Home Bibles ମାଥିଉଲିଖିତ ସୁସମାଚାର 26:16 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 26:16 · ଓଡ଼ିଆ ବାଇବେଲ

ସହେି ସମୟରୁ ୟିହୂଦା ଯାଜକମାନଙ୍କ ହାତ ରେ ଯୀଶୁଙ୍କୁ ଧରାଇ ଦବୋ ପାଇଁ ସୁଯୋଗର ଅପେକ୍ଷା ରେ ରହିଲା।

Cross references

ମାର୍କଲିଖିତ ସୁସମାଚାର 14:11

ପ୍ରଧାନ ଯାଜକମାନେ ଯୀହୁଦାର ଏ କଥା ରେ ବହୁତ ଖୁସି ହେଲେ। ଏହି କାମ କରି ଦେଲେ ସମାନେେ ଯିହୁଦାକୁ ଟଙ୍କା ଦବେେ ବୋଲି କଥା ଦେଲେ। ତେଣୁ ୟିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହାତ ରେ ଧ ରଇେ ଦବୋ ପାଇଁ ସୁ ଯୋଗର ଅପେକ୍ଷା ରେ ରହିଲା।

ଲୂକଲିଖିତ ସୁସମାଚାର 22:6

ୟିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତ ରେ ଧ ରଇେ ଦବୋପାଇଁ ଗୋଟିଏ ସୁଯୋଗର ଅପେକ୍ଷା ରେ ରହିଲା। ୟିହୂଦା ଚାହୁଁଥିଲା ଯେ, ଯେତବେେଳେ କୌଣସି ଲୋକ ଉପସ୍ଥିତ ନଥିବେ, ସେ ସତେିକି ବେଳେ ଏ କାମ କରିବ।

Interlinear

Choose Theme