Home Bibles ଲୂକଲିଖିତ ସୁସମାଚାର 8:5 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 8:5 · ଓଡ଼ିଆ ବାଇବେଲ

ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ ରେ ଯାଇ ପଡିଲା। ଏହି ବୀଜଗୁଡିକ ଲୋକଙ୍କ ପାଦ ରେ ଚକଟି ହାଇଗେଲା ଓ ଚଢଇମାନେେ ସଗେୁଡିକୁ ଖାଇଗଲେ।

Cross references

ଆଦି ପୁସ୍ତକ 15:11

ଏହାପରେ, ଅନ୍ୟ ବନ୍ଯ ପକ୍ଷୀ ସହେି ମୃତ ପ୍ରାଣୀଙ୍କ ଉପରେ ଝାମ୍ପ ମାରିଲେ ଏବଂ ଅବ୍ରାମ ସମାନଙ୍କେୁ ଘଉଡ଼ାଇ ଦେଲେ।

ଗୀତସଂହିତା 119:118

ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ଯବସ୍ଥାରୁ ଦୂରଇେ ୟାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ। କାରଣ ସମାନେେ ମିଥ୍ଯାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ବସ୍ତ ନୁହଁନ୍ତି।

ମାଥିଉଲିଖିତ ସୁସମାଚାର 5:13

ତୁମ୍ଭମାନେେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଦେ ସ୍ବାଦହୀନ ହାଇଯୋଏ, ତବେେ ତାକୁ ଆଉଥରେ ଲୁଣିଆ କରା ଯାଇ ନପା ରେ। ଲୁଣ ଆପଣା ଲୁଣିଆ ସ୍ବାଦ ହରାଇଲେ ଆଉ କୌଣସି କାମ ରେ ଲାଗିପାରିବ ନାହିଁ। ତାକୁ ବାହା ରେ ଫିଙ୍ଗି ଦିଆୟିବ। ଲୋକେ ତାକୁ ପାଦ ରେ ଚକଟି ଗ୍ଭଲିଯିବେ।

ମାଥିଉଲିଖିତ ସୁସମାଚାର 13:3

ତା'ପରେ ଯୀଶୁ ଲୋକଙ୍କୁ କାହାଣୀ ମାଧ୍ଯମ ରେ ଅନକେ ଉପଦେଶ ଦେଲେ। ଯୀଶୁ କହିଲେ, ଗୋଟିଏ କୃଷକ ତା କ୍ଷତେ ରେ ବୀଜ ବୁଣିବାକୁ ଗଲା।

ମାଥିଉଲିଖିତ ସୁସମାଚାର 13:18

ତବେେ କୃଷକ ସମ୍ବନ୍ଧୀୟ ଦୃଷ୍ଟାନ୍ତର ଅର୍ଥ ଶୁଣ।

ମାଥିଉଲିଖିତ ସୁସମାଚାର 13:24

ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। ସ୍ବର୍ଗରାଜ୍ଯ ଜଣେ ବ୍ଯକ୍ତି ଭଳି ଯେ କି ନିଜ ଜମି ରେ ଭଲ ବୀଜ ବୁଣିଥିଲେ।

ମାଥିଉଲିଖିତ ସୁସମାଚାର 13:37

ଯୀଶୁ କହିଲେ, ଯେଉଁ ଲୋକ ଜଣକ କ୍ଷତେ ରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ଯପୁତ୍ର

ମାର୍କଲିଖିତ ସୁସମାଚାର 4:2

ଯୀଶୁ ଡଙ୍ଗା ରେ ଥାଇ ଲୋକମାନଙ୍କୁ ଶିକ୍ଷା ଦେଲେ। ସେ ସମାନଙ୍କେୁ ଉପଦେଶ ଦବୋ ପାଇଁ ଅନକଗେୁଡିଏ ଦୃଷ୍ଟାନ୍ତ ଦେଲେ। ତାହାଙ୍କ ଶିକ୍ଷା ରେ ସେ କହିଲେ,

ମାର୍କଲିଖିତ ସୁସମାଚାର 4:15

େ ବେଳବେଳେ ବାକ୍ଯ ରାସ୍ତା ରେ ପଡି ଯାଏ। କେତକେ ଲକେ ଏହି ରାସ୍ତା ଭଳି, ସହେି ଲୋକମାନେ ପରମେଶ୍ବରଙ୍କ ବାକ୍ଯ ଶୁଣନ୍ତି କିନ୍ତୁ ଶୟତାନ ତତ୍କ୍ଷଣାତ୍ ଆସି ସମାନଙ୍କେ ମଧିଅରେ ବୁଣ ଯାଇ ଥିବା ବାକ୍ଯକୁ ନଇେ ଯାଏ।

ମାର୍କଲିଖିତ ସୁସମାଚାର 4:26

ଯୀଶୁ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ, ଜମି ରେ ବୀଜ ବୁଣୁଥିବା ଲୋକଟିଏ ଭଳି।

ଲୂକଲିଖିତ ସୁସମାଚାର 8:11

ଦୃଷ୍ଟାନ୍ତର ଏହାହିଁ ଅର୍ଥ: ବୀଜ ଦେଉଛି ପରମେଶ୍ବରଙ୍କ ଉପଦେଶ।

ଏବ୍ରୀ 2:1

ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟ ରେ ଅଧିକ ମନୋୟୋଗୀ ହବୋ ଦରକାର, ନଚେତ୍ ସତ୍ଯମାର୍ଗରୁ ବିଚଳିତ ହାଇେ ପଥଭ୍ରଷ୍ଟ ହବେୁ।

ଯାକୁବଙ୍କ ପତ୍ 1:23

ଯଦି ଜଣେ ପରମେଶ୍ବରଙ୍କ ଶିକ୍ଷାକୁ କବଳେ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣ ରେ ନିଜ ମୁହଁ ଦେଖିଲା ଭଳି ଅଟେ।

Interlinear

Choose Theme