ପରମେଶ୍ବର କିପରି ପ୍ରଥମ ଥର ଅନ୍ୟ ଜାତୀୟ ଲୋକମାନଙ୍କ ପାଇଁ ନିଜର ପ୍ ରମେ ଦଖାଇେଲେ ଓ ସମାନଙ୍କେୁ ଗ୍ରହଣ କରି ତାହାଙ୍କର ଲୋକରେ ପରିଣତ କଲେ, ତାହା ଶିମାନେ ବର୍ଣ୍ଣନା କରିଅଛନ୍ତି।
Cross references
ସହେି ଲୋକମାନଙ୍କୁ ଆମ୍ଭର ପ୍ରଶଂସାଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।
ସହେିପରି ଆମ୍ଭ ମୁଖ ନିଃସୃତ ବାକ୍ଯ ନିଷ୍ଫଳ ହାଇେ ଆମ୍ଭ ନିକଟକୁ ଫରେି ଆସିବ ନାହିଁ ; ମାତ୍ର ଆମ୍ଭ ଇଚ୍ଛାନୁସା ରେ ଆମ୍ଭ ବାକ୍ଯ ସିଦ୍ଧ ହବେ ଏବଂ ଯେଉଁ କାର୍ୟ୍ଯ ପାଇଁ ଆମ୍ଭେ ପ୍ ରରଣେ କରିଛୁ, ତାହା ସଫଳ ହବେ।
ଇଶ୍ରାୟେଲର ପ୍ରଭୁ ପରମେଶ୍ବରଙ୍କର ସ୍ତୁତି ଗାନ କର। ସେ ନିଜ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଆସିଛନ୍ତି ଏବଂ ସମାନଙ୍କେୁ ସ୍ବାଧୀନତା ଦଇେଛନ୍ତି।
ଆମ୍ଭମାନଙ୍କ ପରମେଶ୍ବରଙ୍କ ସ୍ନହମୟେ ଅନୁଗ୍ରହ ହତେୁ ସ୍ବର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
ତୁମ୍ଭେ ତାହାଙ୍କୁ ସମସ୍ତ ଲୋକଙ୍କ ଆଗ ରେ ପ୍ରସ୍ତୁତ କରିଛ।
ବହୁତ ବାଦବିବାଦ ପରେ ପିତର ଠିଆ ହେଲେ ଓ ସମାନଙ୍କେୁ କହିଲେ, ଭାଇମାନେ, ତୁମ୍ଭମାନେେ ଜାଣ ଯେ, ଅନ୍ୟଜାତୀୟମାନେ ଯେପରି ସୁସମାଚ଼ାର ବାର୍ତ୍ତା ଶୁଣିପାରନ୍ତି ଓ ତାହା ଶୁଣି ବିଶ୍ବାସ କରିପାରନ୍ତି, ଏଥିନିମନ୍ତେ ପରମେଶ୍ବର ବହୁତପୂର୍ବରୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ ବାଛିଥିଲେ।
ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ପରମେଶ୍ବର ମାେତେ ବାର୍ତ୍ତାବହ ହବୋର ବିଶଷେ କାର୍ୟ୍ଯ ଦଇେଛନ୍ତି। ପରମେଶ୍ବର, ଏହା ଦ୍ବାରା ସମସ୍ତ ଜାତିର ଲୋକଙ୍କ ମନ ରେ ତାହାଙ୍କ ପ୍ରତି ବିଶ୍ବାସ ଜନ୍ମାଇବା ଓ ତାହାଙ୍କୁ ମାନିବା ପାଇଁ ଏହି କାମ ମାେତେ ଦେଲେ। ମୁଁ ଏହି କାମ ଯୀଶୁଖ୍ରୀଷ୍ଟଙ୍କ ପାଇଁ କରୁଛି।
ପରମେଶ୍ବର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରେତ୍ୟକକ ବିଷୟ ତାହାଙ୍କ ମାଧ୍ଯମ ରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।
ଯୀଶୁଖ୍ରୀଷ୍ଟଙ୍କ ସବେକ ଓ ପ୍ ରରେିତ,ଶିମିଯୋନ ପିତର ତୁମ୍ଭମାନଙ୍କୁ, ଯେଉଁମାନଙ୍କର ବିଶ୍ବାସ ଅତି ବହୁମୂଲ୍ଯ, ଏହି ପତ୍ରଟି ଲେଖୁଅଛି।