Home Bibles ମାର୍କଲିଖିତ ସୁସମାଚାର 4:35 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 4:35 · ଓଡ଼ିଆ ବାଇବେଲ

ସହେିଦିନ ସନ୍ଧ୍ଯା ବେଳେ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଚାଲ, ଆର ପଟକୁ ୟିବା।

Cross references

ମାଥିଉଲିଖିତ ସୁସମାଚାର 8:18

ଯୀଶୁ ତାହାଙ୍କ ଚାରିପଟେ ଲୋକଙ୍କ ଭିଡ ଦେଖିଲେ। ଶିଷ୍ଯମାନଙ୍କୁ ହ୍ରଦର ଆର ପଟକୁ ୟିବାକୁ ଆଦେଶ ଦେଲେ।

ମାଥିଉଲିଖିତ ସୁସମାଚାର 8:23

ଯୀଶୁ ନେ ୗକା ରେ ଯାଇ ବସିଲେ ଏବଂ ତାହାଙ୍କ ଶିଷ୍ଯମାନେ ତାହାଙ୍କର ଅନୁଗମନ ଗଲେ।

ମାଥିଉଲିଖିତ ସୁସମାଚାର 14:22

ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ରେ ଚଢି ହ୍ରଦର ଅପର ପାଶର୍‌ବକୁ ୟିବାକୁ କହିଲେ। ଯୀଶୁ ନିଜେ ସଠାେକୁ ପରେ ଯିବେ ବୋଲି କହିଲେ।

ମାର୍କଲିଖିତ ସୁସମାଚାର 5:21

ଯୀଶୁ ନେ ୗକା ରେ ବସି ହ୍ରଦର ଅପର ପାଶର୍‌ବକୁ ଫରେିଗଲେ। ପୁଣି ହ୍ରଦ କୂଳ ରେ ତାହାଙ୍କ ଚାରି ପଟେ ବହୁତ ଲୋକ ଜମିଗଲେ।

ମାର୍କଲିଖିତ ସୁସମାଚାର 6:45

ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ଡଙ୍ଗା ଭିତରକୁ ୟିବାକୁ କହିଲେ। ଯୀଶୁ ଶିଷ୍ଯମାନଙ୍କୁ ହ୍ରଦର ଅପର ପାଶର୍‌ବ ରେ ଥିବା ବେଥ୍ସାଇଦାକୁ ଆଗୁଆ ୟିବାକୁ କହିଲେ ଓ ସେ ନିଜେ ପରେ ଯିବେ ବୋଲି କହିଲେ। ସଠାେରେ ଥିବା ଲୋକମାନଙ୍କୁ ଘରକୁ ଫରେିୟିବା ପାଇଁ କହି ସେ ରହିଲେ।

ମାର୍କଲିଖିତ ସୁସମାଚାର 8:13

ତା'ପରେ ଯୀଶୁ ଫାରୂଶୀମାନଙ୍କୁ ଛାଡି ପୁନଃ ଡଙ୍ଗା ଭିତରକୁ ଚାଲି ଆସିଲେ। ସେ ଡଙ୍ଗା ରେ ବସି ହ୍ରଦର ଅପର ପାରିକୁ ଚାଲିଗଲେ।

ଲୂକଲିଖିତ ସୁସମାଚାର 8:22

ଦିନେ ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଗୋଟିଏ ଡଙ୍ଗା ରେ ଚଢି଼ଲେ। ଯୀଶୁ ସମାନଙ୍କେୁ କହିଲେ, ଆସ, ଆମ୍ଭମାନେେ ହ୍ରଦ ଆରପାରିକି ୟିବା। ଶିଷ୍ଯମାନେ ଡଙ୍ଗା ଖାଲିେ ଦେଲେ।

ଲୂକଲିଖିତ ସୁସମାଚାର 8:25

ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ବିଶ୍ବାସ କେଉଁଆଡେ ଗଲା?

ଯୋହନଲିଖିତ ସୁସମାଚାର 6:1

ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହାଇେ ଆରପାରିକି ଗଲେ।

ଯୋହନଲିଖିତ ସୁସମାଚାର 6:17

ଅନ୍ଧାର ହାଇଯୋଇଥିଲା, ତଥାପି ଯୀଶୁ ସମାନଙ୍କେ ପାଖକୁ ଫରେିଲେ ନାହିଁ। ତେଣୁ ସମାନେେ ଡଙ୍ଗା ରେ ବସି ହ୍ରଦର ଆରପାରି ରେ ଥିବା କଫର୍ନାହୂମ ଆଡେ ଗଲେ।

ଯୋହନଲିଖିତ ସୁସମାଚାର 6:25

ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସମାନେେ ତାହାଙ୍କୁ ପଚାରିଲେ, ଗୁରୁ, ଆପଣ ଏଠାକୁ କେତବେେଳେ ଆସିଲେ?

Interlinear

Choose Theme