ମାର୍କଲିଖିତ ସୁସମାଚାର 6:35 · ଓଡ଼ିଆ ବାଇବେଲ
ସେତବେେଳକେୁ ଦିନ ଗଡି ଯାଇଥିଲା। ତେଣୁ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସି କହିଲେ, ଏହା ଗୋଟିଏ ଜନଶୂନ୍ଯ ଜାଗା। ଦିନ ଗଡିଗଲାଣି।
Cross references
ମାଥିଉଲିଖିତ ସୁସମାଚାର 14:15
ସନ୍ଧ୍ଯା ବଳକେୁ ଶିଷ୍ଯମାନେ ତାହାଙ୍କ ପାଖକୁ ଆସି କହିଲେ, ଏହା ଅତ୍ଯନ୍ତ ନିଛାଟିଆ ସ୍ଥାନ। ସମୟ ବହୁତ ହେଲାଣି। ଲୋକମାନଙ୍କୁ ଏଠାରୁ ପଠଇେ ଦିଅ। ତା' ହେଲେ ସମାନେେ ଗାଁମାନଙ୍କୁ ଯାଇ ସମାନଙ୍କେ ପାଇଁ ଖାଦ୍ୟ କିଣି ପାରିବେ।
ଲୂକଲିଖିତ ସୁସମାଚାର 9:12
ଅପରାହ୍ନର ବିଳମ୍ବିତ ପ୍ରହର ରେ ବାରଜଣ ଯାକ ପ୍ ରରେିତ ଯୀଶୁଙ୍କ ପାଖକୁ ଆସି କହିଲେ, ଏ ସ୍ଥାନଟି ନିର୍ଜ୍ଜନ ଅଟେ। ଆପଣ ଲୋକମାନଙ୍କୁ ବିଦାୟ କରିଦିଅନ୍ତୁ। ସମାନେେ ଆଖପାଖ ଗାଁ ଓ କ୍ଷେତ୍ରକୁ ଯାଇ ବସା ଓ ଖାଦ୍ୟର ବ୍ଯବସ୍ଥା କରନ୍ତୁ।
ଯୋହନଲିଖିତ ସୁସମାଚାର 6:5
ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ଯା ରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ୟଥେଷ୍ଟ ଖାଦ୍ୟ କିଣି ପାରିବା?