Home Bibles ମାର୍କଲିଖିତ ସୁସମାଚାର 5:13 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 5:13 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ ଏପରି କରିବାକୁ ଅନୁମତି ଦଇେ ଦେଲେ। ତା'ପରେ ଦୁଷ୍ଟାତ୍ମାମାନେ ସହେି ଲୋକଟି ଦହରେୁ ବାହାରି ଘୁଷୁରିମାନଙ୍କ ଦହେ ରେ ପଶିଗଲେ। ସହେି ଘୁଷୁରି ପଲ ରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ। ସେ ସବୁତକ ଘୁଷୁରି ପାହାଡ କଡକୁ ଖୁବ୍ ବଗେ ରେ ଧାଇଁଲେ ଓ ହ୍ରଦ ଭିତ ରେ ପଡି ଗଲେ। ସବୁତକ ଘୁଷୁରି ପାଣି ରେ ବୁଡିଗଲେ।

Cross references

ପ୍ରଥମ ରାଜାବଳୀ 22:22

ସଦାପ୍ରଭୁ କହିଲେ, 'ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?' ସ୍ବର୍ଗଦୂତ ଉତ୍ତର ଦଲୋ, 'ମୁଁ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଦ୍ବନ୍ଦ ରେ ପକାଇବି। ମୁଁ ସମାନଙ୍କେୁ ରାଜାଙ୍କ ନିକଟରେ ମିଛ କୁହାଇବି।' ସଦାପ୍ରଭୁ କହିଲେ, 'ଉତ୍ତମ, ୟାଅ, ତାକୁ କୌଶଳ ରେ ଠକିବାକୁ ଚେଷ୍ଟା କର। ଏଥି ରେ ତୁମ୍ଭେ କୃତକାର୍ୟ୍ଯ ହବେ।'

ଆୟୁବ ପୁସ୍ତକ 1:12

ତା'ପରେ ସଦାପ୍ରଭୁ ଶଯତାନକୁ କହିଲେ, ଠିକ୍ ଅଛି, ତା'ର ଯାହାସବୁ ଅଛି, ସଗେୁଡ଼ିକ ସହିତ ତୁମ୍ଭେ ଯେପରି ଚାହଁ କର, କିନ୍ତୁ ସହେି ବ୍ଯକ୍ତିକୁ ସ୍ପର୍ଶ କର ନାହିଁ। ତା'ପରେ ଶଯତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଚାଲିଗଲା।

ଆୟୁବ ପୁସ୍ତକ 2:6

ଏହାପରେ ସଦାପ୍ରଭୁ ଶଯତାନକୁ କହିଲେ, ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତ ରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦବେ।

ମାଥିଉଲିଖିତ ସୁସମାଚାର 8:32

ଯୀଶୁ ସମାନଙ୍କେୁ କହିଲେ, ଯାଅ! ତେଣୁ ଭୂତମାନେ ମଣିଷଙ୍କ ଦହରେୁ ବାହାରି ଘୁଷୁରିମାନଙ୍କ ଦହକେୁ ଚାଲିଗଲେ। ତାପରେ ସହେି ଘୁଷୁରିପଲ ତୀଖ ପାହାଡରୁ ତଳକୁ ଗଡିଯାଇ ଶଷେ ରେ ହ୍ରଦ ରେ ବୁଡିଗଲେ।

ଯୋହନଲିଖିତ ସୁସମାଚାର 8:44

ଶୟତାନ ହେଉଛି ତୁମ୍ଭର ପିତା। ତୁମ୍ଭେ ତାହାର ଅଟ। ତୁମ୍ଭେ ତାର ଇଚ୍ଛା ଅନୁସାରେ କାର୍ୟ୍ଯ କରୁଛ। ପ୍ରଥମରୁ ସେ ଜଣେ ଖୁନି। ସେ ସର୍ବଦା ସତ୍ଯର ବିରୁଦ୍ଧ। ତା' ଭିତ ରେ କୌଣସି ସତ୍ଯତା ନାହିଁ। ସେ ତାର ସ୍ବଭାବରୁ ମିଛୁଆ। ସେ ମିଥ୍ଯାବାଦୀ, ସେ ମିଥ୍ଯାର ଜନ୍ମଦାତା।

ପିତରଙ୍କ ପ୍ରଥମ ପତ୍ 3:22

ଏବେ ଯୀଶୁ ସ୍ବର୍ଗକୁ ଗଲଣେି। ସେ ପରମେଶ୍ବରଙ୍କ ଡାହାଣ ରେ ବିରାଜମାନ। ସେ ସଠାେରେ ସ୍ବର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:11

ପାତାଳସ୍ଥ ସହେି ଅତଳ ଗହ୍ବରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷା ରେ 'ଅବଦ୍ଦୋନ୍' ଓ ଗ୍ରୀକ୍ ଭାଷା ରେ 'ଅପଲିଯୋନ' (ବିନାଶକ) ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 13:5

ସହେି ପଶୁକୁ ଗର୍ବ କରିବା ପାଇଁ ଓ ଖରାପ କଥା କହିବା ପାଇଁ ଅନୁମତି ଦିଆଗଲା। ତାକୁ ବଯାଳିଶମାସ ପର୍ୟ୍ଯନ୍ତ ତା'ର କ୍ଷମତା ପ୍ରଯୋଗ କରିବା ପାଇଁ ଅନୁମତି ଦିଆଗଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:7

ଏକ ହଜାର ବର୍ଷ ଶଷେ ହବୋପରେ ଶୟତାନକୁ ତା'ର ଗଭୀରତମ ଗହ୍ବରର ବନ୍ଦୀଶାଳାରୁ ମୁକ୍ତି ମିଳିବ।

Interlinear

Choose Theme