Home Bibles ମାଥିଉଲିଖିତ ସୁସମାଚାର 27:47 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 27:47 · ଓଡ଼ିଆ ବାଇବେଲ

ସଠାେରେ ଠିଆହାଇେଥିବା କେତକେ ଲୋକ ଏକଥା ଶୁଣିଲେ ଓ କହିଲେ, ସେ ଏଲିୟଙ୍କୁ ଡ଼ାକୁଛି।

Cross references

ମଲାଖୀ 4:5

ସଦାପ୍ରଭୁ କହିଲେ, ଦେଖ, ଭବିଷ୍ଯଦ୍ବକ୍ତା ଏଲିଯଙ୍କୁ ଆମ୍ଭେ ତୁମ୍ଭ ନିକଟକୁ ପଠାଇବା। ସଦାପ୍ରଭୁଙ୍କଠାରୁ ମହାନ୍ ଓ ଭୟଙ୍କର ବିଗ୍ଭର ଦିନ ଆସିବା ପୂର୍ବରୁ ସେ ଆସିବେ।

ମାଥିଉଲିଖିତ ସୁସମାଚାର 11:14

ଯଦି ତୁମ୍ଭେ ସମାନଙ୍କେ ଭବିଷ୍ଯଦ୍ବାଣୀ ବିଶ୍ବାସ କରିବାକୁ ଇଚ୍ଛା କରୁଛ ତବେେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସମାନେେ ଭବିଷ୍ଯଦ୍ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ।

ମାର୍କଲିଖିତ ସୁସମାଚାର 15:35

ସଠାେରେ ଠିଆ ହାଇେଥିବା କେତକେ ଲୋକ ଏକଥା ଶୁଣିଲେ। ସମାନେେ କହିଲେ, ଶୁଣ, ସେ ଏଲିୟଙ୍କୁ ଡାକୁଛି।

Interlinear

Choose Theme