Home Bibles ମାର୍କଲିଖିତ ସୁସମାଚାର 8:16 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 8:16 · ଓଡ଼ିଆ ବାଇବେଲ

ଶିଷ୍ଯମାନେ ଏହାର ଅର୍ଥ ବିଷୟ ରେ ଆଲୋଚନା କଲେ। ସମାନେେ କହିଲେ, ଆମ୍ଭମାନଙ୍କ ପାଖ ରେ ରୋଟୀ ନାହିଁ ବୋଲି ଯୀଶୁ ଏକଥା କହିଲେ।

Cross references

ମାଥିଉଲିଖିତ ସୁସମାଚାର 16:7

ଶିଷ୍ଯମାନେ ନିଜ ନିଜ ଭିତ ରେ ଏହାର ଅର୍ଥ ବିଷୟ ରେ ଆଲୋଚନା କଲେ। ସମାନେେ କହିଲେ, ବୋଧହୁଏ ଆମ୍ଭେ ରୋଟୀ ନ ଆଣିଥିବାରୁ ସେ ଏପରି କହିଲେ।

ଲୂକଲିଖିତ ସୁସମାଚାର 9:46

ଥରେ ଯୀଶୁଙ୍କ ଶିଷ୍ଯମାନଙ୍କ ମଧିଅରେ ୟୁକ୍ତିତର୍କ ହେଲା ଯେ, ସମାନଙ୍କେ ଭିତ ରେ ସବୁଠାରୁ ଶ୍ ରେଷ୍ଠ କିଏ?

ଲୂକଲିଖିତ ସୁସମାଚାର 20:5

ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟ ରେ କଥାବର୍ତ୍ତା ହେଲେ। ସମାନେେ ପରସ୍ପର କୁହାକୁହି ହେଲେ, ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ବରଙ୍କଠାରୁ ଆସିଥିଲା, ତବେେ ସେ ପଚାରିବେ, 'ତୁମ୍ଭମାନେେ ଯୋହନଙ୍କୁ କାହିଁକି ବିଶ୍ବାସ କଲନାହିଁ?'

Interlinear

Choose Theme