ମାର୍କଲିଖିତ ସୁସମାଚାର 8:27 · ଓଡ଼ିଆ ବାଇବେଲ
ତା'ପରେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ କାଇସରୀଆ ଫିଲିପ୍ପୀ ଅଞ୍ଚଳର ଗାଁମାନଙ୍କୁ ଗଲେ। ବାଟରେ ସେ ତାହାଙ୍କ ଶିଷ୍ଯମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ କହୁଛନ୍ତି?
Cross references
ମାଥିଉଲିଖିତ ସୁସମାଚାର 16:13
ଯୀଶୁ କାଇସରିଯା ଫିଲିପ୍ପୀ ଅଞ୍ଚଳକୁ ଆସିବା ପରେ ଶିଷ୍ଯମାନଙ୍କୁ କହିଲେ, ମୁଁ ହେଉଛି ମନୁଷ୍ଯପୁତ୍ର ମୁଁ କିଏ ବୋଲି ଲୋକେ ମାେ ବିଷୟ ରେ କ'ଣ କହୁଛନ୍ତି?
ଲୂକଲିଖିତ ସୁସମାଚାର 9:18
ଥରେ ଯୀଶୁ ଏକୁଟିଆ ପ୍ରାର୍ଥନା କରୁଥିଲେ। ତାହାଙ୍କ ଶିଷ୍ଯମାନେ ଏକାଠି ମିଳି ସହେିସ୍ଥାନକୁ ଆସିଲେ। ଯୀଶୁ ସମାନଙ୍କେୁ ପଚାରିଲେ, ମୁଁ କିଏ ବୋଲି ଲୋକେ କ'ଣ ସବୁ କହୁଛନ୍ତି?