Home Bibles ☰ Books ମାର୍କଲିଖିତ ସୁସମାଚାର 5:43 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 5:43 · ଓଡ଼ିଆ ବାଇବେଲ

ଯୀଶୁ ଏ କଥା ଲୋକମାନଙ୍କୁ ନ କହିବା ପାଇଁ ଝିଅର ବାପା-ମାଆଙ୍କୁ ଦୃଢ ଭାବରେ ନିର୍ଦ୍ଦେଶ ଦେଲେ। ତା ପରେ ଯୀଶୁ ଝିଅଟିର ବାପା-ମାଆଙ୍କୁ ଝିଅକୁ କିଛି ଖାଇବାକୁ ଦବୋକୁ କହିଲେ।

Cross references

ମାଥିଉଲିଖିତ ସୁସମାଚାର 8:4

ତାପରେ ଯୀଶୁ ତାହାକୁ କହିଲେ, ଦେଖ, ଏ ବିଷୟ ରେ କାହାକୁ କିଛି କୁହନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦଖାେଅ। ମାଶାଙ୍କେ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ବାରା ଲୋକଙ୍କୁ ଦେଖଇେ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହାଇେ ଯାଇଛ।

ମାଥିଉଲିଖିତ ସୁସମାଚାର 9:30

ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସମାନଙ୍କେୁ ଦୃଢଭାବରେ ଚତାବେନୀ ଦଇେ କହିଲେ, ଏ ବିଷୟ ଅନ୍ୟକୁ କହିବ ନାହିଁ।

ମାଥିଉଲିଖିତ ସୁସମାଚାର 12:16

କିନ୍ତୁ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ଏ କଥା କାହାରି ଆଗ ରେ ପ୍ରକାଶ କରିବ ନାହିଁ।

ମାଥିଉଲିଖିତ ସୁସମାଚାର 17:9

ଯୀଶୁ ଓ ଶିଷ୍ଯମାନେ ପର୍ବତ ଉପରୁ ତଳକୁ ଓହ୍ଲାଉଥିଲେ। ଯୀଶୁ ଶିଷ୍ଯମାନଙ୍କୁ ଆଦେଶ ଦେଲେ, ପର୍ବତ ଉପରେ ତୁମ୍ଭମାନେେ ଯାହାସବୁ ଦେଖିଲ, ତାହା କାହାକୁ କହିବ ନାହିଁ। ମନୁଷ୍ଯପୁତ୍ର ମୃତ୍ଯୁରୁ ପୁନର୍ଜୀବିତ ହବୋ ପର୍ୟ୍ଯନ୍ତ ଅପେକ୍ଷା କର। ତା'ପରେ ତୁମ୍ଭେ ଯାହା ସବୁ ଦେଖିଛ, ତାହା ଲୋକଙ୍କ ଆଗ ରେ କହିପାର।

ମାର୍କଲିଖିତ ସୁସମାଚାର 1:43

ଯୀଶୁ ଲୋକଟିକୁ ଚାଲି ୟିବାକୁ କହିଲେ, କିନ୍ତୁ ତାକୁ ଚତାବେନୀ ଦଇେ ସେ କହିଲେ,

ମାର୍କଲିଖିତ ସୁସମାଚାର 3:12

କିନ୍ତୁ ଯୀଶୁ ସମାନଙ୍କେୁ ଦୃଢ ଭାବରେ ଆଜ୍ଞା ଦେଲେ ଯେ ସେ କିଏ, ଏହା ସମାନେେ ଲୋକମାନଙ୍କୁ ଯେପରି ନ କୁହନ୍ତି।

ମାର୍କଲିଖିତ ସୁସମାଚାର 7:36

ଯୀଶୁ ସମାନଙ୍କେୁ ଆଜ୍ଞା ଦେଲେ ଯେ ଏ ବିଷୟ ରେ କାହାକୁ କିଛି ଯେପରି ନକୁହନ୍ତି। ଯୀଶୁ ସଦା ବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସମାନେେ ଅନ୍ୟ କାହାକୁ ତାହାଙ୍କ ବିଷୟ ରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମ ରେ ଲୋକେ ତାହାଙ୍କ ବିଷୟ ରେ ଅଧିକରୁ ଅଧିକ ପ୍ରଚାର କରୁଥିଲେ।

ଲୂକଲିଖିତ ସୁସମାଚାର 5:14

ଯୀଶୁ ତାହାକୁ ଆଦେଶ ଦେଲେ, ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦହେ ତାହାଙ୍କୁ ଦଖାେଅ। ତୁମ୍ଭେ ସୁସ୍ଥ ହାଇଯୋଇଥିବା ଯୋଗୁଁ ମାଶାଙ୍କେ ଆଦେଶ ଅନୁସାରେ ପରମେଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖଇଦେବେ ଯେ ତୁମ୍ଭେ ସୁସ୍ଥ ହାଇଯୋଇଛ।

ଲୂକଲିଖିତ ସୁସମାଚାର 8:56

ତା' ବାପାମାଆ ବିସ୍ମିତ ହାଇଗେଲେ। ଯୀଶୁ ସମାନଙ୍କେୁ ଏ ଘଟଣା କାହାରି ଆଗ ରେ ନ କହିବାକୁ କହିଲେ।

ଲୂକଲିଖିତ ସୁସମାଚାର 24:30

ଯୀଶୁ ସମାନଙ୍କେ ସହିତ ଖାଇବା ପାଇଁ ବସି ପଡିଲେ। ସେ ହାତ ରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ଯବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସମାନଙ୍କେୁ ଦେଲେ।

ଲୂକଲିଖିତ ସୁସମାଚାର 24:42

ସମାନେେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ।

ଯୋହନଲିଖିତ ସୁସମାଚାର 5:41

ମୁଁ ଲୋକମାନଙ୍କଠାରୁ ପ୍ରଶଂସା ଚାହୁଁ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:41

ମାତ୍ର ଯୀଶୁ ସବୁ ଲୋକମାନଙ୍କୁ ଦଖାଗେଲେ ନାହିଁ। ପରମେଶ୍ବର ଯେଉଁମାନଙ୍କୁ ତାହାଙ୍କ ସାକ୍ଷୀରୂପେ ପୂର୍ବରୁ ମନୋନୀତ କରିଥିଲେ, ସହେିମାନେ କବଳେ ତାହାଙ୍କୁ ଦେଖିପାରିଲେ। ଆମ୍ଭମାନେେ ସହେି ସାକ୍ଷୀ ଅଟୁ। ଯୀଶୁ ମୃତ୍ଯୁରୁ ଉଠିଲାପରେ ଆମ୍ଭମାନେେ ତାହାଙ୍କ ସହିତ ଖାଇଥିଲୁ ଓ ପିଇଥିଲୁ।

Interlinear

Choose Theme