Home Bibles ଲୂକଲିଖିତ ସୁସମାଚାର 24:30 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 24:30 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେ ସହିତ ଖାଇବା ପାଇଁ ବସି ପଡିଲେ। ସେ ହାତ ରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ଯବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସମାନଙ୍କେୁ ଦେଲେ।

Cross references

ମାଥିଉଲିଖିତ ସୁସମାଚାର 14:19

ଯୀଶୁ ସଠାେରେ ଜମା ହାଇେଥିବା ଲୋକମାନଙ୍କୁ ଘାସ ଉପରେ ବସିୟିବାପାଇଁ କହିଲେ. ତା'ପରେ ସେ ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ଯାକ ମାଛ ଧରି ଆକାଶକୁ ଚାହିଁଲେ ଓ ଖାଦ୍ୟ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀକୁ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କ ହାତକୁ ଦେଲେ। ଶିଷ୍ଯମାନେ ଲୋକଙ୍କୁ ସେଥିରୁ ବାଣ୍ଟିଲେ।

ମାଥିଉଲିଖିତ ସୁସମାଚାର 15:36

ସେ ସାତଖଣ୍ଡ ରୋଟୀ ଓ ମାଛତକ ନେଲେ। ତା'ପରେ ସେ ପରମେଶ୍ବରଙ୍କୁ ଖାଦ୍ୟ ପାଇଁ ଧନ୍ଯବାଦ ଦେଲେ। ଯୀଶୁ ସଗେୁଡିକୁ େଛାଟ େଛାଟ ଖଣ୍ଡ କଲେ ଓ ତାହାଙ୍କ ଶିଷ୍ଯମାନଙ୍କୁ ଦେଲେ। ଶିଷ୍ଯମାନେ ଲୋକମାନଙ୍କୁ ଖାଦ୍ୟ ବାଣ୍ଟିଲେ।

ମାଥିଉଲିଖିତ ସୁସମାଚାର 26:26

ସମାନେେ ଖାଉଥିବା ବେଳେ, ଯୀଶୁ ରୋଟୀ ନେଲେ। ସହେି ରୋଟୀ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ତା'ପରେ ରୋଟୀ ଛିଣ୍ଡଇେଲେ। ତାହାକୁ ଶିଷ୍ଯମାନଙ୍କୁ ଦେଲେ। ଯୀଶୁ କହିଲେ, ଏହି ରୋଟୀ ନିଅ ଓ ଖାଅ। ଏ ରୋଟୀ ମାରେଶରୀର।

ମାର୍କଲିଖିତ ସୁସମାଚାର 6:41

ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛକୁ ଟକେି ସ୍ବର୍ଗ ଆଡକୁ ଚାହିଁ ପରମେଶ୍ବରଙ୍କୁ ରୋଟୀ ପାଇଁ ଧନ୍ଯବାଦ ଦେଲେ। ସେ ରୋଟୀ ଗୁଡିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ଯମାନଙ୍କୁ ଲୋକମାନଙ୍କ ମଧିଅରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ଯ ସେ ଖଣ୍ଡ-ଖଣ୍ଡ କଲେ ଓ ଲୋକଙ୍କ ମଧିଅରେ ସହେିଭଳି ବାଣ୍ଟି ଦେଲେ।

ମାର୍କଲିଖିତ ସୁସମାଚାର 8:6

ତା'ପରେ ଯୀଶୁ ଲୋକମାନଙ୍କୁ ତଳେ ବସି ୟିବାକୁ କହିଲେ। ସେ ସାତ ଖଣ୍ଡ ରୋଟୀ ନେଲେ ଓ ସେଥିପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀତକ ଖଣ୍ଡ ଖଣ୍ଡ କରି ଲୋକମାନଙ୍କ ମଧିଅରେ ବାଣ୍ଟି ଦବୋକୁ ଶିଷ୍ଯମାନଙ୍କୁ ଦେଲେ। ସମାନେେ ସଇେଆ କଲେ।

ମାର୍କଲିଖିତ ସୁସମାଚାର 14:22

ସମାନେେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ରୋଟୀ ଛିଣ୍ଡଇେ ଶିଷ୍ଯମାନଙ୍କୁ ଦଇେ କହିଲେ, ଏହି ରୋଟୀ ନିଅ। ଏହା ମାରେ ଦହେ।

ଲୂକଲିଖିତ ସୁସମାଚାର 9:16

ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ବର୍ଗ ଆଡକୁ ଚାହିଁ ଖାଦ୍ୟପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ଯମାନଙ୍କୁ ଲୋକଙ୍କ ଭିତ ରେ ପରଶି ଦବୋକୁ ଦେଲେ।

ଲୂକଲିଖିତ ସୁସମାଚାର 22:19

ତାପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ ରରେିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, ଏହି ରୋଟୀ ମାରେଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମାେତେ ମନେ ରଖିବା ପାଇଁ ଏହା କର।

ଲୂକଲିଖିତ ସୁସମାଚାର 24:35

ତା'ପରେ ଏହି ଦୁଇଜଣ ଲୋକ ରାସ୍ତା ରେ ଯାହାସବୁ ଘଟିଥିଲା, ସେ ସମସ୍ତ ସମାନଙ୍କେ ଆଗ ରେ ବର୍ଣ୍ଣନା କଲେ। ସମାନେେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସମାନେେ କିପରି ଯୀଶୁଙ୍କୁ ଚିହ୍ନିପାରିଲେ।

ଯୋହନଲିଖିତ ସୁସମାଚାର 6:11

ଯୀଶୁ ରୋଟୀ ନଇେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ଯ ସହେିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:35

ଏତିକି କହିବା ପରେ ପାଉଲ କିଛି ରୋଟୀ ନଇେ ସମସ୍ତଙ୍କ ଆଗ ରେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡଇେ ଖାଇବାକୁ ଆରମ୍ଭ କଲେ।

Interlinear

Choose Theme