Home Bibles ମାର୍କଲିଖିତ ସୁସମାଚାର 15:35 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 15:35 · ଓଡ଼ିଆ ବାଇବେଲ

ସଠାେରେ ଠିଆ ହାଇେଥିବା କେତକେ ଲୋକ ଏକଥା ଶୁଣିଲେ। ସମାନେେ କହିଲେ, ଶୁଣ, ସେ ଏଲିୟଙ୍କୁ ଡାକୁଛି।

Cross references

ମାଥିଉଲିଖିତ ସୁସମାଚାର 17:11

ଯୀଶୁ ଉତ୍ତର ଦେଲେ, ସମାନେେ ଠିକ୍ କହିଛନ୍ତି ଯେ ଏଲିୟ ଆସୁଛନ୍ତି, ସେ ପ୍ରେତ୍ୟକକ ବସ୍ତୁକୁ ଠିକ୍ କ୍ରମ ରେ ରଖିବେ।

ମାଥିଉଲିଖିତ ସୁସମାଚାର 27:47

ସଠାେରେ ଠିଆହାଇେଥିବା କେତକେ ଲୋକ ଏକଥା ଶୁଣିଲେ ଓ କହିଲେ, ସେ ଏଲିୟଙ୍କୁ ଡ଼ାକୁଛି।

ମାର୍କଲିଖିତ ସୁସମାଚାର 9:11

ସମାନେେ ଯୀଶୁଙ୍କୁ ପଚାରିଲେ, ଧର୍ମଶାସ୍ତ୍ରୀମାନେ କାହିଁକି କହୁଛନ୍ତି ଯେ ଏଲିୟ ନିଶ୍ଚିତ ଭାବରେ ପ୍ରଥମେ ଆସିବେ?

Interlinear

Choose Theme