତ ସୁସମାଚାର 19:7

ୟିଦୂଦୀମାନେ ଉତ୍ତର ଦେଲେ, ଆମ୍ଭର ବ୍ଯବସ୍ଥା ଅନୁସାରେ ସେ ମୃତ୍ଯୁଦଣ୍ଡ ପାଇବା ଉଚିତ କାରଣ ସେ ନିଜକୁ ପରମେଶ୍ବରଙ୍କର ପୁତ୍ର ବୋଲି କହିଅଛି।

ରୋମୀୟଙ୍କ ପ୍ରତି ପତ୍ର 9:5

ସମାନେେ ଆମ ପୂର୍ବପୁରୁଷ ମାନଙ୍କର ବଂଶଧର ଅଟନ୍ତି। ସମାନେେ ସଂସାର ରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟ ରେ ଖ୍ରୀଷ୍ଟ ପରମେଶ୍ବର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।

ଏବ୍ରୀ 3:2

ପରମେଶ୍ବର ଯୀଶୁଙ୍କୁ ମହାୟାଜକ ସ୍ବରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମାଶାଙ୍କେ ପରି ଯୀଶୁ ମଧ୍ଯ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ। ଈଶ୍ବରଙ୍କ ଗୃହ ରେ ଈଶ୍ବର ଇଚ୍ଛା କରୁଥିବା ସମସ୍ତ କାର୍ୟ୍ଯ ସେ କଲେ।

ଏବ୍ରୀ 7:1

ମଲ୍କୀଷଦକେ ଶାଲମରେ ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ବରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫରେିଲା ବେଳେ ମଲ୍କୀଷଦକେ ଅବ୍ରହାମଙ୍କୁ ଦଖାେକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।

Interlinear

Choose Theme