Home Bibles ଲୂକଲିଖିତ ସୁସମାଚାର 5:14 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 5:14 · ଓଡ଼ିଆ ବାଇବେଲ

ଯୀଶୁ ତାହାକୁ ଆଦେଶ ଦେଲେ, ଏବେ ଯାହା ଘଟିଲା, ସେ କଥା କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଅ। ନିଜ ଦହେ ତାହାଙ୍କୁ ଦଖାେଅ। ତୁମ୍ଭେ ସୁସ୍ଥ ହାଇଯୋଇଥିବା ଯୋଗୁଁ ମାଶାଙ୍କେ ଆଦେଶ ଅନୁସାରେ ପରମେଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କର। ଏହା ଲୋକଙ୍କୁ ଦେଖଇଦେବେ ଯେ ତୁମ୍ଭେ ସୁସ୍ଥ ହାଇଯୋଇଛ।

Cross references

ଲେବୀୟ ପୁସ୍ତକ 13:2

ଯବେେ କୌଣସି ମନୁଷ୍ଯର ଶରୀରର ଚର୍ମ ରେ ଫୁଲା କି ପାମା କି ଚିକ୍କଣ ଚିହ୍ନ ହୁଏ କିମ୍ବା ତା'ର ଶରୀର ରେ ଚର୍ମ ରୋଗଜନିତ ଘା' ହୁଏ, ତବେେ ତାକୁ ହାରୋଣ ଯାଜକ ନିକଟକୁ କିମ୍ବା ତାଙ୍କର ପୁତ୍ରଗଣଙ୍କ ମଧ୍ଯରୁ କୌଣସି ଯାଜକ ନିକଟକୁ ଅଣାୟିବା ଉଚିତ୍।

ଲେବୀୟ ପୁସ୍ତକ 14:2

କୁଷ୍ଠ ରୋଗୀର ଶୁଚି ହବୋ ଦିନ ରେ ତାହାର ଏହି ବ୍ଯବସ୍ଥା,

ମାଥିଉଲିଖିତ ସୁସମାଚାର 8:4

ତାପରେ ଯୀଶୁ ତାହାକୁ କହିଲେ, ଦେଖ, ଏ ବିଷୟ ରେ କାହାକୁ କିଛି କୁହନାହିଁ, ବରଂ ଯାଜକଙ୍କ ପାଖକୁ ଯାଅ ଓ ନିଜକୁ ଦଖାେଅ। ମାଶାଙ୍କେ ଆଦେଶ ଅନୁସାରେ ଦାନ ଦିଅ। ଏହା ଦ୍ବାରା ଲୋକଙ୍କୁ ଦେଖଇେ ଦିଆଯାଇ ପାରିବ ଯେ ତୁମ୍ଭେ ଭଲ ହାଇେ ଯାଇଛ।

ମାଥିଉଲିଖିତ ସୁସମାଚାର 9:30

ତା'ପରେ ଅନ୍ଧ ଦୁଇଜଣ ଦେଖିବାକୁ ପାଇଲେ। ଯୀଶୁ ସମାନଙ୍କେୁ ଦୃଢଭାବରେ ଚତାବେନୀ ଦଇେ କହିଲେ, ଏ ବିଷୟ ଅନ୍ୟକୁ କହିବ ନାହିଁ।

ମାଥିଉଲିଖିତ ସୁସମାଚାର 10:18

ତୁମ୍ଭେ ମାରେ ଶିଷ୍ଯ ହାଇେଥିବା ଯୋଗୁଁ ତୁମ୍ଭକୁ ଶାସକ ଓ ରାଜାଙ୍କ ଆଗକୁ ନିଆୟିବ। ଅଣଯିହୂଦୀ ତଥା ସମାନଙ୍କେ ଆଗ ରେ ତୁମ୍ଭେ ମାେ ବିଷୟ ରେ ସାକ୍ଷୀ ହବେ।

ମାଥିଉଲିଖିତ ସୁସମାଚାର 12:16

କିନ୍ତୁ ଯୀଶୁ ସମାନଙ୍କେୁ ଚତାବେନୀ ଦଇେ କହିଲେ, ଏ କଥା କାହାରି ଆଗ ରେ ପ୍ରକାଶ କରିବ ନାହିଁ।

ମାର୍କଲିଖିତ ସୁସମାଚାର 1:44

ମୁଁ ତୁମ୍ଭ ପାଇଁ ଯାହା କଲି ସହେି କଥା କାହାକୁ ହେଲେ କହିବ ନାହିଁ। କିନ୍ତୁ ଯାଜକଙ୍କ ପାଖକୁ ଯାଇ, ନିଜ ଦହେ ଦଖାେଅ। ତୁମ୍ଭେ ସୁସ୍ଥ ହାଇେ ଥିବାରୁ ମାଶାଙ୍କେ ଆଜ୍ଞା ଅନୁସାରେ, ପରମେଶ୍ବରଙ୍କୁ ନବୈେଦ୍ଯ ଅର୍ପଣ କର। ତୁମ୍ଭେ ସୁସ୍ଥ ହାଇେ ଯାଇଛ ବୋଲି ଲୋକମାନଙ୍କ ଆଗ ରେ ପ୍ରମାଣ ରହିବ।

ମାର୍କଲିଖିତ ସୁସମାଚାର 6:11

ଯଦି କୌଣସି ସହର ରେ ସମାନେେ ତୁମ୍ଭକୁ ସ୍ବାଗତ ନ କରନ୍ତି କିମ୍ବା ସମାନେେ ତୁମ୍ଭ କଥା ନ ଶୁଣନ୍ତି, ତବେେ ସେ ସହର ଛାଡି ଚାଲି ଯାଅ। ଛାଡିଲା ବେଳେ ତୁମ ପାଦରୁ ସଠାେକାର ଧୂଳିଝାଡି ଦିଅ। ତାହା ସମାନଙ୍କେ ପାଇଁ ଚତାବେନୀ ହବେ।

ଲୂକଲିଖିତ ସୁସମାଚାର 9:5

ଯଦି ନଗରର ଲୋକେ ତୁମ୍ଭମାନଙ୍କୁ ସ୍ବାଗତ ନକରନ୍ତି, ତବେେ ନଗର ଛାଡି ବାହାରକୁ ଚାଲିୟିବ ଓ ତୁମ୍ଭମାନଙ୍କ ପାଦର ଧୂଳିତକ ମଧ୍ଯ ସଠାେରେ ଝାଡିଦବେ। ତବେେ ଏହା ସମାନଙ୍କେ ପାଇଁ ଚତାବେନୀ ହବେ।

ଲୂକଲିଖିତ ସୁସମାଚାର 17:14

ଯୀଶୁ ଲୋକମାନଙ୍କୁ ଦେଖି କହିଲେ, ତୁମ୍ଭମାନେେ ଯାଇ ନିଜ ଦହକେୁ ଯାଜକମାନଙ୍କୁ ଦଖାେଅ।

Interlinear

Choose Theme