Home Bibles ମାର୍କଲିଖିତ ସୁସମାଚାର 6:36 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 6:36 · ଓଡ଼ିଆ ବାଇବେଲ

ତେଣୁ ଲୋକମାନଙ୍କୁ ଆଖ-ପାଖ ପଲ୍ଲୀ ଓ ଗାଁଗୁଡିକୁ ପଠାଅ। ତା' ହେଲେ ସଠାେକୁ ଯାଇ ସମାନେେ ତାହାଙ୍କ ଖାଇବା ପାଇଁ କିଛି ଖାଦ୍ୟ କିଣି ଆଣି ପାରିବେ।

Cross references

ମାଥିଉଲିଖିତ ସୁସମାଚାର 15:23

ଯୀଶୁ ତାକୁ ପଦେ ହେଲେ କିଛି କହିଲେ ନାହିଁ। ତେଣୁ ଶିଷ୍ଯମାନେ ଯୀଶୁଙ୍କ ନିକଟକୁ ଆସିଲେ ଓ ଅନୁରୋଧ କଲେ, ସେ ଆମ୍ଭ ପେଛ ପେଛ ପାଟି କରି ଆସୁଛି। ତାକୁ ଚାଲି ୟିବାକୁ କହି ଦିଅନ୍ତୁ।

ମାଥିଉଲିଖିତ ସୁସମାଚାର 16:22

ତା'ପରେ ପିତର ଯୀଶୁଙ୍କୁ ଗୋଟିଏ ପାଖକୁ ଏକୁଟିଆ ଡାକି ନେଲେ ଓ ତାହାଙ୍କୁ ସମାଲୋଚନା କରି କହିଲେ, ହେ ପ୍ରଭୁ! ପରମେଶ୍ବର ଆପଣଙ୍କ ଉପରେ ଦୟା କରନ୍ତୁ। ଆପଣଙ୍କ ପାଇଁ ଏସବୁ ଘଟଣା ନଘଟୁ।

ମାର୍କଲିଖିତ ସୁସମାଚାର 3:21

ଯୀଶୁଙ୍କ ପରିବାରର ଲୋକେ ଏସବୁ ଶୁଣିଲେ। ସମାନେେ ଯୀଶୁଙ୍କୁ ଆଣିବାକୁ ଗଲେ। କାରଣ ଲୋକେ କୁହାକୁହି ହେଉଥିଲେ ଯେ, ଯୀଶୁଙ୍କ ମତିଭ୍ରମ ହେଲାଣି।

ମାର୍କଲିଖିତ ସୁସମାଚାର 5:31

ଶିଷ୍ଯମାନେ ଯୀଶୁଙ୍କୁ କହିଲେ, ଏଠା ରେ ତ ଅନକେ ଲୋକ ଆପଣଙ୍କ ଆଡକୁ ଠଲେି ହାଇେ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, ମାେତେ କିଏ ଛୁଇଁଲା?

Interlinear

Choose Theme