Home Bibles ମାଥିଉଲିଖିତ ସୁସମାଚାର 25:18 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 25:18 · ଓଡ଼ିଆ ବାଇବେଲ

କିନ୍ତୁ ଯେଉଁ ଲୋକଟି କବଳେ ଗୋଟିଏ ମାତ୍ର ତୋଡ଼ା ରୂପା ଟଙ୍କା ପାଇଥିଲା, ସେ ଯାଇ ତା' ମାଲିକର ଧନକୁ ନଇେ ମାଟି ରେ ଗୋଟିଏ ଗାତ ଖାେଳି ସେଥିଲେ ଲୁଚାଇ ରଖିଲା।

Cross references

ହିତୋପଦେଶ 18:9

ଆପଣା କାର୍ୟ୍ଯ ରେ ଯେ ଅଳସ, ସେ ବିନାଶକର ଭଳଇ।

ହିତୋପଦେଶ 26:13

ଅଳସୁଆ କ ହେ, ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।

ହଗୟ 1:2

ସର୍ବଶକ୍ତିମାନ ସଦାପ୍ରଭୁ ଏହା କହନ୍ତି: ଲୋକେ କହୁଛନ୍ତି ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବାର ଏପର୍ୟ୍ଯନ୍ତ ପ୍ରକୃଷ୍ଟ ସମୟ ହାଇନୋହିଁ।

ମଲାଖୀ 1:10

ଆମ୍ଭେ ଇଛାକରୁ, ତୁମ୍ଭର କହେି ଯାଜକ ଦ୍ବାରା ବନ୍ଦ କରିଦିଅନ୍ତୁ। ତା' ହେଲେ ତୁମ୍ଭେ ମାରେ ବଦେୀ ରେ ଅନୁପୟୋଗୀ ଅଗ୍ନି ଜଳାଇ ପିରିବ ନାହିଁ। ଆମ୍ଭେ କିନ୍ତୁ ତୁମ୍ଭଠା ରେ ସନ୍ତୁଷ୍ଟ ନୁହଁ। ଆମ୍ଭେ ତୁମ୍ଭର ନବୈେଦ୍ଯ ଗ୍ରହଣ କରିବୁ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।

ଲୂକଲିଖିତ ସୁସମାଚାର 19:20

ତା'ପରେ ଅନ୍ୟ ଚାକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, 'ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନା ରେ ଏହାକୁ ଗୁଡାଇ ରଖିଥିଲି।

ଏବ୍ରୀ 6:12

ତୁମ୍ଭମାନେେ ଆଳସ୍ଯପରାୟଣ ନ ହାଇେ ଯେପରି ପରମେଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହାଇେଥିବା ଲୋକମାନଙ୍କ ପରି ହୁଅ, ଏକଥା ଆମ୍ଭେ ଚାହୁଁ। ସମାନେେ ତାହାଙ୍କର ବିଶ୍ବାସ ଓ ର୍ଧୈୟ୍ଯ ହତେୁରୁ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି।

ପିତରଙ୍କ ଦିତୀୟ ପତ୍ର 1:8

ଯଦି ଏସମସ୍ତ ବିଷୟ ତୁମ୍ଭ ଭିତ ରେ ଅଛି ଓ ବୃଦ୍ଧି ପାଇ ଚାଲିଛି, ତା' ହେଲେ ତୁମ୍ଭେ କବେେ ହେଲେ ଶିଥିଳ ହବେ ନାହିଁ। ସଗେୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ରେ ପୂର୍ଣ୍ଣତା ପାଇବା ପାଇଁ କବେେ ହେଲେ ତୁମ୍ଭକୁ ମୂଲ୍ଯହୀନ ହବୋକୁ ଦବେ ନାହିଁ।

Interlinear

Choose Theme