Home Bibles ମାର୍କଲିଖିତ ସୁସମାଚାର 8:26 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 8:26 · ଓଡ଼ିଆ ବାଇବେଲ

ଯୀଶୁ ତାକୁ ଘରକୁ ପଠଇେ ଦେଲେ ଓ କହିଲେ, ଗାଁ ଭିତରକୁ ତୁମ୍ଭେ ଏବେ ଆଦୌ ୟିବ ନାହିଁ।

Cross references

ମାଥିଉଲିଖିତ ସୁସମାଚାର 8:4

ତାପରେ ଯୀଶୁ ତାହାକୁ କହିଲେ, ଦେଖ, ଏ ବିଷୟ ରେ କାହାକୁ କିଛି କୁହନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦଖାେଅ। ମାଶାଙ୍କେ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ବାରା ଲୋକଙ୍କୁ ଦେଖଇେ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହାଇେ ଯାଇଛ।

ମାଥିଉଲିଖିତ ସୁସମାଚାର 9:30

ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସମାନଙ୍କେୁ ଦୃଢଭାବରେ ଚତାବେନୀ ଦଇେ କହିଲେ, ଏ ବିଷୟ ଅନ୍ୟକୁ କହିବ ନାହିଁ।

ମାଥିଉଲିଖିତ ସୁସମାଚାର 12:16

କିନ୍ତୁ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ଏ କଥା କାହାରି ଆଗ ରେ ପ୍ରକାଶ କରିବ ନାହିଁ।

ମାର୍କଲିଖିତ ସୁସମାଚାର 5:43

ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଆଙ୍କୁ ଦୃଢ ଭାବରେ ନିର୍ଦ୍ଦେଶ ଦେଲେ। ତା ପରେ ଯୀଶୁ ଝିଅଟିର ବାପା-ମାଆଙ୍କୁ ଝିଅକୁ କିଛି ଖାଇବାକୁ ଦବୋକୁ କହିଲେ।

ମାର୍କଲିଖିତ ସୁସମାଚାର 7:36

ଯୀଶୁ ସମାନଙ୍କେୁ ଆଜ୍ଞା ଦେଲେ ଯେ ଏ ବିଷୟ ରେ କାହାକୁ କିଛି ଯେପରି ନକୁହନ୍ତି। ଯୀଶୁ ସଦା ବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସମାନେେ ଅନ୍ୟ କାହାକୁ ତାହାଙ୍କ ବିଷୟ ରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମ ରେ ଲୋକେ ତାହାଙ୍କ ବିଷୟ ରେ ଅଧିକରୁ ଅଧିକ ପ୍ରଚାର କରୁଥିଲେ।

ମାର୍କଲିଖିତ ସୁସମାଚାର 8:23

ଯୀଶୁ ଅନ୍ଧ ଲୋକଟିର ହାତ ଧରି ତାକୁ ଗାଁ ବାହାରକୁ କଢାଇ ନଇଗେଲେ। ସେ ଅନ୍ଧଟିର ଆଖି ରେ ଛପେ ପକାଇଲେ। ତା ଉପରେ ହାତ ରଖି ତାକୁ ପଚାରିଲେ, ତୁମ୍ଭେ କିଛି ଦେଖି ପାରୁଛ କି?

Interlinear

Choose Theme