ଲୂକଲିଖିତ ସୁସମାଚାର 22:6 · ଓଡ଼ିଆ ବାଇବେଲ
ୟିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତ ରେ ଧ ରଇେ ଦବୋପାଇଁ ଗୋଟିଏ ସୁଯୋଗର ଅପେକ୍ଷା ରେ ରହିଲା। ୟିହୂଦା ଚାହୁଁଥିଲା ଯେ, ଯେତବେେଳେ କୌଣସି ଲୋକ ଉପସ୍ଥିତ ନଥିବେ, ସେ ସତେିକି ବେଳେ ଏ କାମ କରିବ।
Cross references
ମାଥିଉଲିଖିତ ସୁସମାଚାର 26:5
କିନ୍ତୁ ବୌଠକରେ ସମାନେେ କଥାବର୍ତ୍ତା ହେଲେ, ଆମ୍ଭେ ନିସ୍ତାରପର୍ବ ସମୟରେ ଏସବୁ କରିବା ଉଚ଼ିତ ହବେନାହିଁ। କାରଣ ଲୋକମାନେ ଏଥି ରେ ରାଗିଯାଇ ପାରନ୍ତି ଓ ଦଙ୍ଗାହାଙ୍ଗାମା କରିପାରନ୍ତି।
ମାର୍କଲିଖିତ ସୁସମାଚାର 14:2
ସମାନେେ କହିଲେ, ଆମ୍ଭେ କିନ୍ତୁ ପର୍ବ ସମୟରେ ଯୀଶୁଙ୍କୁ ବନ୍ଦୀ କରି ପାରିବା ନାହିଁ। ତା' କଲେ ଲୋକମାନେ ରାଗିଯାଇ ଦଙ୍ଗା ହାଙ୍ଗାମା କରି ପାରନ୍ତି।