ସାତ ଜଣଙ୍କୁ, ନଚେତ୍ ଆଠ ଜଣଙ୍କୁ ଅଂଶ ବିତରଣ କର, କାରଣ ପୃଥିବୀ ରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ।
Cross references
ତୁମ୍ଭର ଗ୍ଭକରମାନଙ୍କୁ ପଗ୍ଭର, ସମାନେେ ତୁମ୍ଭକୁ ସତ କହିବେ। ମାରେ ୟକ୍ସ୍ଟବକ ଲୋକମାନଙ୍କୁ ଦୟାକର। ଆମ୍ଭମାନେେ ଏହି ଖକ୍ସ୍ଟସି ସମୟରେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଛକ୍ସ୍ଟ। ବିନଯ କରୁଅଛକ୍ସ୍ଟ ତୁମ୍ଭେ ଯାହାପାର ଏମାନଙ୍କୁ ଦିଅ। ଦୟାକରି ତୁମ୍ଭେ ତୁମ୍ଭର ସାଙ୍ଗ ଦାଉଦ ପାଇଁ ଏହା କର।
ଆଉ ସେ ସମାନଙ୍କେୁ କହିଲେ, ଘରକୁ ୟାଅ, ଚିକ୍କଣ ଦ୍ରବ୍ଯ ଭୋଜନ କର, ସୁମିଷ୍ଟ ଦ୍ରବ୍ଯ ପାନ କର ଓ ଯାହା ପାଇଁ ପ୍ରସ୍ତୁତି ହାଇେ ନାହିଁ, ତାହା ପାଇଁ କିଛି ପଠାଅ। କାରଣ ଆଜି ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ତୁମ୍ଭମାନେେ ଦୁଃଖିତ ହୁଅ ନାହିଁ। ଯେଣୁ ସଦାପ୍ରଭୁଙ୍କ ଆନନ୍ଦ ତୁମ୍ଭମାନଙ୍କର ବଳ ହବେ।
ଏଥି ନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘରେି ରହିଥିବା ନଗର ନିବାସୀ ୟିହୁଦୀଯମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥି ରେ ସମାନେେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।
ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।
ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରିପାରିବେ। ହଁ, ଦରକାର ପଡ଼ିଲେ ବିନା ଆଘାତ ରେ ସାତାଟେି ଦୁର୍ବିପାକରୁ ରକ୍ଷା କରିପାରିବେ।
ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ, ତା'ର ଧର୍ମ ଏକ। ଚିରକାଳସ୍ଥାଯୀ। ସେ ବିଜଯ ଏବଂ ସମ୍ମାନ ପାଇବ।
ସଦାପ୍ରଭୁ ଏହି ଛଅ ଗୋଟି ବିଷଯକୁ ଘୃଣା କରନ୍ତି। ସପ୍ତବସ୍ତୁ ମଧ୍ଯ ତାଙ୍କର ଘୃଣା ଯୋଗ୍ଯ।
ତେଣୁ ହେ ମହାରାଜ, ଆପଣ ମାରେ ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳ ରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦଖାଇେ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହା ହେଲେ ଆପଣଙ୍କର ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।
ସଠାେ ରେ ଶାନ୍ତି ବିରାଜିତ ହବେ। ଯଦି ଅଶୂରୀଯ ଗୋଷ୍ଠୀ ଆମ୍ଭ ଦେଶକୁ ଆସିବେ ଏବଂ ଆମ୍ଭ ରାଜ୍ଯକୁ ଆକ୍ରମଣ କରିବେ, ତବେେ ଆମ୍ଭେ ଇଶ୍ରାୟେଲର ସାତଜଣ ମଷେପାଳକ ଓ ଆଠଜଣ ପ୍ରଧାନ ଲୋକଙ୍କୁ ନିର୍ବାଚନ କରିବୁ।
ଯଦି କହେି ତୁମ୍ଭକୁ କିଛି ମାଗେ, ତବେେ ତାହା ତାହାକୁ ଦିଅ। କହେି ଯଦି ତୁମ୍ଭଠାରୁ ଧାର ନବୋକୁ ଇଚ୍ଛାକରେ, ତବେେ ତା ହକେୁ ମନା କରନାହିଁ।
ଯୀଶୁ କହିଲେ, ମୁଁ କହୁଛି, ତୁମ୍ଭେ ତାକୁ ନିଶ୍ଚିତ ରୂପରେ ସାତଥର ଠାରୁ ଅଧିକ ଥର କ୍ଷମା କରିବା ଉଚିତ। ଏପରିକି ଯଦି ସେ ସାତଗୁଣ ସତୁରି ଥର ପର୍ୟ୍ଯନ୍ତ ମଧ୍ଯ ତୁମ୍ଭ ପ୍ରତି ଅପରାଧ କରେ, ତବେେ ମଧ୍ଯ ତୁମ୍ଭେ କ୍ଷମା ଦବୋ ଜାରି ରଖ।
ଯଦି କହେି ତୁମ୍ଭକୁ କିଛି ମାଗୁଛି, ତାହା ତା'କୁ ଦଇଦେିଅ। ଯଦି କୌଣସି ଲୋକ ତୁମ୍ଭର କିଛି ନଇେ ଯାଏ, ତବେେ ତାହା ତା'କୁ ଫେ ରଇେ ଦବୋକୁ କୁହ ନାହିଁ।
ଯଦି ତୁମ୍ଭର ଭାଇ ଦିନ ଭିତ ରେ ତୁମ୍ଭ ପ୍ରତି ସାତଥର ଅନ୍ଯାୟ କରେ ଓ ପ୍ରତିଥର ଆସି କ ହେ ଯେ, ସେ ଏଥିପାଇଁ ଦୁଃଖିତ, ତବେେ ତାକୁ କ୍ଷମା କରି ଦିଅ।
ସମାନଙ୍କେ ମଧିଅରେ ଆଗାବା ନାମକ ଜଣେ ଭାବବାଦୀ ଥିଲେ। ସେ ପବିତ୍ର ଆତ୍ମା ରେ ପୂର୍ଣ୍ଣ ହାଇେ ଭବିଷ୍ଯଦ୍ବାଣୀ କହିଲେ, ଏ ସମଗ୍ର ପୃଥିବୀ ରେ ମହାଦୁର୍ଭିକ୍ଷ ପଡ଼ିବ, ସହେି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ। ଏହି ଦୁର୍ଭିକ୍ଷ କ୍ଲାଉଦିଅ କାଇସରଙ୍କ ସମୟରେ ପଡିଥିଲେ।
ଏକଆ ରକରେ ସାହାୟ୍ଯ କର ଭାଇ ଓ ଭଉଣୀମାନେ ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରି ପା ରେ। ସେତବେେଳେ ତୁମ୍ଭମାନେେ ଆତ୍ମିକ ଲୋକ ହାଇେଥିବାରୁ, ଭଦ୍ରତା ସହକା ରେ ଭୁଲକାର୍ୟ୍ଯ କରୁଥିବା ଲୋକଟିକୁ ସଂଶୋଧନ ହବୋ ପାଇଁ ସାହାୟ୍ଯ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭମାନେେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷା ରେ ପଡ଼ି ନ ଯାଅ।
ଏହା ଅତ୍ଯନ୍ତ ମନ୍ଦ ସମୟ ହାଇେ ଥିବାରୁ, ଭଲ କାମ କରିବା ପାଇଁ ମିଳୁଥିବା କୌଣସି ସୁଯୋଗକୁ ଛାଡ଼ ନାହିଁ।
ଧନୀ ଲୋକମାନଙ୍କୁ କୁହ ଯେ ସମାନେେ ଭଲ କାମ କରନ୍ତୁ। ସମାନଙ୍କେୁ କୁହ ଯେ, ଭଲ କାମ କରିବା ରେ ସମାନେେ ଧନୀ ହୁଅନ୍ତୁ।
ବନ୍ଦୀଘ ରେ ଥିବା ସହେି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭମାନେେ ନିଜେ ମଧ୍ଯ ବନ୍ଦୀଘ ରେ ଥିବା ଭଳି ସମାନଙ୍କେୁ ମନେ ରଖ। ଯେଉଁମାନେ ଯାତନା ପାଉଛନ୍ତି, ସମାନଙ୍କେୁ ମଧ୍ଯ ଭୁଲ ନାହିଁ। ମନେ ରଖ ଯେ, ତୁମ୍ଭମାନେେ ମଧ୍ଯ ସମାନଙ୍କେ ସ୍ଥାନ ରେ ଭବିଷ୍ଯତ ରେ ରହିପାର।