Home Bibles ☰ Books ମାର୍କଲିଖିତ ସୁସମାଚାର 8:3 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 8:3 · ଓଡ଼ିଆ ବାଇବେଲ

କିଛି ନ ଖୁଆଇ, ସମାନଙ୍କେୁ ଯଦି ମୁଁ ପଠାଇ ଦିଏ, ତବେେ ସମାନେେ ମୂର୍ଚ୍ଛା ହାଇେ ରାସ୍ତା ରେ ଢଳି ପଡିବେ। କେତକେ ଲୋକ ବହୁତ ଦୂରରୁ ଆସିଛନ୍ତି।

Cross references

ବିଚାରକର୍ତାମାନଙ୍କ ବିବରଣ 8:4

ଏହାପରେ ଗିଦ୍ଦିୟୋନ ଓ ତାଙ୍କର 300 ଲୋକ ୟର୍ଦ୍ଦନ ନଦୀ ପାର ହେଲେ। ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ଥିଲେ।

ପ୍ରଥମ ଶାମୁୟେଲ 14:28

ଜଣେ ସୈନିକ ଯୋନାଥନକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ବାପା ୈସନ୍ଯମାନଙ୍କୁ ବାଧ୍ଯ କରିଛନ୍ତି ୟିଏ ଆଜି ଖାଇବ, ସେ ଦଣ୍ତିତ ହବେ। ତେଣୁ ଲୋକମାନେ ଖାଇ ନାହାଁନ୍ତି ଓ ଦୁର୍ବଳ ଅନକ୍ସ୍ଟଭବ କରୁଛନ୍ତି।

ପ୍ରଥମ ଶାମୁୟେଲ 30:10

ତେଣୁ ଦାଉଦ ତାଙ୍କର ଅନ୍ୟ 400 ଜଣ ଲୋକମାନଙ୍କୁ ନଇେ ଅମାଲକେୀଯମାନଙ୍କ ପଛ ରେ ଗୋଡ଼ାଇଲେ।

ଯିଶାଇୟ 40:31

ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖନ୍ତି, ସମାନେେ ନୂତନ ବଳ ପାଆନ୍ତି। ସମାନେେ ଚିଲ ପକ୍ଷୀପରି ଆକାଶ ରେ ଉଡ଼ନ୍ତି। ସମାନେେ କ୍ଲାନ୍ତ ନ ହାଇେ ସମାନେେ ଗମନ କରିବେ।

Interlinear

Choose Theme