Home Bibles ଦାନିଏଲ 9:21 · ଓଡ଼ିଆ ବାଇବେଲ
ଦାନିଏଲ 9:21 · ଓଡ଼ିଆ ବାଇବେଲ

ଯେତବେେଳେ ମୁଁ ପ୍ରାର୍ଥନା କରୁଥିଲି, ମାରେ ପ୍ରଥମ ଦର୍ଶନ ରେ ଗାବ୍ରିଯଲେ ଯାହାକୁ ମୁଁ ମାେ ନିକଟକୁ ଉଡିକି ଆସିବାର ଦେଖିଲି। ସେ ସନ୍ଧ୍ଯା ବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମାେତେ ସ୍ପର୍ଶ କଲେ।

Cross references

ଯାତ୍ରା ପୁସ୍ତକ 29:39

ପ୍ରଥମ ମଷେଶାବକ ପ୍ରଭାତ ରେ ଓ ଅନ୍ୟଟି ସନ୍ଧ୍ଯା ସମୟରେ ଉତ୍ସର୍ଗ କରିବ।

ପ୍ରଥମ ରାଜାବଳୀ 18:29

ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସମାନେେ ସନ୍ଧ୍ଯାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ୟ୍ଯନ୍ତ ପ୍ରକାପ କରି ଚାଲିଲେ। କିନ୍ତୁ କୌଣସି ଶଦ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କହେି ମନୋୟୋଗ କଲେ ନାହିଁ।

ପ୍ରଥମ ରାଜାବଳୀ 18:36

ସନ୍ଧ୍ଯାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିଯ ସଦାପ୍ରଭୁଙ୍କ ୟଜ୍ଞବଦେୀ ନିକଟକୁ ଗଲେ ଓ କହିଲେ, ହେ ସଦାପ୍ରଭୁ, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇଶ୍ରାୟେଲର ପରମେଶ୍ବର ଓ ମୁଁ ଯେ ତୁମ୍ଭର ସବେକ ଏବଂ ମୁଁ ଯେ ତୁମ୍ଭ ବାକ୍ଯ ଅନୁସାରେ ଏହିସବୁ କାର୍ୟ୍ଯ କରିଅଛି।

ଏଜ୍ରା 9:4

ସେତବେେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇଶ୍ରାୟେଲର ପରମେଶ୍ବରଙ୍କ ବ୍ଯବସ୍ଥା ରେ କମ୍ପିତ ପ୍ରେତ୍ୟକକ ଲୋକ ମାରେ ନିକଟରେ ଏକତ୍ରୀତ ହେଲେ। ମୁଁ ସନ୍ଧ୍ଯାକାଳୀନ ବଳିଦାନ ସମୟ ପର୍ୟ୍ଯନ୍ତ ଓ ମାେ ଗ୍ଭରିପଟେ ସମାନେେ ଏକତ୍ରୀତ ହବୋ ପର୍ୟ୍ଯନ୍ତ ଆଘାତ ପାଇ ବସିଲି।

ଗୀତସଂହିତା 103:20

ହେ ଦୂତଗଣ, ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭମାନେେ ହିଁ ସଦାପ୍ରଭୁଙ୍କର ଶକ୍ତିଶାଳୀ ସୈନ୍ଯ ଯେଉଁମାନେ ପରମେଶ୍ବରଙ୍କର ଆଦେଶ ମାନନ୍ତି ଓ ସେ ୟାହା କହନ୍ତି, ତାଙ୍କର ବାକ୍ଯଗୁଡ଼ିକ ପାଳନ କରନ୍ତି।

ଗୀତସଂହିତା 104:4

ହେ ପରମେଶ୍ବର, ତୁମ୍ଭେ ଆପଣା ଦୂତମାନଙ୍କୁ ବାଯୁ ପରି କର ଓ ତୁମ୍ଭର ସବେକମାନଙ୍କୁ ଅଗ୍ନି ସଦୃଶ କର।

ଯିଶାଇୟ 6:2

ସଦାପ୍ରଭୁଙ୍କ ଚତୁର୍ଦ୍ଦିଗ ରେ ସରାଫଗଣ ଛିଡ଼ା ହାଇେଥିଲେ। ପ୍ରେତ୍ୟକକ ସରାଫଙ୍କର ଛଅଟି ପକ୍ଷ ଥିଲା। ସହେି ଦବଦେୂତଗଣ ସମାନଙ୍କେର ଦୁଇଟି ପକ୍ଷ ରେ ମୁଖକୁ ଆଚ୍ଛାଦନ କରିଥିଲେ। ସମାନେେ ମଧ୍ଯ ଦୁଇଟି ପକ୍ଷ ସାହାୟ୍ଯ ରେ ସମାନଙ୍କେର ପାଦକୁ ଆଚ୍ଛାଦନ କରିଥିଲେ, ଏବଂ ଉଡ଼ିବା ରେ ଦୁଇଟି ପକ୍ଷ ବ୍ଯବହାର କରୁଥିଲେ।

ଯିଶାଇୟ 6:6

ସଠାେ ରେ ୟଜ୍ଞବଦେୀ ଉପ ରେ ଜ୍ବଳନ୍ତ ଅଗ୍ନି ଥିଲା। ସହେି ଦୂତଗଣଙ୍କ ମଧ୍ଯରୁ ଜଣେ ଚିମୁଟା ସାହାୟ୍ଯ ରେ ଗୋଟିଏ ଜ୍ବଳନ୍ତ କୋଇଲା ଆଣିଲା ଓ ସହେି ଉତ୍ତପ୍ତ ଅଙ୍ଗାର ଧରି ମାେ ନିକଟକୁ ରହିଆସିଲା।

ଯିହିଜିକଲ 1:11

ପ୍ରାଣୀଗୁଡ଼ିକର ଡଣୋଗୁଡ଼ିକ ସମାନଙ୍କେୁ ଘାଡ଼ଇେେ ରଖିଥିଲା। ପ୍ରେତ୍ୟକକ ପ୍ରାଣୀର ଦୁଇଟି ଡ଼ଣୋ ଏହାର ପାଖ ରେ ଥିବା ଅନ୍ୟ ଗୋଟିଏ ପ୍ରାଣୀ ପାଖକୁ ପହଞ୍ଚୁ ଥିଲା ଏବଂ ଅନ୍ୟ ଦୁଇଟି ଡଣୋ ଏହାର ଦହକେୁ ଆଚ୍ଛାଦନ କରୁଥିଲା।

ଯିହିଜିକଲ 1:14

ଏବଂ ଜୀବିତ ପ୍ରାଣୀଗଣ ବିଜୁଳି ପରି ଦ୍ରୁତଗତି ରେ ଏଣତେଣେେ ଦୌଡ଼ିଲେ।

ଦାନିଏଲ 8:16

ପୁଣି ଉଲଯ ନଦୀ ମଧ୍ଯରୁ ମୁଁ ଏକ ମନୁଷ୍ଯର ସ୍ବର ଶୁଣିଲି। ସେ ଡାକି କହିଲା, ହେ ଗାବ୍ରିଯଲେ, ଏହି ମନୁଷ୍ଯକୁ ଦର୍ଶନର ତାତ୍ପର୍ୟ୍ଯ ବୁଝାଇ ଦିଅ।

ଦାନିଏଲ 8:18

ସେ ମାେତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡି ଗଭୀର ନିଦ୍ରା ରେ ଶାଇଗେଲି, ମାତ୍ର ସେ ମାେତେ ସ୍ପର୍ଶ କରି ଠିଆ କରାଇଲେ।

ଦାନିଏଲ 10:10

ତା'ପ ରେ ଏକ ହସ୍ତର ସ୍ପର୍ଶ ମୁଁ ଅନୁଭବ କଲି ଓ ମୁଁ ହସ୍ତପାପୁଲି ଓ ଆଣ୍ଠୁ ରେ ନିର୍ଭର କଲି। ତଥାପି ମୁଁ ଭୟ ରେ ଥରୁଥିଲି।

ଦାନିଏଲ 10:16

ସେତବେେଳେ ମନୁଷ୍ଯାକୃତି ଜଣେ ବ୍ଯକ୍ତି ମାରେ ଓଷ୍ଠଧାର ସ୍ପର୍ଶ କଲେ। ମାେ ସମ୍ମୁଖ ରେ ଛିଡା ହାଇେଥିବା ଲୋକକୁ ମୁଁ କହିଲି, ' ହେ ପ୍ରଭୁ, ଏହି ଦର୍ଶନ ଯୋଗୁଁ ମାରେ ବଦନୋ ମାେତେ କଷ୍ଟ ହେଉଛି। ଆଉ ମୁଁ କିଛି ବଳ ରଖି ପାରୁନାହିଁ।

ଦାନିଏଲ 10:18

ସେତବେେଳେ ମନୁଷ୍ଯାକୃତି ଜଣେ ବ୍ଯକ୍ତି ପୁନର୍ବାର ମାେତେ ସ୍ପର୍ଶ କଲେ ଓ ମୁଁ ପୁଣି ସବଳ ହଲିେ।

ମାଥିଉଲିଖିତ ସୁସମାଚାର 27:46

ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ବର ରେ ଡାକିଲେ, ଏଲି, ଏଲି, ଲାମା ସବକ୍ଥାନୀ? ଅର୍ଥାତ୍ ହେ ମାରେ ପରମେଶ୍ବର, ହେ ମାରେ ପରମେଶ୍ବର, ତୁମ୍ଭେ ମାେତେ କାହିଁକି ପରିତ୍ଯାଗ କଲ?

ଲୂକଲିଖିତ ସୁସମାଚାର 1:19

ସ୍ବର୍ଗଦୂତ ଉତ୍ତର ଦେଲେ, ମୁଁ ଗାବ୍ରୀଯଲେ। ମୁଁ ପରମେଶ୍ବରଙ୍କ ସାମନା ରେ ଠିଆ ହାଇେଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଚାର ଦବୋକୁ ପରମେଶ୍ବର ମାେତେ ପଠାଇଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 3:1

ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତବେେଳେ ଦିନ ତିନିଟା ହାଇେଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:3

ଦିନେ ଅପରାହ୍ନ ପ୍ରାୟ ତିନିଟା ସମୟରେ ସେ ଏକ ଦର୍ଶନ ଦେଖିଲେ। ସେ ଜଣେ ସ୍ବର୍ଗଦୂତଙ୍କୁ ତାହାଙ୍କ ନିକଟକୁ ଆସୁଥିବାର ସ୍ପଷ୍ଟ ଭାବେ ଦେଖିଲେ। ସେ ତାହାଙ୍କୁ କହିଲେ, କର୍ଣ୍ଣୀଲିୟ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:9

ତହିଁ ଆରଦିନ ସମାନେେ ଯାଫୋ ନଗର ନିକଟରେ ପହନ୍ଚିଲେ, ସେତବେେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବାପାଇଁ ଯାଇଥିଲେ। ତାହାପ୍ରାୟ ଦ୍ବିପହର ସମୟ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:7

ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସଠାେରେ ଉଭା ହେଲେ। କଠାେରୀଟି ଉଜ୍ଜ୍ବଳ ଆ ଲୋକରେ ଆଲୋକିତ ହାଇଗେଲା। ସେ ପିତରଙ୍କୁ ହଲଇେ ଦଇେ କହିଲେ, ଶୀଘ୍ର ଉଠ। ସହେି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା।

ଏବ୍ରୀ 1:7

ନିଜର ସ୍ବର୍ଗଦୂତମାନଙ୍କ ବିଷୟ ରେ ପରମେଶ୍ବର କହିଛନ୍ତି :

ଏବ୍ରୀ 1:14

ସମସ୍ତ ସ୍ବର୍ଗଦୂତ ଆତ୍ମା ଅଟନ୍ତି। ସମାନେେ ପରମେଶ୍ବରଙ୍କ ସବୋ କରନ୍ତି ଏବଂ ଯେଉଁମାନେ ପରିତ୍ରାଣ ପାଇଛନ୍ତି ସମାନଙ୍କେୁ ସାହାୟ୍ଯ କରନ୍ତି।

Interlinear

Choose Theme