Home Bibles ବିଚାରକର୍ତାମାନଙ୍କ ବିବରଣ 8:4 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 8:4 · ଓଡ଼ିଆ ବାଇବେଲ

ଏହାପରେ ଗିଦ୍ଦିୟୋନ ଓ ତାଙ୍କର 300 ଲୋକ ୟର୍ଦ୍ଦନ ନଦୀ ପାର ହେଲେ। ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧାର୍ତ୍ତ ଥିଲେ।

Cross references

ବିଚାରକର୍ତାମାନଙ୍କ ବିବରଣ 7:25

ଇଫ୍ରଯିମର ଲୋକମାନେ ମିଦିଯନର ଦକ୍ସ୍ଟଇ ନତେୃବର୍ଗଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ସେବ୍ ଓ ଓ ରବେ ଥିଲେ। ଇଫ୍ରଯିମ ଲୋକମାନେ ଓ ରେବ୍କକ୍ସ୍ଟ, ଓ ରବେ-ଶୈଳ ନିକଟରେ ହତ୍ଯା କଲେ। ସମାନେେ ସେବ୍କକ୍ସ୍ଟ ସବରେ ଦ୍ରାକ୍ଷାକକ୍ସ୍ଟଣ୍ତ ନିକଟରେ ହତ୍ଯା କଲେ। ସମାନେେ ମିଦିଯନୀଯକକ୍ସ୍ଟ ନିରନ୍ତର ଘଉଡାଇବାକକ୍ସ୍ଟ ଲାଗିଲେ ଏବଂ ସେ ଓ ରବେ ଓ ସବରେ ମସ୍ତକକକ୍ସ୍ଟ ଗିଦ୍ଦିୟୋନକକ୍ସ୍ଟ ଆଣିଲେ। ସହେି ସମୟରେ ଗିଦ୍ଦିୟୋନ ୟର୍ଦ୍ଦନ ନଦୀର ଆରପାରି ରେ ଥିଲେ।

ପ୍ରଥମ ଶାମୁୟେଲ 14:28

ଜଣେ ସୈନିକ ଯୋନାଥନକକ୍ସ୍ଟ କହିଲା, ତକ୍ସ୍ଟମ୍ଭ ବାପା ୈସନ୍ଯମାନଙ୍କୁ ବାଧ୍ଯ କରିଛନ୍ତି ୟିଏ ଆଜି ଖାଇବ, ସେ ଦଣ୍ତିତ ହବେ। ତେଣୁ ଲୋକମାନେ ଖାଇ ନାହାଁନ୍ତି ଓ ଦୁର୍ବଳ ଅନକ୍ସ୍ଟଭବ କରୁଛନ୍ତି।

ପ୍ରଥମ ଶାମୁୟେଲ 14:31

ପକ୍ସ୍ଟଣି ସଦେିନ ଇଶ୍ରାୟେଲୀୟମାନେ ପଲେଷ୍ଟୀୟଙ୍କକ୍ସ୍ଟ ପରାସ୍ତ କଲେ। ସମାନେେ ମିକ୍ମସ୍ ଠାରକ୍ସ୍ଟ ଅଯାଲୋନ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କ ସହ ୟକ୍ସ୍ଟଦ୍ଧ କଲେ। ତେଣୁ ସମାନେେ କ୍ଲାନ୍ତ ଓ କ୍ଷକ୍ସ୍ଟଧିତ ହାଇପଡେିଲେ।

ପ୍ରଥମ ଶାମୁୟେଲ 30:8

ତା'ପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ମୁ ଏହି ସୈନ୍ଯଦଳ ପେଛ ପେଛ ଗୋଡ଼ାଇଲେ, ମୁ ସମାନଙ୍କେୁ ଧରି ପାରିବି କି?

ପ୍ରଥମ ଶାମୁୟେଲ 30:10

ତେଣୁ ଦାଉଦ ତାଙ୍କର ଅନ୍ୟ 400 ଜଣ ଲୋକମାନଙ୍କୁ ନଇେ ଅମାଲକେୀଯମାନଙ୍କ ପଛ ରେ ଗୋଡ଼ାଇଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:8

ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ଯା ଆମକୁ ଚାପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନକେ ସମୟରେ କ'ଣ କରିବାକୁ ହବେ ତାହା ଆମ୍ଭେ ଜାଣି ପାରୁନାହୁଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:16

ସେଥିପାଇଁ ଆମ୍ଭେ କବେେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ଯିକ ଶରୀର କ୍ଷୀଣ ହାଇେ ଯାଉଛି, କିନ୍ତୁ ଆମ୍ଭର ଅନ୍ତଃରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହାଇେ ଯାଉଅଛି।

ଗାଲାତୀୟଙ୍କ ପ୍ରତି ପତ୍ର 6:9

ଆମ୍ଭେ ଉତ୍ତମ କାର୍ୟ୍ଯ କରିବା ରେ ଥକିୟିବା ନାହିଁ। କାରଣ ଉପୟୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।

ଏବ୍ରୀ 12:1

ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ ଲୋକ ରହିଛନ୍ତି। ବିଶ୍ବାସ ବିଷୟ ରେ ସମାନଙ୍କେ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସମାନଙ୍କେ ଭଳି ହବୋ ଉଚିତ। ଆମ୍ଭେ ଜୀବନ ରେ ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, ସଗେୁଡ଼ିକୁ ଆମ୍ଭେ ଆଡ଼ଇେ ଦବୋ ଉଚିତ ଓ ଆମ୍ଭ ସମ୍ମୁଖ ରେ ଥିବା ଦୌଡ଼ ରେ ଦୌଡ଼ିବା ଉଚିତ। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜ ରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ଯାଗ କରିବା ଉଚିତ।

Interlinear

Choose Theme