Home Bibles ମାଥିଉଲିଖିତ ସୁସମାଚାର 18:24 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 18:24 · ଓଡ଼ିଆ ବାଇବେଲ

ରାଜା ତାହାଙ୍କ ଟଙ୍କା ଆଦାୟ କରିବା ଆରମ୍ଭ କରି ଦେଲେ। ତାହାଙ୍କର ଜଣେ ଚ଼ାକର ଉପରେ ଦଶ ହଜାର ରେ ୗପ୍ୟମୁଦ୍ରା ବାକି ଥିଲା।

Cross references

ଆଦି ପୁସ୍ତକ 44:10

ଦାସ କହିଲେ, ତୁମ୍ଭେ ଯାହା କହିବ ଆମ୍ଭେ ସହେିପରି କରିବୁ କିନ୍ତୁ ଆମ୍ଭେ ସେ ଲୋକକୁ ହତ୍ଯା କରିବୁ ନାହିଁ। ଆମ୍ଭେ ଯଦି ସହେି ରୂପା ପାତ୍ର ପାଉ ତବେେ ସେ ଲୋକ ଆମ୍ଭର ଦାସ ହବେ। ଏବଂ ଅନ୍ୟମାନେ ମୁକ୍ତ ହବେେ।

ପ୍ରଥମ ବଂଶାବଳୀ 29:7

ସମାନେେ ଏହି ସମସ୍ତ ବସ୍ତୁ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଦେଲେ : ପାଞ୍ଚ ହଜାର ତାଳନ୍ତ ଓ ଦଶ ହଜାର ତାରିକ୍ ମୁଦ୍ରା ଓ ଦଶ ହଜାର ତାଳନ୍ତ ରୂପା ଓ ଅଠର ହଜାର ତାଳନ୍ତ ପିତ୍ତଳ ଓ ଏକ ଲକ୍ଷ ତାଳନ୍ତ ଲୁହା ଦେଲେ।

ଏଜ୍ରା 9:6

ହେ ମାରେ ପରମେଶ୍ବର,

ଗୀତସଂହିତା 38:4

ମୁଁ ପାପ କରିଛି, ମନ୍ଦ କାର୍ୟ୍ଯ କରି ସହେି ପାପ ମାେତେ ଓଜନ ଲାଗୁଛି। ମୁଁ ଅତ୍ଯନ୍ତ ଲଜ୍ଜିତ। ମୁଁ ମୁଣ୍ଡ ଉପରକୁ ଟକେିପାରୁ ନାହିଁ।

ଗୀତସଂହିତା 40:12

ଦୁଷ୍ଟ ଲୋକମାନେ ମାେ ଚାରିକଡ଼ରେ ଘରେି ରହିଛନ୍ତି। ସମାନେେ ଅନକେ ୟାହାକି ଗଣିବା କଷ୍ଟକର। ମାେ ପାପ ମାେତେ ଧରାଇ ଦଇେଛି, ତଣେୁ ମୁଁ ମାରେ ପାପରୁ ଉଦ୍ଧାର ପାଇପାରିବି ନାହିଁ। ମାରେ ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ଯାଠାରୁ ଅଧିକ ଓ ମାରେ ହୃଦଯ ମାେତେ ପରିତ୍ଯାଗ କରିଅଛି।

ଗୀତସଂହିତା 130:3

ହେ ସଦାପ୍ରଭୁ, ତୁମ୍ଭେ ୟଦି ସମସ୍ତ ଲୋକଙ୍କୁ ସମାନଙ୍କେର ପାପ ପାଇଁ ଦଣ୍ଡିତ କର, ତବେେ କହେି ବଞ୍ଚିବେ ନାହିଁ।

ଲୂକଲିଖିତ ସୁସମାଚାର 7:41

ଯୀଶୁ କହିଲେ, କୌଣସି ସାହୁକାର ପାଖରୁ ଦୁଇଜଣ ଖାତକ କରଜ ନଇେଥିଲେ। ଜଣେ ପାଞ୍ଚଶହରୂପା ଟଙ୍କା କରଜ ନଇେଥିଲା ଓ ଆଉ ଜଣେ ପଚାଶଟି ରୂପା ଟଙ୍କା ନଇେଥିଲା।

ଲୂକଲିଖିତ ସୁସମାଚାର 13:4

ଶୀଲୋହ ରେ ସହେି ଯେଉଁ ଅଠର ଜଣଙ୍କ ଉପରେ ପ୍ରହରୀଗୃହ ଭାଙ୍ଗି ପଡିଲା, ତୁମ୍ଭମାନେେ କ'ଣ ଭାବୁଛ ଯେ ସମାନେେ ୟିରୂଶାଲମ ରେ ରହୁଥିବା ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ପାପୀ ଥିଲେ?

ଲୂକଲିଖିତ ସୁସମାଚାର 16:5

ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନଇେଥିବା ପ୍ରେତ୍ୟକକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଚାରିଲେ, 'ମାେ ମାଲିକଙ୍କୁ ତୁମ୍ଭର କେତେ ଦବୋକୁ ଅଛି?'

ଲୂକଲିଖିତ ସୁସମାଚାର 16:7

ତା'ପରେ ଗୁମାସ୍ତା ଆଉ ଜଣେ ଖାତକକୁ ପଚାରିଲେ, 'ତୁମ୍ଭର କେତେ ଋଣ ପରିଶାଧେ କରିବାକୁ ଅଛି?' ଖାତକଟି କହିଲା, 'ଶ ହେ ଭରଣ ଗହମ', ଗୁମାସ୍ତା ତାହାଙ୍କୁ କହିଲେ, 'ଏଇଟି ତୁମ୍ଭର ହିସାବ କାଗଜ ନିଅ, ତାକୁ କମ୍ କରି ଅଶୀ ଭରଣ ବୋଲି ଲେଖିଦିଅ।'

Interlinear

Choose Theme