Home Bibles ମାର୍କଲିଖିତ ସୁସମାଚାର 14:11 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 14:11 · ଓଡ଼ିଆ ବାଇବେଲ

ପ୍ରଧାନ ଯାଜକମାନେ ଯୀହୁଦାର ଏ କଥା ରେ ବହୁତ ଖୁସି ହେଲେ। ଏହି କାମ କରି ଦେଲେ ସମାନେେ ଯିହୁଦାକୁ ଟଙ୍କା ଦବେେ ବୋଲି କଥା ଦେଲେ। ତେଣୁ ୟିହୂଦା ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହାତ ରେ ଧ ରଇେ ଦବୋ ପାଇଁ ସୁ ଯୋଗର ଅପେକ୍ଷା ରେ ରହିଲା।

Cross references

ପ୍ରଥମ ରାଜାବଳୀ 21:20

ଏଲିଯ ଆହାବ୍ଙ୍କ ନିକଟକୁ ଗଲେ, ଆହାବ୍ ଏଲିଯଙ୍କୁ କହିଲେ, ତୁମ୍ଭେ ପୁଣି ମାେତେ ଦଖାେ ଦଲେ, ତୁମ୍ଭେ ସର୍ବଦା ମାରେ ବିରୁଦ୍ଧ ରେ ରହିଛ।

ଦିତୀୟ ରାଜାବଳୀ 5:26

ଏଥି ରେ ଇଲୀଶାୟ ତାକୁ କହିଲେ, ଏହା ସତ୍ଯ ନୁହେଁ କି? ସେ ଲୋକ ତୁମ୍ଭକୁ ଭଟେିବାକୁ ଯେତବେେଳେ ନିଜ ରଥରୁ ଫରେି ଆସିଲା, ସେତବେେଳେ ମାରେ ଅନ୍ତଃକରଣ ତୁମ୍ଭ ସାଥୀ ରେ ଥିଲା? ଅର୍ଥ, ବସ୍ତ୍ର, ତୈଳ, ଦ୍ରାକ୍ଷା, ମଷେ, ଗୋରୁ ଓ ଦାସ-ଦାସୀ ଗ୍ରହଣ କରିବାର ତାହା କ'ଣ ସମୟ ନୁହେଁ?

ହିତୋପଦେଶ 1:10

ହେ ମାରେ ପୁତ୍ର, ପାପୀମାନେ ପାପକର୍ମ କରିବାକୁ ଭଲ ପାଆନ୍ତି ଏବଂ ସହେିପରି ଲୋକମାନେ ତୁମ୍ଭକୁ କୁକାର୍ୟ୍ଯ କରାଇବାକୁ ପ୍ରବର୍ତ୍ତାଇବେ। ସମାନଙ୍କେୁ ତୁମ୍ଭର ସମ୍ମତି ଦିଅ ନାହିଁ।

ହିତୋପଦେଶ 28:21

ଜଣେ ବିଚାରକ ଜଣଙ୍କର ମୁହଁ ଦେଖି ବିଚାର କରିବା ଉଚିତ୍ ନୁହେଁ, କିଅବା ଲାଞ୍ଚ ନଇେ ବିଚାର କରିବା ଉଚିତ୍ ନୁହେଁ।

ହୋଶେୟ 7:3

ସମାନଙ୍କେର ମନ୍ଦ କାର୍ୟ୍ଯ ସମାନଙ୍କେର ରାଜାଙ୍କୁ ଖୁସୀ କରେ। ସମାନଙ୍କେର ମିଥ୍ଯା ସମାନଙ୍କେର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।

ମାଥିଉଲିଖିତ ସୁସମାଚାର 26:15

ସେ କହିଲା, ମୁଁ ତୁମ୍ଭମାନଙ୍କ ହାତ ରେ ଯୀଶୁଙ୍କୁ ଧ ରଇେ ଦବେି। ଏହା କରିବା ପାଇଁ ତୁମ୍ଭମାନେେ ମାେତେ କ'ଣ ଦବେ? ଯାଜକମାନେ ୟିହୂଦାଙ୍କୁ ତିରିଶଟି ରୂପା ଟଙ୍କା ଦେଲେ।

ଲୂକଲିଖିତ ସୁସମାଚାର 22:5

ଏଥି ରେ ଯାଜକମାନେ ଖୁସି ହାଇଗେଲେ। ଯୀଶୁଙ୍କୁ ସମାନଙ୍କେ ହାତ ରେ ଦଇେ ଦେଲେ ସମାନେେ ୟିହୂଦାକୁ ଅର୍ଥ ଦବୋପାଇଁ ପ୍ରତିଶ୍ରୁତି ଦେଲେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:10

ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ଛାଡ଼ି ଦଇେଛନ୍ତି। କିନ୍ତୁ ସପରେି କରିବା ଦ୍ବାରା ସମାନେେ ନିଜ ଉପରକୁ ଅନକେ ଦୁଃଖ ଟାଣି ଆଣିଛନ୍ତି।

ପିତରଙ୍କ ଦିତୀୟ ପତ୍ର 2:14

ପ୍ରେତ୍ୟକକ ଥର କୌଣସି ସ୍ତ୍ରୀଲୋକକୁ ଦେଖିଲେ, ସମାନେେ ବ୍ଯଭିଚାର କରିବା ପାଇଁ ଚାହାଁନ୍ତି। ଏହିଭଳି ଭାବରେ ସମାନେେ ସବୁବେଳେ ପାପ କରୁଥାନ୍ତି। ସମାନେେ ଦୁର୍ବଳ ଲୋକମାନଙ୍କୁ ପାପର ଫାନ୍ଦ ରେ ପକାଇ ଦିଅନ୍ତି। ସମାନଙ୍କେ ହୃଦୟଗୁଡ଼ିକ ସ୍ବାର୍ଥପରତା ରେ ପରିପୂର୍ଣ୍ଣ। ସମାନେେ ଅଭିଶପ୍ତ।

ଯିହୂଦାଙ୍କ ପତ୍ର 1:11

ଏହା ସମାନଙ୍କେ ପାଇଁ ଖରାପ ଅଟେ। ଏହି ଲୋକମାନେ କଯିନର ପଥ ଅନୁସରଣ କରିଛନ୍ତି। ସମାନେେ ଅର୍ଥ ଲୋଭ ସକାେଶ ବିଲିୟମ ପରି ଅନ୍ଯାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ବରଙ୍କ ବିରୁଦ୍ଧ ରେ ଆଚରଣ କରିଛନ୍ତି। କୋରହ ପରି ସମାନେେ ମଧ୍ଯ ଧ୍ବଂସ ହବେେ।

Interlinear

Choose Theme