Home Bibles ମାଥିଉଲିଖିତ ସୁସମାଚାର 25:27 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 25:27 · ଓଡ଼ିଆ ବାଇବେଲ

ତେଣୁ ତୁମ୍ଭେ ମାେ ଟଙ୍କାକୁ ବ୍ଯାଙ୍କ ରେ ଜମା ରଖିଦବୋ ଉଚ଼ିତ ଥିଲା। ତା ହାଇେଥିଲେ ମୁଁ ଘରକୁ ଫରେିବା ପରେ ମାେ ଟଙ୍କା ଫରେି ପାଇଥାନ୍ତି। ତା ସହିତ ମାେ ଟଙ୍କାର ସୁଧ ମଧ୍ଯ ପାଇଥାନ୍ତି।'

Cross references

ଦିତୀୟ ବିବରଣ 23:19

ତୁମ୍ଭେ ଯେତବେେଳେ ଅନ୍ୟ ଇଶ୍ରାୟେଲକକ୍ସ୍ଟ ଋଣ ଦିଅ, ତା'ର ସକ୍ସ୍ଟଧ ମାଗ ନାହିଁ। ତାକକ୍ସ୍ଟ ସକ୍ସ୍ଟନା, ରୂପା, ଖାଦ୍ୟଦ୍ରବ୍ଯ କିଅବା ଅନ୍ୟ କିଛି ସକ୍ସ୍ଟଧ ନିଅ ନାହିଁ। ଯାହା ଜଣେ ବ୍ଯକ୍ତି ଦଇପୋରିବ।

ଲୂକଲିଖିତ ସୁସମାଚାର 19:22

ତା'ପରେ ରାଜା ସହେି ଚାକରକୁ କହିଲେ, 'ତୁମ୍ଭେ ଜଣେ ଦୁଷ୍ଟ ଚାକର। ତୁମ୍ଭେ ମାେ ପ୍ରତି ବ୍ଯବହାର କରିଥିବା ଭାଷା ରେ ମୁଁ ତୁମ୍ଭରି ବିଚାର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠାେର ବ୍ଯକ୍ତି। ପୁଣି କହିଛ ଯେ ମୁଁ ଅର୍ଜ୍ବନ ନକରି ଟଙ୍କା ନିଏ ଓ ଉତ୍ପନ୍ନ ନକରି ମଧ୍ଯ ଖାଦ୍ୟଶସ୍ଯ ସଂଗ୍ରହ କରେ।'

ରୋମୀୟଙ୍କ ପ୍ରତି ପତ୍ର 3:19

ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।

ଯିହୂଦାଙ୍କ ପତ୍ର 1:15

ପ୍ରଭୁ ପ୍ରେତ୍ୟକକ ଲୋକଙ୍କର ବିଚାର କରିବେ। ସେ ପରମେଶ୍ବରଙ୍କ ବିରୋଧୀ ପ୍ରେତ୍ୟକକ ଲୋକଙ୍କୁ ବିଚାର କରିବାକୁ ଓ ଦଣ୍ଡ ଦବୋକୁ ଆସୁଛନ୍ତି। ସେ ପରମେଶ୍ବରଙ୍କର ବିରୁଦ୍ଧ ରେ ଦୁଷ୍କର୍ମ କରିଥିବା ପ୍ରେତ୍ୟକକ ଲୋକଙ୍କୁ ଦଣ୍ଡ ଦବେେ। ଯେଉଁମାନେ ପରମେଶ୍ବରଙ୍କ ବିରୋଧୀ, ସହେି ପାପୀମାନଙ୍କୁ ପରମେଶ୍ବର ଦଣ୍ଡ ଦବେେ। ପରମେଶ୍ବରଙ୍କ ବିରୁଦ୍ଧ ରେ ମନ୍ଦକଥା କହିବା ହତେୁ ସେ ସମାନଙ୍କେୁ ଦଣ୍ଡ ଦବେେ।

Interlinear

Choose Theme