Home Bibles ମାଥିଉଲିଖିତ ସୁସମାଚାର 25:19 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 25:19 · ଓଡ଼ିଆ ବାଇବେଲ

ବହୁତ ଦିନ ପରେ ମାଲିକ ଘରକୁ ଫରେି ଆସିଲେ। ସେ ଚ଼ାକରମାନଙ୍କୁ ଡାକିଲେ, ଓ ତାହାଙ୍କ ଟଙ୍କା ରେ କ'ଣ କଲେ, ତାହା ସମାନଙ୍କେୁ ପଚାରିଲେ।

Cross references

ମାଥିଉଲିଖିତ ସୁସମାଚାର 18:23

ନିଜ ଚାକରମାନଙ୍କଠାରୁ ଉଧାର ଥିବା ଟଙ୍କାପଇସାର ଆଦାୟ ପାଇଁ ମନସ୍ଥ କରିଥିବା ଜଣେ ରାଜାଙ୍କ ସହିତ ସ୍ବର୍ଗରାଜ୍ଯର ତୁଳନା କରା ଯାଇପା ରେ।

ମାଥିଉଲିଖିତ ସୁସମାଚାର 24:48

ଅନ୍ୟ ପକ୍ଷ ରେ ଚ଼ାକରଟି ଯଦି ମନ୍ଦ ଲୋକ ହାଇେଥିବ, ଏବଂ ସେ ମନେ ମନେ ଭାବିବ ଯେ ମାଲିକ ଏତେ ଶୀଘ୍ର ଆସିବେ ନାହିଁ।

ମାଥିଉଲିଖିତ ସୁସମାଚାର 25:5

ବରର ଆସିବା ଡ଼ରେି ହାଇଗେଲା। ସବୁ ଝିଅଯାକ କ୍ଲାନ୍ତ ହାଇେ ଶଷେ ରେ ଶୋଇ ପଡ଼ିଲେ।

ଲୂକଲିଖିତ ସୁସମାଚାର 16:1

ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଜଣେ ଧନୀ ଲୋକ ଥିଲେ। ସେ ତାହାଙ୍କ ସମ୍ପତ୍ତିର ବୁଝାସୁଝା କରିବା ପାଇଁ ଗୁମାସ୍ତାଟିଏ ରଖିଲେ। ପରେ ଧନୀ ଲୋକ ଜଣକ ଅଭିଯୋଗ ପାଇଲେ ଯେ, ଗୁମାସ୍ତା ତାହାଙ୍କୁ ଠକୁଥିଲା।

ଲୂକଲିଖିତ ସୁସମାଚାର 16:19

ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।

ରୋମୀୟଙ୍କ ପ୍ରତି ପତ୍ର 14:7

ଆମ୍ଭେ ସମସ୍ତେ ନିଜ ପାଇଁ ନୁହେଁ କିନ୍ତୁ ପ୍ରଭୁଙ୍କ ପାଇଁ ଜୀବିତ ବା ମୁତ୍ଯୁବରଣ କରୁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 3:12

ଏହି ମୂଳଦୁଆ ସ୍ବଯଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସହେି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ଯ ପଥର, କାଠ, ଘାସ ବା ନଡ଼ା, ଯାହା କିଛି ବ୍ଯବହାର କରି ନିର୍ମାଣ କରି ପାରିବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:10

ଆମ୍ଭେ ସମସ୍ତେ ବିଚାରିତ ହବୋ ନିମନ୍ତେ ଖ୍ରୀଷ୍ଟଙ୍କର ନ୍ଯାଯାସନ ଆଗ ରେ ଅବଶ୍ଯ ଠିଆ ହବେୁ। ଆମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ, ଏହି ପାର୍ଥିବ ଶରୀର ଧାରଣ କରିଥିଲା ବେଳେ ଯାହା କିଛି ଭଲ ବା ମନ୍ଦ କରିଛୁ, ତା'ପାଇଁ ପ୍ରତିଦାନ ପାଇବ।

ଯାକୁବଙ୍କ ପତ୍ 3:1

ମାେ ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ ଅନକେ ଶିକ୍ଷକ ହବୋ ଉଚିତ ନୁହେଁ। କାରଣ ତୁମ୍ଭେ ଜାଣ ଯେ, ଆମ୍ଭେ ଶିକ୍ଷକମାନେ, ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କଠାେର ଭାବରେ ବିଚାରିତ ହବେୁ।

Interlinear

Choose Theme