ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଏ ବିଷୟ ରେ କଥାବର୍ତ୍ତା ହେଲେ। ସମାନେେ ପରସ୍ପର କୁହାକୁହି ହେଲେ, ଆମ୍ଭେ ଯଦି କହିବା ଯେ ଯୋହନଙ୍କ ବାପ୍ତିସ୍ମ ପରମେଶ୍ବରଙ୍କଠାରୁ ଆସିଥିଲା, ତବେେ ସେ ପଚାରିବେ, 'ତୁମ୍ଭମାନେେ ଯୋହନଙ୍କୁ କାହିଁକି ବିଶ୍ବାସ କଲନାହିଁ?'
Cross references
ଯୋହନ ଲୋକମାନଙ୍କୁ ତାହାଙ୍କ ବିଷୟ ରେ କହିଲେ। ସେ କହିଲେ, ମୁଁ ଯାହାଙ୍କ ବିଷୟ ରେ କହୁଥିଲି, ସେ ଏହି। ମୁଁ କହିଲି, 'ମାେ ପରେ ୟିଏ ଆସୁଛନ୍ତି, ସେ ମାେ ଠାରୁ ବହୁତ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ।'
ମୁଁ ଆଗରୁ ଏହି ବ୍ଯକ୍ତିଙ୍କ ବିଷୟ ରେ କହିଥିଲି। ମୁଁ କହିଥିଲି, 'ମାେ ପରେ ଜଣେ ବ୍ଯକ୍ତି ଆସୁଛନ୍ତି, ସେ ମାଠାରୁେ ଶ୍ ରେଷ୍ଠ। ସେ ମାେ ପୂର୍ବରୁ ବାସ କରୁଥିଲେ। ସେ ସର୍ବଦା ରହିଛନ୍ତି।'
ତେଣୁ ମୁଁ ଲୋକମାନଙ୍କୁ ଏହା କ ହେ: ' ସେ (ଯୀଶୁ) ପରମେଶ୍ବରଙ୍କର ପୁତ୍ର।'
ତେଣୁ ଶିଷ୍ଯମାନେ ଆସି ଯୋହନଙ୍କୁ କହିଲେ, ହେ ଗୁରୁ, ତୁମ୍ଭ ସହିତ ୟର୍ଦ୍ଦନ ନଦୀର ଆର ପାରି ରେ ଯେଉଁ ଲୋକ ଥିଲେ, ତାହାଙ୍କୁ ମନେ ପକାଅ। ତୁମ୍ଭେ ସହେି ଲୋକ ବିଷୟ ରେ ଲୋକମାନଙ୍କୁ କହିଥିଲ। ସହେି ଲୋକ ବାପ୍ତିସ୍ମ ଦେଉଛନ୍ତି ଓ ଅନକେ ଲୋକ ତାହାଙ୍କ ପାଖକୁ ଯାଉଛନ୍ତି।
ପୁତ୍ରଙ୍କୁ ବିଶ୍ବାସ କରୁଥିବା ଲୋକ ଅନନ୍ତ ଜୀବନ ପାଆନ୍ତି। କିନ୍ତୁ ପୁତ୍ରଙ୍କୁ ଅବଜ୍ଞା କରୁଥିବା ଲୋକ କଦାପି ଅନନ୍ତ ଜୀବନ ଲାଭ କରିବ ନାହିଁ। ସହେି ଲୋକମାନଙ୍କ ଉପରେ ପରମେଶ୍ବରଙ୍କର କୋରଧ ରହିବ।
ତୁମ୍ଭେ ଯୋହନଙ୍କ ପାଖକୁ ଲୋକ ପଠାଇଛ। ସେ ତୁମ୍ଭମାନଙ୍କୁ ସତ୍ଯ ସମ୍ବନ୍ଧ ରେ କହିଛନ୍ତ।
ଯୋହନ ତାହାଙ୍କ କାର୍ୟ୍ଯ ପୂର୍ଣ୍ଣ କରି କହିଲେ, ' ମାେତେ ତୁମ୍ଭମାନେେ କିଏ ବୋଲି ଭାବୁଛ? ମୁଁ ଖ୍ରୀଷ୍ଟ ନୁହେଁ। ଯେ ମାରେ ପରେ ଆସୁଛନ୍ତି, ତାହାଙ୍କର ଜୋତା ଫିତା ଫିଟଇବୋ ପାଇଁ ମଧ୍ଯ ମୁଁ ଯୋଗ୍ଯ ନୁହେଁ।'