Home Bibles ମାଥିଉଲିଖିତ ସୁସମାଚାର 13:3 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 13:3 · ଓଡ଼ିଆ ବାଇବେଲ

ତା'ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ଯମ ରେ ଅନକେ ଉପଦେଶ ଦେଲେ। ଯୀଶୁ କହିଲେ, ଗୋଟିଏ କୃଷକ ତା କ୍ଷତେ ରେ ବୀଜ ବୁଣିବାକୁ ଗଲା।

Cross references

ବିଚାରକର୍ତାମାନଙ୍କ ବିବରଣ 9:8

ଏକ ସମୟରେ ବୃକ୍ଷସବୁ ନିଜ ଉପରେ ରାଜା ଅଭିଷକେ କରିବାକୁ ଗଲେ। ସମାନେେ ଜିତ ବୃକ୍ଷକକ୍ସ୍ଟ କହିଲେ, ତୁମ୍ଭେ ଆମ୍ଭମାନଙ୍କ ଉପରେ ରାଜତ୍ବ କର।

ଦିତୀୟ ଶାମୁୟେଲ 12:1

ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।

ଗୀତସଂହିତା 49:4

ମୁଁ ସେ ସବୁ ୟେ ଶୁଣି ଅଛି ଓ ବର୍ତ୍ତମାନ ମୁଁ ସେ ସବୁକୁ ମାରେ ବୀଣାବାଦନ ସହିତ ଗାଯନ କରିବି ଏବଂ ତୁମ୍ଭ ନିକଟରେ ସହେି ଗୁଢ଼ ବିଷଯସବୁ ପ୍ରକାଶ କରିବି।

ଗୀତସଂହିତା 78:2

ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ୟାହାକି ବୁଝିବା ପାଇଁ କଷ୍ଟକର।

ଯିଶାଇୟ 5:1

ବର୍ତ୍ତମାନସମାରପ୍ରିଯତମ ପରଲମଶ୍ବରଙ୍କ ଉଦ୍ଦଲଶ୍ଯସର ଏକ ସଙ୍ଗୀତ ଗାନ କରିବି। ଏହି ସଙ୍ଗୀତଟିସମାର ପ୍ରିଯତମ ପ୍ରଭୁ ଓ ଇଶ୍ରାଲୟଲର ଦ୍ରାକ୍ଷାକ୍ଷଲତ୍ର ବିଷଯସର ଅଲଟ।ସମାରପ୍ରିଯତମ ପ୍ରଭୁଙ୍କର ଉର୍ବର ପର୍ବତ ଉପସର ଏକ ଦ୍ରାକ୍ଷାକ୍ଷଲତ୍ର ଥିଲା।

ଯିହିଜିକଲ 17:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ପୁତ୍ରଗଣଙ୍କ ନିମନ୍ତେ ଏକ ପ୍ର ହଳେିକା ଉପସ୍ଥାପନ କର ଏବଂ ସମାନଙ୍କେୁ ଏକ ନୀତିକଥା କୁହ।

ଯିହିଜିକଲ 20:49

ଏଥି ରେ ମୁଁ (ଯିହିଜିକଲ) କହିଲି, ହେ ସଦାପ୍ରଭୁ ମାରେ ପ୍ରଭୁ ସମାନେେ ମାେ ବିଷଯ ରେ କହୁଛନ୍ତି, ସେ କବଳେ ନୀତିବାକ୍ଯ କହୁଛି।

ଯିହିଜିକଲ 24:3

ଏହି ବିଦ୍ରୋହୀ ଲୋକମାନଙ୍କ ବିରୁଦ୍ଧ ରେ ଗୋଟିଏ ନୀତିଗଳ୍ପ କୁହ। ସମାନଙ୍କେୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ହଣ୍ଡା ନିଆଁ ରେ ବସାଅ ଓ ତାହା ମଧିଅରେ ପାଣି ଢ଼ାଳି ଦିଅ।

ମୀଖା 2:4

ତା'ପ ରେ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଗୀତ ଗାଇବେ। ତାହା ଏକ ଦୁଃଖର ସଙ୍ଗୀତ ହବେ। ସମାନେେ ବିଳାପ କରି କହିବେ, 'ଆମ୍ଭମାନେେ ଧ୍ବଂସ ହାଇଗେଲୁ, ସଦାପ୍ରଭୁ ଆମ୍ଭର ଭୂମି ନଇଗେଲେ ଏବଂ ଅନ୍ୟ ଲୋକକୁ ତାହା ଦେଲେ। ଆମ୍ଭର ଭୂମିକୁ ଭାଗଭାଗ କରି ଶତୃମାନଙ୍କୁ ବାଣ୍ଟି ଦେଲେ।

ହବକକୂକ 2:6

କିନ୍ତୁ ଖୁବ୍ ଶୀଘ୍ର ସହେି ଲୋକମାନେ ତାକୁ ଉପହାସ କରିବେ। ସମାନେେ ତା'ର ପରାଜଯ ବିଷଯ ରେ ଗପ କରିବେ। ସମାନେେ ତାକୁ ପରିହାସ କରି କହିବେ, 'ତାକୁ ଧିକ୍, ୟିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନଇୟୋଏ। ଆଉ କେତଦେିନ ପର୍ୟ୍ଯନ୍ତ ସେ ଋଣ ସଂଗ୍ରହ ଦ୍ବାରା ଧନୀ ହବେ? ସର୍ବଶଷେ ରେ ତା'ର ସମ୍ପଦସବୁ ତା' ଉପ ରେ ବୋଝ ହବେ।'

ମାଥିଉଲିଖିତ ସୁସମାଚାର 13:10

ଶଷ୍ଯମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ତୁମ୍ଭେ ସମାନଙ୍କେୁ ଦୃଷ୍ଟାନ୍ତ ମାଧ୍ଯମ ରେ କାହିଁକି ଶିକ୍ଷା ଦେଉଛ?

ମାଥିଉଲିଖିତ ସୁସମାଚାର 13:34

ଯୀଶୁ ସବୁ କିଛି କାହାଣୀ ମାଧ୍ଯମ ରେ କହୁଥିଲେ। ବାସ୍ତବ ରେ ସେ ସମାନଙ୍କେୁ କାହାଣୀ ମାଧ୍ଯମ ଛଡା କିଛି କହୁନଥିଲେ।

ମାଥିଉଲିଖିତ ସୁସମାଚାର 13:53

ଯୀଶୁ ଏହି ସବୁ ଦୃଷ୍ଟାନ୍ତ କହିସାରିଲା ପରେ ସେ ସ୍ଥାନ ଛାଡି ଚାଲିଗଲେ।

ମାଥିଉଲିଖିତ ସୁସମାଚାର 22:1

ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରଯୋଗ କଲେ।

ମାଥିଉଲିଖିତ ସୁସମାଚାର 24:32

ଡ଼ିମ୍ବିରି ଗଛରୁ ଗୋଟିଏ ଶିକ୍ଷା ଲାଭ କର। ଯେତବେେଳେ ଡ଼ିମ୍ବିରି ଗଛର ଡ଼ାଳଗୁଡ଼ିକ ଶାଗୁଆ ଓ ନରମ ହୁଏ, ସେତବେେଳେ ତୁମ୍ଭେ ଜାଣ ଯେ, ଖରାଦିନ ଶୀଘ୍ର ଆସିୟିବ।

ମାର୍କଲିଖିତ ସୁସମାଚାର 3:23

ତେଣୁ ଯୀଶୁ ସମାନଙ୍କେୁ ପାଖକୁ ଡାକିଲେ ଏବଂ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ବୁଝାଇଲେ, ଶୟତାନ କିପରି ଶୟତାନକୁ ତଡି ଦଇେ ପାରିବ?

ମାର୍କଲିଖିତ ସୁସମାଚାର 4:2

ଯୀଶୁ ଡଙ୍ଗା ରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସମାନଙ୍କେୁ ଉପଦେଶ ଦବୋ ପାଇଁ ଅନକଗେୁଡିଏ ଦୃଷ୍ଟାନ୍ତ ଦେଲେ। ତାହାଙ୍କ ଶିକ୍ଷା ରେ ସେ କହିଲେ,

ମାର୍କଲିଖିତ ସୁସମାଚାର 4:13

ତା'ପରେ ଯୀଶୁ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏହି ଦୃଷ୍ଟାନ୍ତ ବୁଝି ପାରୁଛ କି? ତବେେ ଅନ୍ୟ ଦୃଷ୍ଟାନ୍ତଗୁଡିକ କିପରି ବୁଝିବ?

ମାର୍କଲିଖିତ ସୁସମାଚାର 4:33

ଯୀଶୁ ଏହି ଭଳି ଅନକେ ଦୃଷ୍ଟାନ୍ତ ମାଧ୍ଯମ ରେ ସମାନଙ୍କେୁ ଉପଦେଶ ପ୍ରଦାନ କରୁଥିଲେ। ସମାନଙ୍କେର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସମାନଙ୍କେୁ କହୁଥିଲେ।

ମାର୍କଲିଖିତ ସୁସମାଚାର 12:1

ଯୀଶୁ ଦୃଷ୍ଟାନ୍ତ ମାଧ୍ଯମ ରେ ଲୋକମାନଙ୍କୁ ଶିକ୍ଷା ଦେଲେ; ସେ କହିଲେ, ଜଣେ ଲୋକ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଲଗାଇଲା। ତାହାର ଚାରିପଟେ ପାଚରେୀ କରି ଦଲୋ। ଦ୍ରାକ୍ଷାରସ ସଂଗ୍ରହ କରିବା ପାଇଁ ଗୋଟିଏ କୁଣ୍ଡ ତିଆରି କଲା। ସେ ପ୍ରହରୀ ଗୃହଟି ମଧ୍ଯ ତିଆରି କଲା। ସେ କେତକେ କୃଷକଙ୍କୁ ସହେି ବଗିଚାକୁ ଭାଗ ରେ ଦଲୋ, ତା'ପରେ ସେ ପରିଭ୍ରମଣ ଉଦ୍ଦେଶ୍ଯ ରେ ସେ ସ୍ଥାନ ଛାଡି ଚାଲିଗଲା।

ମାର୍କଲିଖିତ ସୁସମାଚାର 12:12

ଏହି ଯିହୂଦୀନେତାମାନେ ଯୀଶୁଙ୍କ ଦୃଷ୍ଟାନ୍ତ ଶୁଣିଲେ। ଏହା ସମାନଙ୍କେ ଉଦ୍ଦେଶ୍ଯ ରେ ଥିଲା ବୋଲି ସମାନେେ ଜାଣି ପାରିଲେ। ତେଣୁ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ସମାନେେ ଉପାୟ ଖାଜେି ବସିଲେ। କିନ୍ତୁ ସମାନେେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସମାନେେ ଯୀଶୁଙ୍କୁ ଛାଡି ଚାଲିଗଲେ।

ଲୂକଲିଖିତ ସୁସମାଚାର 8:5

ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ ରେ ଯାଇ ପଡିଲା। ଏହି ବୀଜଗୁଡିକ ଲୋକଙ୍କ ପାଦ ରେ ଚକଟି ହାଇଗେଲା ଓ ଚଢଇମାନେେ ସଗେୁଡିକୁ ଖାଇଗଲେ।

ଲୂକଲିଖିତ ସୁସମାଚାର 8:10

ଯୀଶୁ କହିଲେ, ପରମେଶ୍ବରଙ୍କ ରାଜ୍ଯର ନିଗୁଢ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହାଇେଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ଯ ବିଷୟ ରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ଯବହାର କରୁଛି।

ଲୂକଲିଖିତ ସୁସମାଚାର 12:41

ପିତର ପଚାରିଲେ, ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?

ଲୂକଲିଖିତ ସୁସମାଚାର 15:3

ଯୀଶୁ ସମାନଙ୍କେୁ ଏହି ଦୃଷ୍ଟାନ୍ତ କହିଲେ:

ଯୋହନଲିଖିତ ସୁସମାଚାର 16:25

ମୁଁ ତୁମ୍ଭକୁ ସାଙ୍କତେିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତବେେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟ ରେ ସରଳ ଭାଷା ରେ କହିବି।

Interlinear

Choose Theme