Home Bibles ମାର୍କଲିଖିତ ସୁସମାଚାର 3:22 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 3:22 · ଓଡ଼ିଆ ବାଇବେଲ

ୟିରୁଶାଲମରୁ ଆସିଥିବା ଧର୍ମଶାସ୍ତ୍ରୀମାନେ କହିଲେ, ଯୀଶୁଙ୍କ ଦହେ ରେ ବାଆଲ୍ଜିବୂଲ୍ ପଶି ଯାଇଛି। ସେଥି ଯୋଗୁ ଯୀଶୁ ଭୂତମାନଙ୍କ ମୁଖିଆଙ୍କର ଶକ୍ତି ସାହାୟ୍ଯ ରେ ଭୂତମାନଙ୍କୁ ତଡି ଦେଉଛନ୍ତି।

Cross references

ଗୀତସଂହିତା 22:6

କିନ୍ତୁ ମୁଁ ଗୋଟିଏ କୀଟ, ବ୍ଯକ୍ତି ନୁହେଁ, ଲୋକମାନେ ମାେ ପାଇଁ ଲଜ୍ଜିତ ହୁଅନ୍ତି ଓ ମାେତେ ଅବଜ୍ଞା କରନ୍ତି।

ମାଥିଉଲିଖିତ ସୁସମାଚାର 9:34

କିନ୍ତୁ ଫାରୂଶୀମାନେ କହିଲେ, ଯୀଶୁ ଭୂତମାନଙ୍କ ମୁଖିଆଙ୍କ ସାହାୟ୍ଯ ରେ ଅନ୍ୟ ଭୂତଙ୍କୁ ତଡି ଦେଉଛନ୍ତି।

ମାଥିଉଲିଖିତ ସୁସମାଚାର 10:25

ଜଣେ ଶିଷ୍ଯ ତା' ଗୁରୁ ଭଳି ହବୋ ରେ ଓ ଜଣେ ସବେକ ତା' ମାଲିକ ଭଳି ହବୋ ରେ ସନ୍ତାଷେ ଲାଭ କରିବା ଦରକାର। ଘରର ମୁଖ୍ଯଙ୍କୁ ଯଦି ବାଆଲ୍ଜିବୂଲ କହି ଡକାଯାଏ ତବେେ ଘରର ଅନ୍ୟ ସଦସ୍ଯମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମ ରେ ଡକାୟିବ।

ମାଥିଉଲିଖିତ ସୁସମାଚାର 11:18

ବର୍ତ୍ତମାନର ଲୋକମାନେ ସପରେି। ଯୋହନ ଆସିଲେ। କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉନଥିଲେ କି ପିଉ ନଥିଲେ। ଲୋକେ କହିଲେ, 'ତାହାଙ୍କ ଦହେ ରେ ଭୂତ ପଶି ଯାଇଛି।'

ମାଥିଉଲିଖିତ ସୁସମାଚାର 12:24

ମାତ୍ର ଫାରୂଶୀମାନେ ଲୋକଙ୍କର ଏହି କଥା ଶୁଣି କହିଲେ, ଯୀଶୁ ଭୂତମାନଙ୍କ ଶାସକ ବାଆଲ୍ଜିବୂଲ ଙ୍କ ସାହାର୍ୟ୍ଯ ରେ ଭୂତମାନଙ୍କୁ ଛଡ଼ାନ୍ତି।

ମାଥିଉଲିଖିତ ସୁସମାଚାର 15:1

କେତକେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀ ଯୀରୁଶାଲମରୁ ଯୀଶୁଙ୍କ ନିକଟକୁ ଆସି ପଚାରିଲେ,

ମାର୍କଲିଖିତ ସୁସମାଚାର 7:1

କେତକେ ଫାରୂଶୀ ଓ କେତକେ ଧର୍ମଶାସ୍ତ୍ରୀ ୟିରୁଶାଲମରୁ ଆସି ଯୀଶୁଙ୍କ ଚାରିପଟେ ରୁଣ୍ତ ହାଇଗେଲେ।

ଲୂକଲିଖିତ ସୁସମାଚାର 5:17

ଦିନେ ଯୀଶୁ ଲୋକମାନଙ୍କୁ ଉପଦେଶ ଦେଉଥିଲେ। ସଠାେରେ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ମଧ୍ଯ ବସିଥଲେ। ସମାନେେ ଗାଲିଲୀର ପ୍ରେତ୍ୟକକ ନଗରରୁ, ୟିହୂଦା ତଥା ୟିରୁଶାଲମରୁ ଆସିଥି ରେ। ପ୍ରଭୁ ଲୋକଙ୍କୁ ସୁସ୍ଥ କରି ଦବୋପାଇଁ ଯୀଶୁଙ୍କୁ ଶକ୍ତି ଦେଉଥିଲେ।

ଲୂକଲିଖିତ ସୁସମାଚାର 11:15

କିନ୍ତୁ ସମାନଙ୍କେ ମଧ୍ଯରୁ କେତକେ କହିଲେ, ଯୀଶୁ ଭୂତପତି ବାଆଲ୍ଜିବୁଲ୍ର ଶକ୍ତି ଦ୍ବାରା ଭୂତ ଛଡାଉଛନ୍ତି, ଭୂତମାନଙ୍କୁ ତଡି ଦବୋକୁ ବ୍ଯବହାର କରୁଛନ୍ତି।

ଯୋହନଲିଖିତ ସୁସମାଚାର 7:20

ଲୋକମାନେ କହିଲେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦଇେଛି। ଆମ୍ଭ ତୁମ୍ଭକୁ ମାରିବାକୁ ଚେଷ୍ଟାକରୁ ନାହୁଁ।

ଯୋହନଲିଖିତ ସୁସମାଚାର 8:48

ୟିରୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ କହୁଛୁ, ତୁମ୍ଭେ ଜଣେ ଶମିରୋଣୀୟ। ତୁମ୍ଭ ଭିତ ରେ ଗୋଟିଏ ଭୂତ ରହିଛି ଓ ସେ ତୁମ୍ଭକୁ ପାଗଳ କରି ଦଇେଛି। ଆମ୍ଭର ଏହି କଥା କ'ଣ ଠିକ୍ ନୁହେଁ କି?

ଯୋହନଲିଖିତ ସୁସମାଚାର 8:52

ଯିହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରାହାମ ମରିଥିଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, 'ମାେ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।'

ଯୋହନଲିଖିତ ସୁସମାଚାର 10:22

ସେତବେେଳେ ଶୀତଋତୁ। ୟିରୂଶାଲମ ରେ 'ମନ୍ଦିର ପ୍ରତିଷ୍ଠା' ପର୍ବ ପଡିଲା।

Interlinear

Choose Theme