Home Bibles ମାଥିଉଲିଖିତ ସୁସମାଚାର 27:48 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 27:48 · ଓଡ଼ିଆ ବାଇବେଲ

ସହେିକ୍ଷଣି ସହେି ଲୋକମାନଙ୍କ ମଧ୍ଯରୁ ଜଣେ ଦୌଡ଼ିଯାଇ ସ୍ପଞ୍ଜଟିଏ ନଇେ ଆସିଲା। ତାକୁ ଅସ୍ଲରସ ରେ ବୁଡ଼ାଇ ଗୋଟିଏ ବାଡ଼ି ରେ ଟାଙ୍ଗି ଯୀଶୁଙ୍କୁ ବଢ଼ାଇ ଦଲୋ।

Cross references

ଗୀତସଂହିତା 69:21

ସମାନେେ ମାେତେ ଖାଦ୍ୟ ବଦଳରେ ତୁଷ ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଲରସ ଦେଲେ।

ମାଥିଉଲିଖିତ ସୁସମାଚାର 27:34

ସମାନେେ ଯୀଶୁଙ୍କୁ ପିତ୍ତ ମିଶା ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ଯୀଶୁ ତାହାକୁ ଚାଖିବା ପରେ ପିଇବା ପାଇଁ ମନା କଲେ।

ଲୂକଲିଖିତ ସୁସମାଚାର 23:36

ଏପରିକି ସୈନ୍ଯମାନେ ଯୀଶୁଙ୍କ ପ୍ରତି ଉପହାସ କଲେ ଓ ତାହାଙ୍କୁ ଥଟ୍ଟା କରିଲେ। ସମାନେେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଅମ୍ଲରସ ଯାଚିଲେ।

ଯୋହନଲିଖିତ ସୁସମାଚାର 19:29

ସଠାେରେ ଗୋଟିଏ ପାତ୍ର ରେ ଭର୍ତ୍ତି ଖଟାପିତା ସ୍ବାଦୟୁକ୍ତ ରସ ରଖାଯାଇଥିଲା। ସମାନେେ ଖଣ୍ଡେ ସ୍ପଞ୍ଜକୁ ରସ ରେ ବୁଡଇେ ଏଜୋପ ନଳ ରେ ଲଗାଇ ଯୀଶୁଙ୍କ ମୁଖ ପାଖକୁ ବଢାଇଲେ।

Interlinear

Choose Theme