Home Bibles ହିତୋପଦେଶ 6:2 · ଓଡ଼ିଆ ବାଇବେଲ
ହିତୋପଦେଶ 6:2 · ଓଡ଼ିଆ ବାଇବେଲ

ଯଦି ତୁମ୍ଭେ କର, ତବେେ ତୁମ୍ଭେ ଆପଣା ପ୍ରତିଜ୍ଞା ଦ୍ବାରା ଫାନ୍ଦ ରେ ପଡ଼ିଅଛ ଓ ଆପଣା କଥା ପାଇଁ ଧରାୟାଇ ଅଛ।

Cross references

ହିତୋପଦେଶ 12:13

ଦୁଷ୍ଟର ଓଷ୍ଠ ରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ।

ହିତୋପଦେଶ 18:7

ମୂର୍ଖର କଥା ତା'ର ବିନାଶର କାରଣ। ପୁଣି ତା'ର ବାକ୍ଯ ପ୍ରାଣର ଫାନ୍ଦ ସ୍ବରୂପ।

Interlinear

Choose Theme