ଯଦି ଏସମସ୍ତ ବିଷୟ ତୁମ୍ଭ ଭିତ ରେ ଅଛି ଓ ବୃଦ୍ଧି ପାଇ ଚାଲିଛି, ତା' ହେଲେ ତୁମ୍ଭେ କବେେ ହେଲେ ଶିଥିଳ ହବେ ନାହିଁ। ସଗେୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ରେ ପୂର୍ଣ୍ଣତା ପାଇବା ପାଇଁ କବେେ ହେଲେ ତୁମ୍ଭକୁ ମୂଲ୍ଯହୀନ ହବୋକୁ ଦବେ ନାହିଁ।
Cross references
ଆଳସ୍ଯ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ।
କଣ୍ଟାବୁଦା ରେ ପଡିଯାଇଥିବା ବୀଜର ଅର୍ଥ କ'ଣ? ମଞ୍ଜିଟି ସହେି ଲୋକ ଯେ ସୁସମାଚାର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମାହେ ଲାଗି ସୁସମାଚାରକୁ ତା ଭିତ ରେ ବଢିବାକୁ ଦିଏନାହିଁ, ସେ ବ୍ଯକ୍ତି କବେେ ସଫଳ ହାଇପୋ ରେ ନାହିଁ।
ପ୍ରାୟ ନଅଟା ବେଳେ ସେ ବଜାର ଆଡ଼କୁ ଗଲେ ଓ ସଠାେରେ କେତକେ ଶ୍ରମିକଙ୍କୁ ଠିଆ ହାଇେଥିବାର ଦେଖିଲେ। ସମାନଙ୍କେ ପାଖ ରେ କିଛି କାମ ନଥିଲା।
ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାର ରେ ଦେଖିଲେ ଯେ କେତକେ ଲୋକ ଠିଆ ହାଇେଛନ୍ତି। ସେ ସମାନଙ୍କେୁ ପଚାରିଲେ, 'ତୁମ୍ଭମାନେେ ଦିନସାରା କିଛି କାମ ନକରି ଏଠା ରେ ଏମିତି କାହିଁକି ଠିଆ ହାଇେଛ?'
ତା ମାଲିକ ତାକୁ କହିଲେ, 'ତୁମ୍ଭେ ଜଣେ ଅଳସୁଆ ଓ ଦୁଷ୍ଟ ଚ଼ାକର। ତୁମ୍ଭେ ଜାଣିଛ ଯେ ମୁଁ ଯେଉଁଠି ରୋପଣ କରି ନଥାଏ ସଠାେରେ ମଧ୍ଯ ଫସଲ କାଟେ ଓ ଯେଉଁଠି ବୀଜ ବୁଣି ନଥାଏ, ସଠାେରେ ଶସ୍ଯ ଏକାଠି କରେ।
କିନ୍ତୁ ମୁଁ ତୁମ୍ଭକୁ ଜାଣେ। ମୁଁ ଜାଣେ ଯେ ତୁମ୍ଭ ହୃଦୟ ରେ ପରମେଶ୍ବରଙ୍କ ପ୍ ରମେ ନାହିଁ।
ମାଠାେ ରେ ଥିବା ଯେଉଁ ଶାଖା ରେ ଫଳ ଫଳେ ନାହିଁ, ସେ ତାକୁ କାଟିଦିଅନ୍ତି। ଯେଉଁ ଶାଖା ରେ ଫଳ ଫଳି ଥାଏ, ସେ ସଗେୁଡିକ ଆହୁରି ଅଧିକ ଫଳ ପ୍ରଦାନ କରିବା ପାଇଁ ଅଗ କଟାକଟି କରି ପରିଷ୍କାର କରନ୍ତି।
ଯଦି କହେି ବ୍ଯକ୍ତି ମାଠାେ ରେ ରୁ ହେ ନାହିଁ, ତବେେ ତାକୁ ଶାଖା ପରି ଫିଙ୍ଗି ଦିଆୟିବ। ସହେି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲକମାନେେ ଶୁଖିଲା ଶାଖାକୁ ଉଠାଇ ନିଆଁ ରେ ଫୋପାଡି ଦିଅନ୍ତି। ସଗେୁଡିକ ଜଳି ଯାଏ।
ପରମେଶ୍ବରଙ୍କ କାମ କରିବା ରେ ଉତ୍ସାହ ପ୍ରକାଶ କର। ତାଙ୍କ ସବୋ କାର୍ୟ୍ଯ ରେ ଆଳସ୍ଯ କର ନାହିଁ। ପରମେଶ୍ବରଙ୍କୁ ସବୋ କଲା ବେଳେ ଆତ୍ମିକ ଭାବରେ ଉଦ୍ ଯୋଗ ହୁଅ।
ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।
ଆମ୍ଭେ ଯଦି ପାଗଳ, ତାହା ପରମେଶ୍ବରଙ୍କ ପାଇଁ।
ସହେି ବିଶ୍ବାସୀମାନେ ମହାକ୍ଲେଶ ଦୁଃଖ ଦ୍ବାରା ପରୀକ୍ଷିତ ହେଲେ। ଏବଂ ସମାନେେ ଅତି ଗରୀବ। କିନ୍ତୁ ସମାନଙ୍କେ ମହାନନ୍ଦ ହତେୁ ସମାନେେ ପ୍ରଚୁର ଉଦାରତାର ଦାନ ଦଇେଥିଲେ।
ତୁମ୍ଭମାନେେ ବିଶ୍ବାସ, ବାକ୍ଯପ୍ରଚାର, ଜ୍ଞାନ, ଉପକାର କରିବାର ଉତ୍ସାହ, ଆମ୍ଭଠାରୁ ତୁମ୍ଭମାନେେ ଶିଖିଥିବା ପ୍ ରମେ, ଆଜି ସବୁ ଗୁଡ଼ିକରେ ଧନୀ ଅଟ। ସେଥିପାଇଁ ଆମ୍ଭେ ଇଚ୍ଛା କରୁ ଯେ, ଏହି ଦାନ ଦବୋ ସବୋ ରେ ତୁମ୍ଭମାନେେ ଧନୀ ହୁଅ।
ଯେତବେେଳେ ସମାନେେ ପ୍ରାର୍ଥନା କରିବେ, ସେତବେେଳେ ସମାନେେ ତୁମ୍ଭମାନଙ୍କ ସହିତ ରହିବା ପାଇଁ ଇଚ୍ଛା କରିବେ। ପରମେଶ୍ବରଙ୍କର ତୁମ୍ଭମାନଙ୍କ ପ୍ରତି ଅସୀମ ଅନୁଗ୍ରହ ହତେୁରୁ ସମାନେେ ଏପରି ଅନୁଭବ କରିବେ।
ତୁମ୍ଭମାନେେ ବିଶ୍ବାସ ରେ ଜୀବନ କାଟୁଛ କି ନାହିଁ ? ନିଜ ନିଜକୁ ପରୀକ୍ଷା କରି ଦେଖ। ତୁମ୍ଭମାନେେ ଜାର ଯେ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ଅଛନ୍ତି। କିନ୍ତୁ ଯଦି ତୁମ୍ଭମାନେେ ପରୀକ୍ଷା ରେ ବିଫଳ ହୁଅ, ତାହା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତ ରେ ରହୁ ନାହାଁନ୍ତି ତାହା ଜାଣ।