Home Bibles ମାର୍କଲିଖିତ ସୁସମାଚାର 5:10 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 5:10 · ଓଡ଼ିଆ ବାଇବେଲ

ସହେି ଦୁଷ୍ଟାଚ୍ମାମାନେ ବାରମ୍ବାର କାକୁତି ମିନତି ହାଇେ ଭିକ୍ଷା ମାଗିଲେ ଯେ ସେ ସମାନଙ୍କେୁ ସହେି ଅଞ୍ଚଳର ବାହାରକୁ ପଠଇେ ନ ଦିଅନ୍ତୁ।

Cross references

ମାର୍କଲିଖିତ ସୁସମାଚାର 3:22

ୟିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, ଯୀଶୁଙ୍କ ଦହେ ରେ ବାଆଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡି ଦେଉଛନ୍ତି।

ମାର୍କଲିଖିତ ସୁସମାଚାର 5:13

ଯୀଶୁ ସମାନଙ୍କେୁ ଏପରି କରିବାକୁ ଅନୁମତି ଦଇେ ଦେଲେ। ତା'ପରେ ଦୁଷ୍ଟାତ୍ମାମାନେ ସହେି ଲୋକଟି ଦହରେୁ ବାହାରି ଘୁଷୁରିମାନଙ୍କ ଦହେ ରେ ପଶିଗଲେ। ସହେି ଘୁଷୁରି ପଲ ରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ କଡକୁ ଖୁବ୍ ବଗେ ରେ ଧାଇଁଲେ ଓ ହ୍ରଦ ଭିତ ରେ ପଡି ଗଲେ। ସବୁତକ ଘୁଷୁରି ପାଣି ରେ ବୁଡିଗଲେ।

Interlinear

Choose Theme