Home Bibles ଲୂକଲିଖିତ ସୁସମାଚାର 12:41 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 12:41 · ଓଡ଼ିଆ ବାଇବେଲ

ପିତର ପଚାରିଲେ, ପ୍ରଭୁ! ଏହି ଦୃଷ୍ଟାନ୍ତ ଆପଣ ଆମ୍ଭ ପାଇଁ କହୁଛନ୍ତି ନା ସମସ୍ତଙ୍କ ପାଇଁ?

Cross references

ମାର୍କଲିଖିତ ସୁସମାଚାର 13:37

ମୁଁ ତୁମ୍ଭକୁ ଯାହା କହୁଛି, ସମସ୍ତଙ୍କୁ ସହେି ଏକା କଥା କହୁଛି ଯେ ସର୍ବଦା ପ୍ରସ୍ତୁତ ରୁହ।

ମାର୍କଲିଖିତ ସୁସମାଚାର 14:37

ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କ ପାଖକୁ ଫରେି ଆସିଲେ। ସେ ସମାନଙ୍କେୁ ଶାଇେ ପଡିଥିବାର ଦେଖିଲେ। ସେ ପିତରଙ୍କୁ କହିଲେ, ଶିମାନେ, ତୁମ୍ଭେ ଶାଇେ ପଡିଲ? ତୁମ୍ଭେ ଘଣ୍ଟାଏ ପାଇଁ ଚଇେଁ ରହି ପାରିଲ ନାହିଁ?

ପିତରଙ୍କ ପ୍ରଥମ ପତ୍ 4:7

ସବୁ ବିଷୟ ସମାପ୍ତ ହବୋର ସମୟ ନିକଟତର ହେଲାଣି। ଅତଏବ ନିଜର ମନକୁ ଶୁଚି ରଖ ଏବଂ ନିଜକୁ ସଂୟତ କର। ଏହା ତୁମ୍ଭକୁ ପ୍ରାର୍ଥନା କରିବା ରେ ସାହାୟ୍ଯ କରିବ।

ପିତରଙ୍କ ପ୍ରଥମ ପତ୍ 5:8

ନିଜକୁ ସଂୟଜ କର ଓ ସାବଧାନ ରୁହ। ଶୟତାନ ହେଉଛି ତୁମ୍ଭର ଶତ୍ରୁ। ସେ ଗର୍ଜନ କରୁଥିବା ସିଂହ ଭଳି କାହାକୁ ମାରି ଖାଇବା ପାଇଁ ଚାରିଆଡ଼େ ଖାଜେି ବୁଲୁଛି।

Interlinear

Choose Theme