ସହେି ଦଶ ଜଣ ଲୋକ ଯାଜକଙ୍କ ପାଖକୁ ଗଲା ବେଳେ ସୁସ୍ଥ ହାଇଗେଲେ।
Cross references
ସହେି ଦିନମାନଙ୍କର ହିଜକିଯ ଗୁରୁତ୍ବର ଭାବରେ ଅସୁସ୍ଥ ହେଲେ ଓ ମରଣାପନ୍ନ ହେଲେ। ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ହିଜକିଯଙ୍କୁ କଥା କହିଲେ ଓ ଗୋଟିଏ ଚିହ୍ନ ଦେଲେ।
ହେ ସଦାପ୍ରଭୁ, ତୁମ୍ଭେ ମାେତେ ମାରେ ସମସ୍ତ ବିପଦରୁ ଉଦ୍ଧାର କରିଛ। ତୁମ୍ଭେ ମାରେ ଶତ୍ରୁଙ୍କୁ ମାେତେ ପରାଜିତ କରିବାକୁ ସୁଯୋଗ ଦଲେ ନାହିଁ କି ସମାନେେ ମାେତେ ପରିହାସ କରିବାକୁ ଦଲେ ନାହିଁ। ତଣେୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାରେ କ୍ରନ୍ଦନକୁ ନୃତ୍ଯରେ ପରିଣତ କଲ। ତୁମ୍ଭେ ମାରେ ଦୁଃଖର ପୋଷାକ ସବୁକୁ କାଢ଼ି ନଲେ ଓ ମାେତେ ସୁଖରେ ଆଚ୍ଛାଦିତ କରିଲ।
ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ମାରେ ସବୁ ଅଙ୍ଗପ୍ରତ୍ଯଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ପରମେଶ୍ବର ଆପଣା ଆଦେଶ ପଠାଇ ତାଙ୍କୁ ସୁସ୍ଥ କଲେ। ଏବଂ ସେ ବିନାଶରୁ ସମାନଙ୍କେୁ ମୁକ୍ତ କଲେ।
ସେ କରିଥିବା ମଙ୍ଗଳଦାନର ଫଳସ୍ବରୂପ ମୁଁ ସଦାପ୍ରଭୁଙ୍କୁ କ'ଣ ଦଇପୋରେ ?
ସଦାପ୍ରଭୁ ମାେତେ ବୃହତ୍ ଶାସ୍ତି ଦଇେଅଛନ୍ତି। ମାତ୍ର ସେ ମାେତେ ମରିବାକୁ ଦେଲେ ନାହିଁ।
ମୁଁ ଯେପରି କରୁଅଛି ସହେିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା'ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ଯତା ଜ୍ଞାନ ବିଶ୍ବାସ କରାଇବେ।
ଜମା ହାଇେଥିବା ଲୋକେ ଏ କଥା ଦେଖି ଆଶ୍ଚର୍ୟ୍ଯ ହାଇଗେଲେ। ପରମେଶ୍ବର ଜଣେ ମଣିଷକୁ ଏପରି ଶକ୍ତି ଦଇେଥିବାରୁ ସମାନେେ ପରମେଶ୍ବରଙ୍କର ମହିମା ଗାନ କଲେ।
ଯୀଶୁ ଉତ୍ତର ଦେଲେ, ଦଶ ଜଣ ଲୋକ ସୁସ୍ଥ ହେଲେ, ତବେେ ଅନ୍ୟ ନଅ ଜଣ କାହାଁନ୍ତି?
ପରେ ଯୀଶୁ ସହେି ଲୋକକୁ ମନ୍ଦିର ପରିସର ରେ ଦେଖିଲେ। ସେ ତାକୁ କହିଲେ, ଦେଖ, ତୁମ୍ଭେ ବର୍ତ୍ତମାନ ସୁସ୍ଥ ହାଇଯୋଇଛ। ତେଣୁ ତୁମ୍ଭେ ଆଉ ପାପ କର ନାହିଁ। ଯଦି ତୁମ୍ଭେ ପାପ କରିବ, ତବେେ ତୁମ୍ଭର ଏହାଠାରୁ ଅଧିକ କ୍ଷତି ହାଇପୋ ରେ।
ସେ ଲୋକଟି ଉତ୍ତର ଦଲୋ, ହଁ, ପ୍ରଭୁ ମୁଁ ବିଶ୍ବାସ କରେ। ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।