Home Bibles ☰ Books ମାଥିଉଲିଖିତ ସୁସମାଚାର 17:7 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 17:7 · ଓଡ଼ିଆ ବାଇବେଲ

ଯୀଶୁ ଶିଷ୍ଯମାନଙ୍କ ପାଖକୁ ଆସି ସମାନଙ୍କେୁ ଛୁଇଁ ଦେଲେ। ଯୀଶୁ କହିଲେ, ଠିଆ ହୁଅ। ଭୟ କର ନାହିଁ।

Cross references

ଦାନିଏଲ 8:18

ସେ ମାେତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡି ଗଭୀର ନିଦ୍ରା ରେ ଶାଇଗେଲି, ମାତ୍ର ସେ ମାେତେ ସ୍ପର୍ଶ କରି ଠିଆ କରାଇଲେ।

ଦାନିଏଲ 9:21

ଯେତବେେଳେ ମୁଁ ପ୍ରାର୍ଥନା କରୁଥିଲି, ମାରେ ପ୍ରଥମ ଦର୍ଶନ ରେ ଗାବ୍ରିଯଲେ ଯାହାକୁ ମୁଁ ମାେ ନିକଟକୁ ଉଡିକି ଆସିବାର ଦେଖିଲି। ସେ ସନ୍ଧ୍ଯା ବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମାେତେ ସ୍ପର୍ଶ କଲେ।

ଦାନିଏଲ 10:10

ତା'ପ ରେ ଏକ ହସ୍ତର ସ୍ପର୍ଶ ମୁଁ ଅନୁଭବ କଲି ଓ ମୁଁ ହସ୍ତପାପୁଲି ଓ ଆଣ୍ଠୁ ରେ ନିର୍ଭର କଲି। ତଥାପି ମୁଁ ଭୟ ରେ ଥରୁଥିଲି।

ଦାନିଏଲ 10:18

ସେତବେେଳେ ମନୁଷ୍ଯାକୃତି ଜଣେ ବ୍ଯକ୍ତି ପୁନର୍ବାର ମାେତେ ସ୍ପର୍ଶ କଲେ ଓ ମୁଁ ପୁଣି ସବଳ ହଲିେ।

ମାଥିଉଲିଖିତ ସୁସମାଚାର 14:27

ସଙ୍ଗେ ସଙ୍ଗେ ଯୀଶୁ ସମାନଙ୍କେୁ କହିଲେ, ସାହାସ ଧର! ମୁଁ ପରା ଆସିଛି! ଭୟ କର ନାହିଁ।

ଲୂକଲିଖିତ ସୁସମାଚାର 24:5

ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସମାନେେ ତାହାଙ୍କର ମୁଣ୍ଡ ନୂଆଁଇଲେ। ସହେି ଦୁଇଜଣ ଦୂତ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ଜଣେ ମୃତ ଲୋକକୁ ଏଠା ରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:6

ଏବେ ଉଠ ଓ ନଗରକୁ ଯାଅ। ସଠାେରେ ତୁମ୍ଭକୁ କ'ଣ କରିବାକୁ ହବେ, ତାହା ତୁମ୍ଭକୁ ଜଣେ କହିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:17

ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।

Interlinear

Choose Theme