Home Bibles ମାଥିଉଲିଖିତ ସୁସମାଚାର 15:2 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 15:2 · ଓଡ଼ିଆ ବାଇବେଲ

ତୁମ୍ଭ ଶିଷ୍ଯମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡିକୁ କାହିଁକି ମାନୁ ନାହାଁନ୍ତି? ତୁମ୍ଭ ଶିଷ୍ଯମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାଁନ୍ତି।

Cross references

ଆଦି ପୁସ୍ତକ 1:14

ଏହାପରେ ପରମେଶ୍ବର କହିଲେ, ଆକାଶର ତାରଣେ ରେ ଜ୍ଯୋତିଗଣ ଉତ୍ପନ୍ନ ହୁଅନ୍ତୁ। ସହେି ଜ୍ଯୋତିଗଣ ରାତ୍ରରୁ ଦିନକୁ ପୃଥକ୍ କରିବେ। ସହେି ଜାତିଗେଣ ଋତୁ, ଦିନ ଓ ବର୍ଷଗୁଡ଼ିକର ସମୟକାଳ ଦଖାଇବୋ ପାଇଁ ଚ଼ିହ୍ନ ରୂପେ ବ୍ଯବହୃତ ହବେ।

ଏଷ୍ଟର ବିବରଣ 3:3

ଏଣୁ ରାଜଦ୍ବାର-ବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖଯକୁ କହିଲେ, ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?

ମାର୍କଲିଖିତ ସୁସମାଚାର 7:2

ସମାନେେ ଯୀଶୁଙ୍କର କେତକେ ଶିଷ୍ଯଙ୍କୁ ଅପବିତ୍ର ହାତ ରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନ ଧୋଇ ଖାଉଥିବାର ଦେଖିଲେ।

ମାର୍କଲିଖିତ ସୁସମାଚାର 7:5

ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, ତୁମ୍ଭର ଶିଷ୍ଯମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡିକୁ କାହିଁକି ପାଳୁ ନାହାଁନ୍ତି? ସମାନେେ ଅପବିତ୍ର ହାତ ରେ ଖାଆନ୍ତି, ସମାନେେ ଏଭଳି କାହିଁକି କରନ୍ତି?

ଲୂକଲିଖିତ ସୁସମାଚାର 11:38

ଯୀଶୁ ଖାଇବାକୁ ୟିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ୟ୍ଯ ହାଇଗେଲେ।

କଲସୀୟଙ୍କ ପ୍ରତି ପତ୍ର 2:8

ସାବଧାନ ରୁହ, ଯେପରି କହେି ତୁମ୍ଭକୁ ଅନର୍ଥକ, ଅସତ୍ଯ ଚିନ୍ତାଧାରା ଓ ବାକ୍ଯ ଦ୍ବାରା ଭ୍ରାନ୍ତ ନ କରୁ। ଏହିଭଳି ଧାରଣାସବୁ ଖ୍ରୀଷ୍ଟଙ୍କଠାରୁ ନୁହେଁ, ମନୁଷ୍ଯଠାରୁ ଉତ୍ପନ୍ନ ହୁଏ। ଏହି ଧାରଣାଗୁଡ଼ିକ ହେଉଛି ସଂସାରର ଲୋକମାନଙ୍କର ମୂଲ୍ଯହୀନ ଧାରଣା।

କଲସୀୟଙ୍କ ପ୍ରତି ପତ୍ର 2:20

ତୁମ୍ଭେ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁ ବରଣ କରିଛ ଓ ଜଗତର ଅସାର ନିୟମଗୁଡ଼ିକରୁ ମୁକ୍ତ କରାଯାଇଛ। ତଥାପି ତୁମ୍ଭେ ନିଜକୁ ଜଗତର ଲୋକ ବୋଲି ଭାବି କାହିଁକି ଏବେ ମଧ୍ଯ ଏପରି ବ୍ଯବହାର କରୁଛ ? ତୁମ୍ଭେ ନିମ୍ନ ନିୟମଗୁଡ଼ିକ କ'ଣ ପାଇଁ ପାଳନ କରୁଛ :

ପିତରଙ୍କ ପ୍ରଥମ ପତ୍ 1:18

ତୁମ୍ଭେ ଜାଣିଛ ଯେ ଅତୀତ ରେ ତୁମ୍ଭେ ନିରର୍ଥକ ଜୀବନଯାପନ କରୁଥିଲ। ତୁମ୍ଭ ପୂର୍ବ ବଂଶଧରମାନଙ୍କଠାରୁ ତୁମ୍ଭେ ସହେିପରି ଜୀବନ କାଟିବାକୁ ଶିଖିଥିଲ। କିନ୍ତୁ ତୁମ୍ଭେ ବର୍ତ୍ତମାନ ସପରେି ଜୀବନ କାଟିବାରୁ ରକ୍ଷା ପାଇଛ। ସୁନା ଓ ରୂପା ଭଳି କ୍ଷଣସ୍ଥାଯୀ ଜିନିଷ ବଦଳ ରେ ନୁହେଁ,

Interlinear

Choose Theme